ଧର୍ମପ୍ରାଣଆଃ ଜୁତି ଦେବୀଙ୍କ ଶ୍ରଦ୍ଧାଞ୍ଜଳି ସଭା

0

ପଟ୍ଟାମୁଣ୍ଡାଇ ୫/୧୧: ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଦାଣ୍ଡିସାହୀ ଗ୍ରାମର ଅଲ୍ ଇଣ୍ଡିଆ ମେଡିକାଲର ଶିଶୁରୋଗ ବିଶେଷଜ୍ଞ ସ୍ଵର୍ଣ୍ଣପ୍ରଭା ସୁତାରଙ୍କ ମା’ଧର୍ମପ୍ରାଣା ଜୁତି ଦେଵୀଙ୍କ ଏକାଦଶହ ତିଥିରେ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ବିଜୁଜନତା ଦଳର ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟକାରୀ ସଭାପତି ଜ୍ୟୋତିରଞ୍ଜନ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ଵର ବେହେରା, ଜିଲ୍ଲାପରିଷଦ ସଭ୍ୟା ପ୍ରିୟଦର୍ଶିନୀ ତରାଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାନସ ସାମଲ, ପେଣ୍ଠପାଳ ସମବାୟ ସମିତି ସଭାପତି ଧନେଶ୍ଵର ପ୍ରଧାନ, ନିରଞ୍ଜନ ମଲ୍ଲିକ, ଗଣେଶ ଚନ୍ଦ୍ର ରାଉତ, ଦେବରାଜ ପାଢ଼ୀ, ଶ୍ରୀକାନ୍ତ ସାମଲ, ସନ୍ତୋଷ ମଲ୍ଲିକ, ରଜନୀ ମହାନ୍ତି, ରଞ୍ଜିତ ରାଉତ, ପ୍ରଭାତ ପ୍ରଧାନ, ପୂର୍ବତନ ସରପଂଚ ସଞ୍ଜୀବ ମଲ୍ଲିକ, ବିକ୍ରମ ପରିଡା,ଵିନୋଦ ପାଢ଼ୀ, ବଳରାମ ପାଢ଼ୀ, କମଳାକାନ୍ତ ରାଉତ, ସୌଭାଗ୍ୟ ରାଉତ, ରମାକାନ୍ତ ପରିଡା, ବିଶାଲ ମହାନ୍ତି,                 ହୀର୍ତ୍ତିକ ପ୍ରଧାନ,ଅରୁଣ ପାଢ଼ୀ,ରାଜେଶ ପାଢ଼ୀ, ପାର୍ଥସାରଥୀ ପାଢ଼ୀ ପ୍ରମୁଖ ଯୋଗଦେଇ ସ୍ଵର୍ଗତା ଜୁତି ଦେବୀଙ୍କ ସ୍ମୃତି ଚାରଣ କରିବା ସହିତ ଗଭିର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Leave A Reply

Your email address will not be published.