ନିଶା ଆଡ୍ଡାରେ ପଶିଲା ପୋଲିସ୍। ରାଉରକେଲାରେ ବଡ଼ ଧରଣର ରେଡ୍।

ରାଉରକେଲା : ରାଉରକେଲାରେ ରହମତ୍ ନଗର ନିଶା ଆଡ୍ଡା ଉପରେ ରେଡ୍। ୧୦ରୁ ୧୨ ନିଶା ବ୍ୟବସାୟୀଙ୍କୁ କାବୁ କଲା ପୋଲିସ୍। ୫ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ନେତୃତ୍ୱରେ ଚାଲିଥିଲା ରେଡ୍। ଉତ୍ତେଜନା ଆଶଙ୍କାରେ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ମୀନା ପଡା, ଅହମତ ନଗର ଆଦି ସ୍ଥାନରେ ରାତି…

କୁଆଡ଼େ ଗଲେ ୪ ନାବାଳିକା? ସେବା ସଦନରୁ ନିଖୋଜ, ମିଳୁନି ଖୋଜଖବର

ବାଲେଶ୍ୱର : କୁଆଡ଼େ ଗଲେ ନାବାଳିକା? ସେବା ସଦନରୁ ୪ ଜଣ ନାବାଳିକା ନିଖୋଜ। ଏଭଳି କିଛି ଚାଞ୍ଚଲ୍ୟକର ଅଭିଯୋଗ ଆସିଛି ବାଲେଶ୍ୱର ମାରିଲାକ ସେବା ସଦନରୁ। ବାଲେଶ୍ବର ରେମୁଣାରେ ଥିବା ଏହି ସେବାସଦନ ବାଳାଶ୍ରମରେ ଗତ କାଲିଠୁ ୪ ଜଣ ନାବାଳିକା ନିଖୋଜ ଅଛନ୍ତି। ଦୁଇ ଜଣ ବସ୍ତା ଅଞ୍ଚଳର , ଜଣେ…

ପାରାଦୀପର ବିଭିନ୍ନ ସ୍ଥାନରେ ରେଡ କରାଯାଇଛି। ୨୨ ମଦୁଆଙ୍କୁ ଉଠାଇନେଲା ପୋଲିସ।

ପାରାଦୀପ : ପାରାଦୀପ ପୋଲିସ ଏବଂ ଜଗତସିଂହପୁର ଜିଲ୍ଲା ପ୍ରଶାସନର ରାତି ଅଧିଆ ଚଢାଉ। ପାରାଦୀପ ବଡପଡିଆ, ଅଠରବାଙ୍କି, ଇଫକୋ ଛକ, ଓଏସଏଲ ଲେନରେ ରେଡ କରାଯାଇଛି। ୨୨ ମଦୁଆଙ୍କୁ ଉଠାଇନେଲା ପୋଲିସ। ଅଫ୍ ସପ୍ ପରିସରରେ କିମ୍ବା ଅନ୍ ସପ୍ ବାହାରେ ମଦ ପିଇଲେ ମଦ ଦୋକାନୀଙ୍କ ଉପରେ…

ସିବିଏସସିର ତୃତୀୟ ଭାଷା ଉଚ୍ଛେଦ ନିଷ୍ପତ୍ତିକୁ ତୀବ୍ର ବିରୋଧ: ମାତୃଭାଷା ପ୍ରତି ଚକ୍ରାନ୍ତ ବୋଲି କହିଲେ ଶିକ୍ଷାବିତ୍…

ବାଲେଶ୍ଵର, ୨୩/୫(କୃଷ୍ଣ କୁମାର ମହାନ୍ତି): ସେବାନିବୃତ୍ତ ଶିକ୍ଷାବିତ୍ ତଥା ବିଶିଷ୍ଟ ଲେଖକ ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି ଯେ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁ ଆଗାମୀ ୨୦୨୬-୨୭ ଶିକ୍ଷାବର୍ଷରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ…

ବାଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୁକ୍ତଦୁଇ ପରୀକ୍ଷାରେ ପାଇଲେ ଅଭୂତପୂର୍ବ ସଫଳତା

ବାଲେଶ୍ୱର, ୨୩/୫(କୃଷ୍ଣ କୁମାର ମହାନ୍ତି): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷାରେ ଶୋଭାରାମପୁରସ୍ଥିତ ବାଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। କଳା, ବିଜ୍ଞାନ ଓ ବାଣିଜ୍ୟ ତିନୋଟି ବିଭାଗରେ…

