ମହାବିଦ୍ୟା ବଗଳାମୁଖୀ
ମହାବିଦ୍ୟା ବଗଳାମୁଖୀ
==============
ଜୟ ଭୟଙ୍କରୀ ମାଆ ମାହେଶ୍ୱରୀ
ଜୟ ମା ବଗଳାମୁଖୀ l
ସୁଖ ପ୍ରଦାୟିନୀ ବିଶ୍ଵ ବିନୋଦିନୀ
ମୁହିଁ ମା ଜନମ ଦୁଃଖୀ ll
ସୁଧାମୟ ପୁର ଦ୍ୱିଧା ଥାଇ ଦୂର
ବାସ ତୋ ସୁଧା ସାଗର l
ମଣିମୟ ରତ୍ନ ପଲ୍ୟଙ୍କ ଉପରେ
ଘେନ ମାଆ ନମସ୍କାର ll
ଜୟ ମା ବଗଳା…