ପୋଲିସ ପଞ୍ଝାରେ ନକଲି ଏନଆଇଏ ଅଫିସର
ଭୁବନେଶ୍ୱର : ନାଲି ବତି ଗାଡ଼ି ଚଢ଼ୁଥିଲା, ହତିଆର ଧରି ଲୋକଙ୍କୁ ଲୁଟୁଥିଲ ଏନଆଇଏ ଅଫିସର। ଅଭିଯୋଗ ପରେ ନକଲି ଏନଆଇଏ ଅଫିସରକୁ ଗିରଫ କରିଛି ଖାରବେଳ ନଗର ଥାନା ପୋଲିସ। ନିଜକୁ National investigation agency ଅଫିସର କହି ଲୋକଙ୍କୁ ଧମକଚମକ ଦେଉଥିବା ବେଳେ ମାଡିବସିଲା ପୋଲିସ ।…