ପଞ୍ଜାବର ଚିତ୍କାରା ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହେବ ଜଉକଣ୍ଢେଇ ଓ ଜଉଚିତ୍ରର ୫ ଦିନିଆ ପ୍ରଶିକ୍ଷଣ ଶିବିର

ବାଲେଶ୍ୱର, ୨୩/୫(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରର ପାରମ୍ପରିକ ଲୋକକଳା ଜଉକଣ୍ଢେଇ ଓ ଜଉଚିତ୍ରର ଖ୍ୟାତି ଏବେ ରାଜ୍ୟ ଗଣ୍ଡି ଡେଇଁ ଦେଶର ଅନ୍ୟ ରାଜ୍ୟରେ ବଢ଼ିବାରେ ଲାଗିଛି। ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ଆଦୃତ ହେଉଥିବା ଏହି କଳା ଏବେ ପଞ୍ଜାବରେ…

ରାସ୍ତା କଡରୁ ନିଶା ପାନୀୟ ବନ୍ଦ କଲା ପୁଲିସ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳ ୨୨୦ ନଂ ଜାତୀୟ ରାଜପଥର ଧାନବେଣୀ ନିକଟରେ ରାସ୍ତା କଡରେ ଅବାଧରେ ନିଶା ପାନୀୟ ହାଣ୍ଡିଆ ଓ ରସି ବିକ୍ରୟ କରାଯାଉଥିବା ବେଳେ ଆଜି ପାଟଣା ପୁଲିସ ଏହାକୁ ବନ୍ଦ କରାଇଛି। ପାଟଣା ଥାନା ଅଞ୍ଚଳରେ କାଶିଆ, ମଙ୍ଗଳପୁର,ଧାନବେଣୀ ଓ ଅନ୍ୟାନ୍ୟ…

ପୁଣି ବଢିଲା ପେଟ୍ରୋଲ, ଡିଜେଲ, ସିଏନଜି ଦାମ୍

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣି ବୃଦ୍ଧି ପାଇଛି। ଶନିବାର ପେଟ୍ରୋଲ ଲିଟର ପିଛା ୮୭ ପଇସା ଏବଂ ଡିଜେଲ ୯୧ ପଇସା ମହଙ୍ଗା ହୋଇଛି। ଗତ ୧୦ ଦିନ ମଧ୍ୟରେ ଏହା ଇନ୍ଧନ ମୂଲ୍ୟରେ ତୃତୀୟ ବୃଦ୍ଧି। ଲଗାତାର ବୃଦ୍ଧି ପାଉଥିବା ମୂଲ୍ୟ ସାଧାରଣ ଲୋକଙ୍କ ଚିନ୍ତାକୁ ବଢ଼ାଇ ଦେଇଛି।…

ପଞ୍ଜାବରୁ ପାକ୍‌ ଗୁପ୍ତଚର ଗିରଫ

ଚଣ୍ଡିଗଡ଼ : ପଞ୍ଜାବ ପୁଲିସ ପଠାନକୋଟ ସହରରେ ଏକ ଗୁପ୍ତଚର ଗ୍ୟାଙ୍ଗକୁ ଠାବ କରିଥିବାବେଳେ ଏହି ଗ୍ୟାଙ୍ଗ୍‌ର ଜଣେ ସଦସ୍ୟଙ୍କୁ ଗିରଫ କରିଛି। ବଲଜିତ ସିଂହ ନାମକ ଏହି ବ୍ୟକ୍ତି ଚକ୍‌ ଧରିୱାଲ ଗ୍ରାମ ବାସିନ୍ଦା ହୋଇଥିବାବେଳେ ୪୪ ନମ୍ବର ଜାତୀୟ ରାଜପଥରେ ତାଙ୍କର ଏକ ଦୋକାନ ରହିଛି। ବଲଜିତ ଏହି…

ମାତୃଭାଷାରେ ଜ୍ଞାନ ଆହରଣ ସରଳ ଓ ପ୍ରଭାବଶାଳୀ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ : ‘ଜାତୀୟ ଶିକ୍ଷା ନୀତି – ୨୦୨୦’ ମାଧ୍ୟମରେ ଭାରତର ଶିକ୍ଷା ବ୍ୟବସ୍ଥାକୁ ଏକ ନୂତନ ଦିଗ ପ୍ରଦାନ କରାଯାଉଛି। ଏହି ନୂତନ ନୀତିରେ ପ୍ରାରମ୍ଭିକ ସ୍ତରରେ ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯିବା ସହ ଶିଶୁମାନଙ୍କ ମଧ୍ୟରେ ସମାଲୋଚନାତ୍ମକ ଚିନ୍ତାଧାରା ଏବଂ ଇନୋଭେସନକୁ…