ଆନ୍ତର୍ଜାତୀୟ କ୍ରୀଡ଼ାରେ ଓଡ଼ିଶା ପାଇଁ ଗୌରବ ଆଣିଥିବା ରାଜ୍ୟର ଚାରି କ୍ରୀଡ଼ାବିତ୍ ସମ୍ମାନିତ

ଭୁବନେଶ୍ଵର : ଆନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶାର ଗୌରବ ବୃଦ୍ଧି କରିଥିବା ରାଜ୍ୟର ଚାରିଜଣ ପ୍ରତିଭାବାନ କ୍ରୀଡ଼ାବିତ୍ ଙ୍କୁ ସମ୍ମାନିତ କରାଯାଇଛି। କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କ୍ରୀଡ଼ାବିତ୍ମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା…

ପଶ୍ଚିମବଙ୍ଗ ଗସ୍ତ କରି ରଣହୁଙ୍କାର ଦେଇଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ ।

ନୂଆଦିଲ୍ଲୀ,୩୧/୦୧: ବିଧାନସଭା ନିର୍ବାଚନ ପୂର୍ବୁର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ନର୍ଥ ୨୪ ପ୍ରାଗଣରେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି । ରାଜ୍ୟରେ ଦୁର୍ନୀତି ଏବଂ ବିପର୍ଯ୍ୟନ୍ତ ଶାସନକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଅମିତ ଶାହ । ଆମ …

ଏବେ ଓଡ଼ିଆ ଭାଷାରେ ପଢ଼ିବେ ଏକାଦଶ ଶ୍ରେଣୀ ବିଜ୍ଞାନ ଛାତ୍ରଛାତ୍ରୀ।

ଭୁବନେଶ୍ୱର, ୩୧/୦୧ : ଓଡ଼ିଆରେ ପଢିବେ ଏକାଦଶ ଶ୍ରେଣୀ ବିଜ୍ଞାନ ଛାତ୍ରଛାତ୍ରୀ। ଆଜି ଲୋକସେବା ଭବନରେ ଏକାଦଶ ଶ୍ରେଣୀ ବିଜ୍ଞାନ ସନ୍ଦର୍ଭ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ଏହି ପୁସ୍ତକ ଗୁଡିକ ମଧ୍ୟରେ ଗଣିତ, ପଦାର୍ଥ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ମୋଟରସାଇକେଲ ଆରୋହୀ ମୃତ

ବ୍ରହ୍ମପୁର : ବ୍ରହ୍ମପୁର ସହର ଉପକଣ୍ଠ ଗୋଷାଣୀ ନୂଆଗାଁ ହଳଦିଆ ପଦର ସଂଯୋଗ ଓଭରବ୍ରିଜ୍ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ୫ ଜଣ ମୋଟରସାଇକେଲ ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ସଙ୍କଟାପନ୍ନ ଅବସ୍ଥାରେ ବଡ଼ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୁଚନା…

ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେଲେ ଓଡିଶାର ଆଉ ତିନି ବରିଷ୍ଠ ଆଇଏଏସ ଅଧିକାରୀ

ଭୁବନେଶ୍ବର : ଆଜି ରାଜ୍ୟ ସରକାର ତିନି ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ପଦନ୍ନୋତି ପ୍ରଦାନ କରିଛନ୍ତି। ସେମାନଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦକୁ ପଦନ୍ନୋତି କରାଯାଇଛି। ସେମାନେ ହେଲେ ଶ୍ବାଶତ ମିଶ୍ର, ବିଶାଳ ଦେବ ଏବଂ ଉଷା ପାଢୀ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏକ ବିଜ୍ଞପ୍ତି…

ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ଲିଖିତ ପୁସ୍ତକ “ବୁଦ୍ଧ ସଂଘରେ ୪୦ବର୍ଷ”କୁ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ…

