୭. ୭ କୋଟି ଟଙ୍କା ବ୍ୟୟରେ ଅଣ୍ଢରା ଗ୍ରାମ୍ୟ ରାସ୍ତା ନିର୍ମାଣ ଶିଳାନ୍ୟାସ !
ପଟ୍ଟାମୁଣ୍ଡାଇ ୧୧/୧୧ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ଗ୍ରାମର ୫କିମି ସଂଯୋଗୀକରଣ ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୭.୭କୋଟି ଟଙ୍କା ମଂଜୁର କରାଯାଇଛି। ଏହି ବହୁପ୍ରତୀକ୍ଷିତ ରାସ୍ତାର ଶିଳାନ୍ୟାସ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ବିଧାୟକ…