୧୧୧ତମ ବାଘାଯତୀନ ଶହୀଦ ଦିବସ ପାଇଁ ପ୍ରସ୍ତୁତି ବୈଠକରେ ଦୁଇ ଦିନିଆ କାର୍ଯ୍ୟକ୍ରମକୁ ଗରିମାମୟ କରିବା ଉପରେ ହେଲା…
ବାଲେଶ୍ୱର, ଅଗଷ୍ଟ ୨୯ (କୃଷ୍ଣ କୁମାର ମହାନ୍ତି): ମହାନ ବିପ୍ଳବୀ ବାଘାଯତୀନଙ୍କ ୧୧୧ତମ ଶହୀଦ ଦିବସ ପାଳନ ପାଇଁ ପ୍ରସ୍ତୁତି ନେଇ ଶନିବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ,…