ଜନ୍ମଦିନ ଶୁଭେଚ୍ଛା ଲୋକପ୍ରିୟ ଜନନେତା ଶ୍ରୀ ନବୀନ ପଟ୍ଟନାୟକ
ଜନ୍ମଦିନ ଶୁଭେଚ୍ଛା
ଲୋକପ୍ରିୟ ଜନନେତା
ଶ୍ରୀ ନବୀନ ପଟ୍ଟନାୟକ
============
ବିଜୁ ଚାଚା ଆମ କଳିଙ୍ଗ ଶଣ୍ଢ l
ବଡ଼ ଦୁଃସାହସୀ ବଡ଼ ଦୁର୍ଦ୍ଧଣ୍ଡ ll
ସୁପୁତ୍ର ତାଙ୍କର ଭାଇ ନବୀନ l
ଓଡିଶାରେ ଥିଲେ ଗାଦିନସୀନ ll
ଧନ୍ୟ ଧନ୍ୟ ତାଙ୍କ ଶାସନ ନୀତି l
ଓଡ଼ିଶା କରିଲା କେତେ ପ୍ରଗତି ll…