ଭୁବନେଶ୍ୱର: ଭୁବନେଶ୍ୱର ବୁଦ୍ଧ ମନ୍ଦିର ସହ ଦୀର୍ଘ ୪୦ ବର୍ଷର ସମ୍ପର୍କକୁ ନେଇ ବିଶିଷ୍ଟ ରାଜନେତା, ଆର୍ଯ୍ୟସମାଜ, ଓଡ଼ିଶାର ସଭାପତି ତଥା ସର୍ବଭାରତୀୟ ମହାବୋଧି ସମିତିର ପୂର୍ବତନ ଉପସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ଲିଖିତ ପୁସ୍ତକ “ବୁଦ୍ଧ ସଂଘରେ ୪୦ବର୍ଷ”କୁ ଶନିବାର ଅପରାହ୍ନରେ…

“ସାହିତ୍ୟ ମାସିକୀ ” କାର୍ଯ୍ୟକ୍ରମ’ସଫଳ ଗଳ୍ପ ରଚନା ପାଇଁ ଗବେଷଣା ଆବଶ୍ୟକ -ପ୍ରଦୋଷ ମିଶ୍ର

ଭୁବନେଶ୍ୱର : ବୃତ୍ତି ଓ ପ୍ରବୃତ୍ତିରେ ଯଥାର୍ଥ ଅଂଶୀଦାର ହୋଇ ନିଜର ତଥା ଅନୁଭବର ସମନ୍ୱୟରେ ଭଲ ଗପ ଉତୁରିଥାଏ | ସଫଳ ଗଳ୍ପ ରଚନା ନିମନ୍ତେ ଗବେଷଣା କରିବା ମଧ୍ୟ ଜରୁରୀ ବୋଲି ବିଶିଷ୍ଟ କଥାଶିଳ୍ପୀ ପ୍ରଦୋଷ ମିଶ୍ର ଉଲ୍ଲେଖ କରିଛନ୍ତି | ଆଜି ସନ୍ଧ୍ୟାରେ ଭୁବନେଶ୍ବର ସାହିତ୍ୟ ସମାଜ ଟ୍ରଷ୍ଟ…

ଦ୍ୱିତୀୟ ଭାରତ-ଆରବ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଅଂଶଗ୍ରହଣ କରିବା ପାଇଁ ଭାରତ ଆସିଛନ୍ତି ଅଛନ୍ତି ଆରବ ରାଷ୍ଟ୍ରର…

ବି.ବି.ନିୟୁଜ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆରବ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମଣ୍ଡଳ, ଆରବ ରାଷ୍ଟ୍ର ଲିଗର ମହାସଚିବ ଏବଂ ଆରବ ପ୍ରତିନିଧିଙ୍କୁ ସ୍ୱାଗତ କରିଛନ୍ତି । ସେମାନେ ଦ୍ୱିତୀୟ ଭାରତ-ଆରବ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଅଂଶଗ୍ରହଣ କରିବା ପାଇଁ ଭାରତ ଆସିଛନ୍ତି…

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ରାଜ୍ୟ ସମବାୟ ନୀତିକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିବା ବେଳେ ଜଳସମ୍ପଦ ବିଭାଗର ଡାଇଭର୍ସନ ସିଷ୍ଟମ ପାଇଁ ୩୬୨କୋଟି ଟଙ୍କା ମଞ୍ଜୁର ହୋଇଛି ।…

ଚକ୍ରପେଷି ଗ୍ରାହ ନାଶି ଉଦ୍ଧରିଲ ଆପଣ ( ଗଜେନ୍ଦ୍ର ମୋକ୍ଷଣ )

ଗଜେନ୍ଦ୍ର ମୋକ୍ଷଣ କାର୍ତ୍ତିକ ମାହାତ୍ମ୍ୟ ଓ ଶ୍ରୀମଦ ଭାଗବତ ମହା ପୁରାଣରେ ଭଗବାନଙ୍କ ଲୀଳା ବିଷୟକ ଏକ ଭକ୍ତି ରସାତ୍ମକ ଅତୀବ ରୋଚକ ଉପାଖ୍ୟାନ l ଏହି ପ୍ରସଙ୍ଗ ଅତିବଡ଼ି କୃତ ଆମର ଓଡ଼ିଆ ଭାଗବତର ଅଷ୍ଟମ ସ୍କନ୍ଧ ଦ୍ଵିତୀୟ, ତୃତୀୟ ଓ ଚତୁର୍ଥ ଅଧ୍ୟାୟରେ ଅତି ସୁନ୍ଦର ଭାବେ ବର୍ଣ୍ଣନା…