ଏମ୍ସ ଭୁବନେଶ୍ୱରରେ ଦେଶର ପ୍ରଥମ ‘ସ୍ତନ ସ୍ୱୟଂ-ପରୀକ୍ଷଣ’ ବୁଥ୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ସ୍ତନ କର୍କଟ ସମ୍ବନ୍ଧୀୟ ସଚେତନତା ବୃଦ୍ଧି କରିବା, ରୋଗକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରିବାକୁ ଉତ୍ସାହିତ କରିବା ଏବଂ ମହିଳାମାନଙ୍କୁ ନିଜ ସ୍ତନ ସ୍ୱାସ୍ଥ୍ୟ ପ୍ରତି ସଚେତନ ଓ ସକ୍ଷମ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ଏମ୍ସ ଭୁବନେଶ୍ବର। ଏହି…

ସରପଞ୍ଚ ଓ ନାଏବ ସରପଞ୍ଚଙ୍କୁ ମିଳିବ ସମ୍ମାନ ରାଶି: ମୁଖ୍ୟମନ୍ତ୍ରୀଙ୍କ ୫୬ କୋଟି ମଞ୍ଜୁର

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଗ୍ରାମ ପଞ୍ଚାୟତ ସ୍ତରରେ ନିର୍ବାଚିତ ଜନପ୍ରତିନିଧି ରୂପେ କାର୍ଯ୍ୟରତ ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ଛଅ ମାସର ସମ୍ମାନ ରାଶି (Honorarium) ମଂଜୁର କରିଛନ୍ତି। ଏଥିପାଇଁ ସମୁଦାୟ ୫୬ କୋଟି ୫୫ ଲକ୍ଷ ୭୨ ହଜାର ଟଙ୍କା ପ୍ରଦାନ…

ଘରୋଇ କମ୍ପାନୀର ୯ କୋଟି ବକେୟା: ସରକାରୀ ସମ୍ପତ୍ତି ଆଟାଚ୍ ନିର୍ଦ୍ଦେଶ

ଭୁବନେଶ୍ବର: ଘରୋଇ କମ୍ପାନୀର ବକେୟା ଟଙ୍କା ମାମଲାରେ ସରକାରୀ ସମ୍ପତ୍ତି ଆଟାଚ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କଟକ କମର୍ସିଆଲ୍ କୋର୍ଟ। ବନ୍ଦୋବସ୍ତ ଓ ଭୂମାପ ନକ୍ସା ପ୍ରକାଶନ କାର୍ଯ୍ୟାଳୟ ସମ୍ପର୍କିତ ଏହି ମାମଲାରେ ପ୍ରାୟ ୯ କୋଟି ୧୯ ଲକ୍ଷ ଟଙ୍କା ବକେୟା ରହିଥିବା ଜଣାପଡ଼ିଛି। ସୂଚନା…

ପିଏମ୍-ସେତୁ: ଓଡ଼ିଶାର ୫ ଆଇଟିଆଇ ପାଇଁ ୨୪୦ କୋଟି ମଞ୍ଜୁର

ଭୁବନେଶ୍ଵର: ପିଏମ୍-ସେତୁ ଅଧୀନରେ ଓଡ଼ିଶାର ୫ ଆଇଟିଆଇ ବିକାଶ ପାଇଁ କେନ୍ଦ୍ର ସରକାର ୨୪୦ କୋଟି ୫୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। କଟକ ସରକାରୀ ଆଇଟିଆଇ ହେବ କ୍ଲଷ୍ଟରର ମୁଖ୍ୟକେନ୍ଦ୍ର। ପିଏମ୍-ସେତୁ କାର୍ଯ୍ୟକ୍ରମର ୬ଷ୍ଠ ଜାତୀୟ ଷ୍ଟିଅରିଂ କମିଟି ବୈଠକରେ ଏହି ନିଷ୍ପତ୍ତି…

