ସରକାରୀ ନିଯୁକ୍ତିରେ କମ୍ପ୍ୟୁଟର ଯୋଗ୍ୟତା ପାଳନକୁ କଢ଼ା ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟରେ ସରକାରୀ, ଅର୍ଦ୍ଧ–ସରକାରୀ ଓ PSU ନିଯୁକ୍ତିରେ କମ୍ପ୍ୟୁଟର ଯୋଗ୍ୟତା ସମ୍ପର୍କିତ ନିୟମକୁ ସଠିକ୍ ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର କଢ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ୨୭ ଜାନୁଆରୀ ୨୦୨୬ ତାରିଖରେ ଜାରି…

ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ସୁନେତ୍ରା ପାୱାର

ମୁମ୍ବାଇ : ଆଜି ସନ୍ଧ୍ୟା ୫ ଟାରେ ସୁନେତ୍ରା ପାୱାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ସେ ଏହି ପଦବୀରେ ଥିବା ମହାରାଷ୍ଟ୍ରର ପ୍ରଥମ ମହିଳା ହେବେ। ଉପମୁଖ୍ୟମନ୍ତ୍ରୀ ହେବା ପରେ ସୁନେତ୍ରା ପାୱାର ରାଜ୍ୟ ସଭାରେ ତାଙ୍କ ସ୍ଥାନରେ କିଏ ରହିବେ ସେ ବିଷୟରେ ମଧ୍ୟ…

ଆସାମ ବିଧାନସଭା ନୂତନ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଦିବ୍ରୁଗଡ଼ରେ ଆସାମ ବିଧାନସଭାର ନୂତନ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ମୋଟ ୧,୭୧୫ କୋଟି ଟଙ୍କା ବ୍ୟୟରେ ୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ କରିଛନ୍ତି। ଏହି ଅବସରରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ…

ଆବଶ୍ୟକ ସମୟରେ ସାର ଉପଲବ୍ଧ କରାଇବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା।

ନୂଆଦିଲ୍ଲୀ : ଚାଷୀମାନଙ୍କୁ ଆବଶ୍ୟକ ସମୟରେ ସାର ଉପଲବ୍ଧ କରାଇବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଏହି ଲକ୍ଷ୍ୟରେ ସାର ବିଭାଗ ଓ ରେଳ ମନ୍ତ୍ରଣାଳୟ ମଧ୍ୟରେ ଘନିଷ୍ଠ ସମନ୍ୱୟ ରଖି ସାର ରେକ୍‌ଗୁଡ଼ିକର ଦ୍ରୁତ ଓ ନିରବଚ୍ଛିନ୍ନ ପରିବହନ ସୁନିଶ୍ଚିତ କରାଯାଇଛି, ଯାହା ଫଳରେ ରାଜ୍ୟଗୁଡ଼ିକୁ…

ରାଜ୍ୟର ସହରାଞ୍ଚଳରେ ଥିବା ସମସ୍ତ ପାର୍କର ରୂପରେଖ ବଦଳିବ।

ଭୁବନେଶ୍ଵର: ରାଜ୍ୟର ସହରାଞ୍ଚଳରେ ଥିବା ସମସ୍ତ ପାର୍କର ରୂପରେଖ ବଦଳିବ। ବିଭାଗୀୟ କାର୍ଯ୍ୟର ସମୀକ୍ଷା ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଏନେଇ ଆଲୋଚନା କରିଛନ୍ତି। ପାର୍କଗୁଡ଼ିକର ସୌନ୍ଦର୍ଯ୍ୟକରଣ ଏବଂ ସାମଗ୍ରିକ ଉନ୍ନତି ପାଇଁ ଏକ…

