ପୂଜା ପାଇଁ ଟ୍ରାଫିକ କଟକଣା: ଦିନ ୨ରୁ ରାତି ୨ ପର୍ଯ୍ୟନ୍ତ ଭୁବନେଶ୍ୱର ସହରରେ ଗଡ଼ିବନି ଭାରୀ ଯାନ
ଭୁବନେଶ୍ୱର : ଆସନ୍ତା ଦୁର୍ଗାପୂଜା ପାଇଁ ଭୁବନେଶ୍ୱର-କଟକ କମିଶନରେଟ୍ ପୁଲିସ, ଭୁବନେଶ୍ୱର ସହର ପାଇଁ ଟ୍ରାଫିକ କଟକଣା ଜାରି କରିଛି । ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଦିନ ୨ରୁ ରାତି ୨ଟା ମଧ୍ୟରେ ସହରର ବିଭିନ୍ନ ରୁଟ୍ରେ ଭାରୀଯାନ ଚଳାଚଳ ଉପରେ ପ୍ରତିବନ୍ଧକ ଜାରି କରାଯାଇଛି । ଆସନ୍ତା…