ଦକ୍ଷିଣାଞ୍ଚଳ ଆଇଜି ଭାବେ ଦାୟିତ୍ୱ ନେଲେ ଜେ.ଏନ୍. ପଙ୍କଜ
ବ୍ରହ୍ମପୁର: ଦକ୍ଷିଣାଞ୍ଚଳ ଆଇଜି ଭାବେ ଆଜି, ସେପ୍ଟେମ୍ବର ୧, ୨୦୨୬ ସକାଳେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍ ଅଧିକାରୀ ଶ୍ରୀ ଜେ.ଏନ୍. ପଙ୍କଜ। ସେ ପୂର୍ବତନ ଦକ୍ଷିଣାଞ୍ଚଳ ଆଇଜି ଶ୍ରୀ ନୀତି ଶେଖର, ଆଇପିଏସ୍ଙ୍କଠାରୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।ନୂତନ ଆଇଜିଙ୍କ ଦାୟିତ୍ୱ…