କିଭ୍ ଉପରେ ରୁଷ୍ର ଆକ୍ରମଣ, ୩୭ ମୃତ
କିଭ୍: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ପୁଣି ଭୀଷଣ ରୂପ ନେଇଛି। ରୁଷ୍ ଶୁକ୍ରବାର ରାତିରେ ୟୁକ୍ରେନ୍ ଉପରେ ଭୟଙ୍କର ଆକ୍ରମଣ କରିଛି। ଏହି ଆକ୍ରମଣ ଜାରି ରହିଥିବାବେଳେ କିଭ୍ ନିକଟସ୍ଥ ବୁଚା ଜିଲାରେ ୩୭ ଜଣଙ୍କର ମୃତ୍ୟୁ ହୋଇଛି। ୫୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ୟୁକ୍ରେନୀୟ…