IIRF ରାଙ୍କିଂରେ ଚମକିଲା ଓଡ଼ିଶା। ଏମ୍ସକୁ ପଛରେ ପକାଇ ଆଗରେ SCB।

ଭୁବନେଶ୍ଵର : IIRF ରାଙ୍କିଂରେ ଚମକିଲା ଓଡ଼ିଶା। ଏମ୍ସକୁ ପଛରେ ପକାଇଲା SCB। ଜାତୀୟ ସ୍ତରରେ ୩ ପ୍ରମୁଖ ମେଡିକାଲ କଲେଜର ଉଲ୍ଲେଖନୀୟ ସଫଳତା। ସବୁଠାରୁ ବଡ଼ କଥା ହେଉଛି, କଟକର SCB ମେଡିକାଲ କଲେଜ ଓ ହସ୍ପିଟାଲ ୧୫ତମ ସ୍ଥାନରେ ରହି ଏମ୍ସ ଭୁବନେଶ୍ୱରକୁ ପଛରେ ପକାଇଛି। ଏମ୍ସ ଭୁବନେଶ୍ୱର…

ଅନୁଗୁଳ ଟିପିରିସିଂହା ନିକଟ ଲିଙ୍ଗରା ନାଳରେ ଭାସିଗଲେ ୨ କାଉଡ଼ିଆ।

 ଅନୁଗୁଳ :ନାଳରେ ଭାସିଗଲେ ୨ କାଉଡ଼ିଆ। ଅନୁଗୁଳ ଟିପିରିସିଂହା ନିକଟ ଲିଙ୍ଗରା ନାଳରେ ଭାସିଗଲେ ୨ କାଉଡ଼ିଆ। ଜଳାଭିଷେକ ପାଇଁ ପାଣି ଆଣିବାକୁ ଯାଇଥିବା ବେଳେ ଭାସିଗଲେ। ଜଣେ କାଉଡ଼ିଆଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଉ ଜଣେ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଶରଦ ପାୱାରଙ୍କ ସାଂସଦ: ସୁପ୍ରିୟା ସୁଲେ ମଧ୍ୟ ସାମିଲ

ନୂଆଦିଲ୍ଲୀ: ଆଜି ଶରଦ ପାୱାରଙ୍କ ଦଳ ଏନସିପି (ଏସପି) ର ସାଂସଦମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛନ୍ତି। ସୁପ୍ରିୟା ସୁଲେ ସମେତ ସମସ୍ତ ଏନସିପି (ଏସପି) ସାଂସଦ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏହି ସାକ୍ଷାତ ଏପରି ସମୟରେ ହୋଇଛି, ଯେତେବେଳେ ସଂସଦ ବର୍ତ୍ତମାନ ମୁଲତବୀ…

ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ଵୁଲେଟ ! ଜଣେ ମୃତ ଜଣେ ଗୁରୁତର

ପଟ୍ଟାମୁଣ୍ଡାଇ୧୦/୮: ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ତନୁପୁର ଗ୍ରାମର ମାନସ ମଲିକ (୨୮)ଜିତୁଆ ମଲିକ (୨୬)ବାଇକ ଯୋଗେ ପଟ୍ଟାମୁଣ୍ଡାଇରୁ ବୁଲେଟ ମୋଟର ସାଇକେଲ ଯୋଗେ ଗାଁକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟ ବାଡେଇ ହୋଇ ବନ୍ୟା ପାଣିରେ ପଡିଥିଲେ I ଉଭୟଙ୍କ ଉପରେ ବୁଲେଟ…

ବ୍ରାହ୍ମଣୀ ଓ କାଣି ନଦୀରେ ୨ୟ ବନ୍ୟା ପ୍ରବେଶ : ବ୍ୟାପକ ଅଂଚଳ ଜଳମଗ୍ନ !