ସାଧାରଣ ନିର୍ବାଚନ ୨୦୨୪ ସମ୍ପର୍କିତ ଗଣମାଧ୍ୟମ ସୁବିଧା ପୋର୍ଟାଲର ଶୁଭାରମ୍ଭ କଲା ପିଆଇବି

ଭୁବନେଶ୍ଵର : ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ୨୦୨୪ ସାଧାରଣ ନିର୍ବାଚନ ପାଇଁ ରିପୋର୍ଟିଂ କରୁଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ୱାନ୍ ଷ୍ଟପ୍ ଫେସିଲିଟେସନ୍ ପୋର୍ଟାଲ ଭାବରେ ଅନେକ ବୈଶିଷ୍ଟ୍ୟ ଥିବା ଏକ ମାଇକ୍ରୋସାଇଟ୍ https://pib.gov.in/elect2024/index.aspx ଆରମ୍ଭ…

ଅଦାଲତ ଅବମାନନା ମାମଲାରେ ଆଇଏଏସ୍‌ ଉଷା ପାଢୀଙ୍କୁ ଆଶ୍ୱସ୍ତି ମିଳିଛି ।

ଭୁବନେଶ୍ୱର : ଅଦାଲତ ଅବମାନନା ମାମଲାରେ ଆଇଏଏସ୍‌ ଉଷା ପାଢୀଙ୍କୁ ଆଶ୍ୱସ୍ତି ମିଳିଛି । ହାଇକୋର୍ଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ଉଷା ପାଢୀ । ଏହାସହିତ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରିଥିବା ରିପୋର୍ଟ ମଧ୍ୟ ଦାଖଲ କରିଛନ୍ତି । ନିର୍ଦ୍ଦେଶ ପାଳନ ହୋଇଥିବାରୁ ଅଦାଲତ…

ଆସନ୍ତା ମାର୍ଚ୍ଚ ସୁଦ୍ଧା ଓଡ଼ିଶା ସମେତ ଦେଶକୁ ମାଓମୁକ୍ତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ

ଭୁବନେଶ୍ୱର :  ଆସନ୍ତା ମାର୍ଚ୍ଚ ସୁଦ୍ଧା ଓଡ଼ିଶା ସମେତ ଦେଶକୁ ମାଓମୁକ୍ତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଲକ୍ଷ୍ୟ ପୂରଣ ଲାଗି ହାତରେ ରହିଛି ମାତ୍ର ୨ ମାସ ‌ସମୟ। ମାଓବାଦୀଙ୍କ ଅନୁପ୍ରବେଶ ଓ ଓଡ଼ିଶାରେ ସକ୍ରିୟ ଥିବା ମାଓବାଦୀଙ୍କୁ ଦମନ ଲାଗି ଉଦ୍ୟମ ଚାଲିଛି।…

ଚମ୍ପୁଆରେ OISF ବସ୍ ଦୁର୍ଘଟଣାରେ ୧୯ ଆହତ, ବସ୍‌ରେ ଥିଲେ ୨୨ କର୍ମଚାରୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଚମ୍ପୁଆ ତହସିଲ ଅନ୍ତର୍ଗତ ତାଡ଼ୁଆବାହାଲ ନିକଟରେ ବସ୍ ଦୁର୍ଘଟଣା । ଶୁକ୍ରବାର ସକାଳ ପ୍ରାୟ ୭ଟା ୨୦ ମିନିଟ୍ ସମୟରେ OISF (ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ)ର ଗୋଟିଏ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନାନୁସାରେ, ବସ୍ରେ ପ୍ରାୟ ୨୨ ଜଣ OISF…

ଆସନାକାଲିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘ ମେଳା

ଢେଙ୍କାନାଳ : ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମଘା ମେଳା ଆସନାକାଲି (ଶନିବାର) ପ୍ରାତ ବ୍ରହ୍ମମୁହୂର୍ତରୁ ଆରମ୍ଭ ହେବାକୁ ଯାଉଛି। ସନ୍ଧ୍ୟା ୫.୧୫ ମିନିଟରେ ଗାଦୀ ମନ୍ଦିରର ଚାରିଦ୍ୱାରରେ ଝାଡ଼ଦୀପ ପ୍ରଜ୍ୱଳନ କାରାଯିବ। ଜଗତ ଭକତର ମଙ୍ଗଳ ପାଇଁ ମହିମା ସନ୍ୟାସୀମାନେ ଝାଡଦୀପ ପ୍ରଜ୍ୱଳନ କରିବେ। ମହିମା…