ବିଶ୍ୱ ମିତବ୍ୟୟିତା ଦିବସ ପାଳନ ଅବସରରେ ତର୍କବିତର୍କ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ।

ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ପକ୍ଷରୁ ବିଶ୍ୱ ମିତବ୍ୟୟିତା ଦିବସ ପାଳନ ଅବସରରେ ଆଜି ସ୍ଥାନୀୟ ଡଃ ସତ୍ୟନାରାୟଣ ରାଜଗୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ତର୍କବିତର୍କ…

ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ପାଇଁ ଗଜପତି ଜିଲ୍ଲାରେ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ ।

ଗଜପତି:୧୨.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଡେଙ୍ଗୁ ଓ ମ୍ୟାଲେରିଆ ରୋଗର ନିରାକରଣ ଏବଂ ପ୍ରତିରୋଧ ପାଇଁ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ ଚାଲୁ ରହିଛି। ପାରଳାଖେମୁଣ୍ଡି ପୌର ପରିଷଦର ସମସ୍ତ ୱାର୍ଡର ପ୍ରତ୍ୟେକ ସାହି ଓ…

ସ୍ୱଚ୍ଛତା ପୁରସ୍କାର: ଓଡ଼ିଶାର ପୁରୀ, ଭୁବନେଶ୍ୱର ଓ ଆସିକା ପୁରସ୍କୃତ

ଭୁବନେଶ୍ୱର: ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୫-୨୬ରେ ଓଡ଼ିଶାର ୩ ସହରକୁ ପୁରସ୍କୃତ କରାଯାଇଛି। ସହରାଞ୍ଚଳର ପରିମଳ ବ୍ୟବସ୍ଥା, ସ୍ୱଚ୍ଛତା ଓ ସୁସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ନିରନ୍ତର ପ୍ରୟାସକୁ ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି। ସ୍ୱଚ୍ଛ ଉପକୂଳ ସହର ବର୍ଗରେ ପୁରୀ…

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତଙ୍କୁ ବଡ଼ ଆଶ୍ୱସ୍ତି; ୫୦ କେଜି ଚାଉଳ ସହ ମିଳିବ ୨୫୦୦ ଟଙ୍କା

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଦ୍ୱାରା ପ୍ରଭାବିତ ପରିବାରଗୁଡ଼ିକୁ ଆଶ୍ୱସ୍ତ କରିବା ପାଇଁ ରାଜ୍ୟ ସରକାର ରିଲିଫ୍ ପ୍ୟାକେଜ୍‌କୁ ଆହୁରି ବ୍ୟାପକ କରିଛନ୍ତି। ଏଣିକି ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକ୍‌ର ଯୋଗ୍ୟ ପରିବାରଗୁଡ଼ିକୁ ରିଲିଫ୍ ସହାୟତା ପ୍ରଦାନ କରାଯିବ। ଏହି…

ଶିଳ୍ପ ନଗରୀରୁ ଇକୋ-ଟୁରିଜିମ୍ ହବ୍‌ ଅଭିମୁଖେ ଅନୁଗୋଳ

ସମ୍ବଲପୁର: ଅନୁଗୋଳ ମାଟି କେବଳ ଶିଳ୍ପ, କୋଇଲା କିମ୍ବା ଖଣିଜ ପଦାର୍ଥର ଜିଲ୍ଲା ନୁହେଁ, ବରଂ ଏହା ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ, ସଂସ୍କୃତି ଏବଂ ସ୍ୱାଭିମାନର ଭୂମି । ଏହି ମାଟିରେ ପର୍ଯ୍ୟଟନର ବିକାଶ ଦିଗରେ ଏକ ନୂତନ ଅଧ୍ୟାୟ ଯୋଡ଼ିହେବା ଅତ୍ୟନ୍ତ ଗର୍ବ ଓ ଆନନ୍ଦର ବିଷୟ ବୋଲି ବୁଧବାର…

ବାଲିଯାତ୍ରା ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ:ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରାର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବେ ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ୨୪ ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି କଟକରେ ପହଞ୍ଚି  ବାଲିଯାତ୍ରା ମହୋତ୍ସବର ଆନୁଷ୍ଠାନିକ ଉଦ୍‌ଘାଟନ କରିବେ। ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମ୍ପର୍କରେ କଟକ…

ରାମ୍ପ୍‌ ଦର୍ଶନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ;ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ:ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ଅଧିକ ସୁଗମ ଓ ସୁବ୍ୟବସ୍ଥିତ କରିବା ନେଇ ରାମ୍ପ୍‌ରେ ଦର୍ଶନ ବ୍ୟବସ୍ଥାର ରୂପରେଖ ପ୍ରସ୍ତୁତ ହୋଇଛି। ଏହାକୁ ନେଇ ସେବାୟତ ଓ ଟେକ୍ନିକାଲ କମିଟି ସହ ଆଲୋଚନା ମଧ୍ୟ ହୋଇଛି। ତେବେ ଶ୍ରୀମନ୍ଦିରର ପ୍ରାଚୀନ ପରମ୍ପରା ଓ ଧାର୍ମିକ…

୧୮ ବର୍ଷ ବିତିଲା, ତଥାପି ଅଧାପନ୍ତରିଆ ଡମ୍ବାପୁର ଜଳସେଚନ ପ୍ରକଳ୍ପ ।

ଗଜପତି,୧୧.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଆନ୍ଧ୍ରପ୍ରଦେଶ ସରକାର ମହେନ୍ଦ୍ରତନୟା ନଦୀର ଜଳକୁ ଆନିକଟ ମାଧ୍ୟମରେ ନିଜ ରାଜ୍ୟର କୃଷକଙ୍କ ଜମିକୁ ଯୋଗାଇ କୃଷି ଓ ଅର୍ଥନୈତିକ କ୍ଷେତ୍ରରେ ସମୃଦ୍ଧି ଆଣିବାକୁ ଉଦ୍ୟମ କରୁଥିବା ବେଳେ ଗଜପତି ଜିଲ୍ଲାର ଡମ୍ବାପୁର ଜଳସେଚନ ପ୍ରକଳ୍ପ କିନ୍ତୁ…

ମହେନ୍ଦ୍ର ତନୟା ଘାଟକୁ ଆଲୋକିତ କରି ପାରଳାବାସୀଙ୍କ ହୃଦୟ ଜିତିଲେ ରଞ୍ଜିତ୍ ମହାପାତ୍ର ।

ଗଜପତି,୧୧.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ପୂର୍ବରୁ ମହେନ୍ଦ୍ର ତନୟା ନଦୀ ତଟ ସଫେଇ କରି ଚର୍ଚ୍ଚାରେ ଥିବା ଫଳରସ ବିକ୍ରେତା ରଞ୍ଜିତ ମହାପାତ୍ର ପୁଣିଥରେ ମହେନ୍ଦ୍ର ତନୟା ନଦୀ କୂଳରେ ଆଲୋକ ବ୍ୟବସ୍ଥା କରି ସମାଜ ପ୍ରତି ତାଙ୍କର ଉତ୍ସର୍ଗୀକୃତ ସମାଜସେବାର ଉଦାହରଣ ସୃଷ୍ଟି…