ପଟ୍ଟାମୁଣ୍ଡାଇ ୮/୮ : ସମ୍ପ୍ରତି ବାରମ୍ବାର ଲଘୁ ଚାପଜନିତ ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଯୋଗୁଁ ବ୍ରାହ୍ମଣୀ,ଓ କାଣୀ ନଦୀରେ ୨ୟ ବନ୍ୟା ଆସିଛି Iପଟ୍ଟାମୁଣ୍ଡାଇ ବ୍ଲକର ସବୁଠାରୁ ଦୁର୍ଗମ ଅଂଚଳ ଭାବେ ପରିଚିତ ସିଂହଗାଁ ପଂଚାୟତ ପୁଣି ବାହ୍ୟଜଗତରୁ ବିଛିନ୍ନ ହୋଇପଡିଛି Iପଟ୍ଟାମୁଣ୍ଡାଇ…

ବିଶ୍ୱ ଆଦିବାସୀ ଦିବସରେ ଅଖିଳ ଭାରତ ଆଦିବାସୀ ମଞ୍ଚର ଶୋଭା ଓ ଶୋଭାଯାତ୍ରା ।

ଗଜପତି 9/8(ମନୋଜ ପାଢ଼ୀ):ବିଶ୍ୱ ଆଦିବାସୀ ଦିବସ ଅବସରରେ ଆଜି ଅଖିଳ ଭାରତ ଆଦିବାସୀ ମଂଚ (AITF) ପକ୍ଷରୁ ଗଜପତି ଜିଲ୍ଲା କାଶୀନଗର ବ୍ଲକ ପାର୍ତ୍ତଡା ପଞ୍ଚାୟତ ଅନ୍ତର୍ଗତ ଏସ୍. ବୁରଡ଼ା ଗ୍ରାମ ଠାରେ ଏକ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବକ୍ତାମାନେ ଯୋଗଦେଇ…

ଯୁବ କମଳକାନ୍ତକୁ କଳା ଓ ସଂସ୍କୃତି ସଂଘର ଉପସଭାପତି ଦାୟିତ୍ବ ମିଳିଲା ।

ଆର,ଉଦୟଗିରି(ମନୋଜ ପାଢ଼ୀ): ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର କଳା ଓ ସଂସ୍କୃତି ସଂଘର ଉପସଭାପତି ଭାବେ ଯୁବ କମଳାକାନ୍ତ ମାଳବିଷୋୟୀ ସର୍ବସମ୍ମତି କ୍ରମେ ଚୟନ କରାଗଲା । ସ୍ଥାନୀୟ ବ୍ଲକର ୧୭ଟି ପଞ୍ଚାୟତର ଲୋକକଳା ସଂଘର ନେଇ ଗଠିତ । ଏହି ବ୍ଳକସ୍ତରୀୟ ସଂଘରେ ବିଡିଓ ସଭାପତି ରହିଥିବା ବେଳେ…

ତୈଲିକ କେନ୍ଦ୍ରିୟ ପରିଷଦରେ ଶ୍ରୀ ଦଣ୍ଡାସି ସାହୁଙ୍କୁ ଦ୍ବିତୀୟ ଥର ପାଇଁ ସଭାପତି ଦାୟିତ୍ବ ପ୍ରଦାନ ।

ମୋହନା,୯.୮(ମନୋଜ ପାଢ଼ୀ):ଆଜି ଦୌଲିଆପଡା ସ୍ଥିତ ସମାଜ କୋଠ ଘର ଠାରେ ଚିକିଟି -ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ର ସମସ୍ତ ଗ୍ରାମ୍ୟ ଓ ଆଞ୍ଚଳିକ ପରିଷଦ ର ସଭାପତି,ସମ୍ପାଦକ ଓ କୋଷାଧକ୍ଷ ଙ୍କ ସହଯୋଗ ରେ କେନ୍ଦ୍ରୀୟ ପରିଷଦ ର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମା ସାହୁ ଙ୍କ ଅଧକ୍ଷତା…

‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ କାର୍ଯ୍ୟକ୍ରମକୁ ସଫଳ ରୂପ ଦେବାକୁ ଜିଲ୍ଲା ପ୍ରଶାସନର ସାମ୍ବାଦିକ ସମ୍ମିଳନୀ

ନବରଙ୍ଗପୁର, ତା. ୧୦.୦୮.୨୦୨୬:(ଶେଖର ଖୁରା )ଆସନ୍ତା ସ୍ୱାଧୀନତା ଦିବସ–୨୦୨୬କୁ ଉତ୍ସାହ, ଦେଶପ୍ରେମ ଓ ଜାତୀୟ ଏକତାର ଭାବନା ସହ ପାଳନ କରିବା ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ‘ହର ଘର ତ୍ରିରଙ୍ଗା’ ଏବଂ ‘ବନ୍ଦେ ମାତରମ୍’ କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ…