ଉତ୍କଳ ବିଶ୍ୱବିଦ୍ୟାଳୟ ଲେଡିଜ୍ ହଷ୍ଟେଲରେ ଆୟୋଜିତ ହେଲା ସ୍ୱାସ୍ଥ୍ୟ ସଚେତନତା ଶିବିର
ଭୁବନେଶ୍ୱର, ୪/୧୧:(କୃଷ୍ଣ କୁମାର ମହାନ୍ତି) ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଓ କଲ୍ୟାଣକୁ ଗୁରୁତ୍ୱ ଦେଇ ଉତ୍କଳ ବିଶ୍ୱବିଦ୍ୟାଳୟ ଏନ୍ଏସ୍ଏସ୍ ବ୍ୟୁରୋ ଏବଂ ଆପୋଲୋ ହସ୍ପିଟାଲର ମିଳିତ ସହଯୋଗରେ ଲେଡିଜ୍ ହଷ୍ଟେଲ ନମ୍ବର ୬ ଓ ୭ରେ ଦୁଇଦିନିଆ ସ୍ୱାସ୍ଥ୍ୟ ସଚେତନତା ଓ ମାଗଣା ସ୍ୱାସ୍ଥ୍ୟ…