ଏସ୍‌ଆଇଆର୍ ନେଇ ଆମେରିକା ସାଂସଦ ପ୍ରମିଳା ଜୟପାଳଙ୍କ ବୟାନକୁ ଭାରତର କଡା ନିନ୍ଦା

ନୂଆଦିଲ୍ଲୀ: ଏସ୍‌ଆଇଆର୍ ନେଇ ଆମେରିକା ସାଂସଦ ପ୍ରମିଳା ଜୟପାଳଙ୍କ ମନ୍ତବ୍ୟକୁ ଭାରତ କଡା ନିନ୍ଦା କରିଛି। ଏହାକୁ ଭାରତର ଆଭ୍ୟନ୍ତରୀଣ ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ ବୋଲି କହିଛି ବୈଦେଶିକ ମନ୍ତ୍ରଣାଳୟ। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ, ପ୍ରମିଳା…

ପାରଳାଖେମୁଣ୍ଡି ଠାରୁ ଗାରାବନ୍ଧ ରାସ୍ତାରେ ଖାଲଖମା ସୃଷ୍ଟି ହୋଇ ଘଟୁଛି ଦୁର୍ଘଟଣା।

ଗଜପତି, ୧୬.୧୦( ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରୁ ଗାରାବନ୍ଧ ରାସ୍ତାର ବିଦ୍ୟୁତ୍ ସବ୍‌ଷ୍ଟେସନ୍ ନିକଟରେ ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଉକ୍ତ ସ୍ଥାନରେ ପାଣି ଜମି ରାସ୍ତାରେ ଖାଲଖମା ସୃଷ୍ଟି…

ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସଙ୍କଟ ଜାରି, ୧୯ ବଦଳରେ ନିଯୁକ୍ତି ପାଇଲେ ୧୬ ଡାକ୍ତର ।

ଗଜପତି,୧୬.୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଉନ୍ନତି ଓ ଡାକ୍ତର ଅଭାବ ଦୂର କରିବା ପାଇଁ ୧୯ ଜଣ ଡାକ୍ତରଙ୍କ ନିଯୁକ୍ତି ନେଇ ଆଶା ସଞ୍ଚାର ହୋଇଥିବା ବେଳେ ଏହି ସଂଖ୍ୟା ହ୍ରାସ ପାଇ ୧୬ରେ ପହଞ୍ଚିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପାଥୋଲୋଜି,…

ଏସ୍‌କେସିଜି କଲେଜ ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି ସମର୍ଥିତ ପ୍ରାର୍ଥୀଙ୍କର ବିଜୟ, କୃଷ୍ଣଚନ୍ଦ୍ର ସଭାପତି ଓ ନବୀନ…

ଗଜପତି,୧୬.୧୦ (ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀ (ବିସିଜେଡି) ବିଜୟ ହାସଲ କରିଛନ୍ତି। ଏହି ବିଜୟକୁ ନେଇ ଦଳୀୟ ଛାତ୍ରନେତା…

ବାଲେଶ୍ୱରରେ ସଦର ବିଜେଡି ପକ୍ଷରୁ ପାଳିତ ହେଲା ନବୀନଙ୍କ ୮୦ତମ ଜନ୍ମଦିନ

ବାଲେଶ୍ୱର, ୧୬/୧୦(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସଦର ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୮୦ତମ ଜନ୍ମଦିନ ଶୁକ୍ରବାର ରାଣୀପାଟଣାସ୍ଥିତ ଦୃଷ୍ଟିବାଧିତ ଶିଶୁଙ୍କ ବିଦ୍ୟାଳୟରେ ପାଳିତ ହୋଇଯାଇଛି। ଏହି ଅବସରରେ କେକ୍‌…

ସପ୍ତାହବ୍ୟାପୀ ଶ୍ରୀମଦ୍‌ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦଯାପିତ।

ଗଜପତି,୧୬.୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବଡ଼ବ୍ରାହ୍ମଣସ୍ଥିତ ରାମସ୍ୱାମୀ ମଠ (ପାତ୍ରମଠ) ପରିସରରେ ଶ୍ରୀମଦ୍‌ ଭାଗବତ ସପ୍ତାହବ୍ୟାପୀ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମତା-୦୯.୧୦.୨୦୨୬ ରିଖ ଠାରୁ…