ସୁଭଦ୍ରା ଟଙ୍କା ନଦେବାରୁ ସ୍ତ୍ରୀକୁ ହତ୍ୟା ! ଅଭିଯୁକ୍ତ ସ୍ବାମୀ ଗିରଫ

ଢେଙ୍କାନାଳ : ସୁଭଦ୍ରା ଟଙ୍କା ନଦେବାରୁ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ମଦ୍ୟପ ସ୍ବାମୀ। ହତ୍ୟା କରିବା ପରେ ଘର ପଛ ପଟ ଲାଟ୍ରିନ ଟାଙ୍କିରେ ନେଇ ପୋତି ଦେଇଥିବା ଅଭିଯୋଗ ହୋଇଛି । ଢେଙ୍କାନାଳ ସଦର ଥାନା ଇନ୍ଦିପୁର ଜୁଆଙ୍ଗ ସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଅଭିଯୁକ୍ତ ସ୍ବାମୀ…

ବ୍ରହ୍ମପୁରରେ କାର୍‌ ସୋରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁର ହଳଦିଆପଦର ବସ୍‌ ଟର୍ମିନାଲ ନିକଟରେ ଥିବା ଏକ କାର୍‌ ସୋରୁମ୍‌ରେ ଶନିବାର ହଠାତ୍‌ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ନିଆଁର ପ୍ରକୋପ ବଢ଼ିଯିବା ସହ ସୋରୁମ୍‌ରୁ ପ୍ରବଳ କଳା ଧୂଆଁ ବାହାରିଥିଲା। ଫଳରେ ଘଟଣାସ୍ଥଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ୬ଟି ଏମଓୟୁ ସ୍ୱାକ୍ଷରିତ

ଭୁବନେଶ୍ଵର: ରାଜ୍ୟର ଚାଷୀମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ଆୟ ବୃଦ୍ଧି କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ୬ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଡିଜିଟାଲ୍ କୃଷି, ଉନ୍ନତ ବିହନ, ଜଳବାୟୁ ସହନଶୀଳତା ଏବଂ ପୋଷଣ କ୍ଷେତ୍ରରେ…

“ପ୍ରଥମେ ଜାତି ବ୍ୟବସ୍ଥା ସମାପ୍ତ କର, ତା’ପରେ ସଂରକ୍ଷଣ…”: ରାମଦାସ ଅଠାୱଲେଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ ସଂରକ୍ଷଣ ଉଚ୍ଛେଦ ଦାବି ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ସମାଜରୁ ଜାତିଭିତ୍ତିକ ଭେଦଭାବ ସମ୍ପୂର୍ଣ୍ଣ ଭାବରେ ଦୂର ହୋଇନାହିଁ, ସେପର୍ଯ୍ୟନ୍ତ ସଂରକ୍ଷଣର…

ମନେ ପଡ଼ନ୍ତି ହକି ଯାଦୁଗର ଧ୍ୟାନଚାନ୍ଦ

ମନେ ପଡ଼ନ୍ତି ହକି ଯାଦୁଗର ଧ୍ୟାନଚାନ୍ଦ ============== ଆଜି ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ l ତାଙ୍କୁ ସମ୍ମାନଜଣାଇ ଆମେ ଏ ଦିବସକୁ ରାଷ୍ଟ୍ରୀୟ କ୍ରୀଡ଼ାଦିବସ ଭାବେ ପାଳନ କରୁଛୁ l ତାଙ୍କ ବିଷୟରେ ଦୁଇ କଥା :- ଶ୍ରୀ ସୋମେଶ୍ୱରଦତ୍ତ ସିଂହ ଓ ଶ୍ରୀମତୀ ଶାରଦା ସିଂହଙ୍କ…

ସୁଭଦ୍ରା ହିତାଧିକାରୀଙ୍କୁ ୫ମ କିସ୍ତି ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ହିତାଧିକାରୀଙ୍କୁ ୫ମ କିସ୍ତି

କୋରାପୁଟ,୨୮/୮ (ଏ.ଭେଙ୍କଟ ରାଓ) : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ସୁଭଦ୍ରା ଯୋଜନାର ହିତାଧିକାରୀ ମହିଳାମାନଙ୍କୁ ୫ମ କିସ୍ତିର ଅର୍ଥରାଶି ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା ଲାଠୀପଡ଼ାଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

ବ୍ରାହ୍ମଣୀ ବନ୍ୟାରେ ଉବୁଟୁବୁ ହେଉଥିବା ବେଳେ: ମଦନପୁର କଟ୍ ପ୍ରସ୍ତାବ ଶୀତଳ ଭଣ୍ଡାରରେ-ଜନମଞ୍ଚ

ପଟ୍ଟାମୁଣ୍ଡାଇ ୨୯/୮:  ବ୍ରାହ୍ମଣୀ ନଦୀରେ ବନ୍ୟା ପରେ ବନ୍ୟା ଆସିବା ଫଳରେ କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ, ଆଳି ଏବଂ ରାଜନଗର ବ୍ଲକ ଉବୁଟୁବୁ ହେବା ସହିତ ଧୋୟାଞ୍ଚଳର ନାହିଁ ନଥିବା କ୍ଷୟକ୍ଷତି ଘଟିଛି I ଦୀର୍ଘ ୧ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଜଳବନ୍ଦୀ ହେବା ଫଳରେ ଜନଜୀବନ ସଂପୂର୍ଣ୍ଣ…

ପୌର ପରିଷଦ ଵନ୍ୟାପିଡିତାଙ୍କ ସ୍ଥିତି ପରଖିଲେ ଓ ରିଲିଫ ବାଣ୍ଟିଲେ ବିଧାୟକ

ପଟ୍ଟାମୁଣ୍ଡାଇ୨୯/୮:  ଚଳିତ ବ୍ରାହ୍ମଣୀ ନଦୀର ତୃତୀୟ ବନ୍ୟାରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି I ଏହି ପୌରାଞ୍ଚଳର ବିଭିନ୍ନ ୱାର୍ଡ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଦୀର୍ଘ ୧ମାସ ହେବ ଜଳବନ୍ଦୀ ହୋଇରହିଛି I ବାରମ୍ବାର ବନ୍ୟା ଯୋଗୁଁ ବ୍ୟାପକ ଫସଲହାନି ଘଟିଛି I…