ଜିଲ୍ଲା ପ୍ରଶାସନ ଦ୍ବାରା “ଶିଶୁ ପାଇଁ ଦିନଟିଏ” ପାଳିତ ।

ଗଜପତି,୧।୯(ମନୋଜ ପାଢ଼ୀ) :-ଗଜପତିଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୁଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ “ଶିଶୁ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବରା ତିରୁପତି ରାଓ ସଭାପତିତ୍ବ କରିଥିବା…

ସ୍ୱାୟତ୍ତ ଶାସନ ଦିବସରେ ଭେଟେରାନ ଆଥଲେଟ କିଶୋର ଚନ୍ଦ୍ର ରଥ ସମ୍ବର୍ଦ୍ଧିତ ।

ଗଜପତି,1.9(ମନୋଜ ପାଢ଼ୀ) :-ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ଜିଲ୍ଲାର ଗର୍ବ ତଥା ଭେଟେରାନ ଆଥଲେଟ ଶ୍ରୀ କିଶୋର ଚନ୍ଦ୍ର ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଦୀର୍ଘଦିନର ସାଧନା, ଉଲ୍ଲେଖନୀୟ ଆନ୍ତର୍ଜାତିକ ସଫଳତା ଏବଂ…

ତାମିଲନାଡୁକୁ ଗଞ୍ଜେଇ ଚୋରାଚାଲାଣ ବେଳେ ଜବତ, ଜଣେ ଗିରଫ ।

ଆର, ଉଦୟଗିରି 1/9(ମନୋଜ କୁମାର ପାଢ଼ୀ):ଗଜପତି ଜିଲ୍ଲା ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି । ଏହି ଜିଲ୍ଲାର ରାଇସିଂ ଛକ ନିକଟରେ ପେଟ୍ରୋଲିଂ ସମୟରେ ଜଣେ ଯୁବକଙ୍କ ନିକଟରୁ ୫ କିଲୋ ଗଞ୍ଜେଇ ଜବତ କରାଯାଇଛି. ଜିଲ୍ଲା ଅଧିକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁଙ୍କ ନିର୍ଦେଶକ୍ରମେ ଏହି…

ମୋ ୧୦ ବର୍ଷ କାର୍ଯ୍ୟକାଳରେ ପଟ୍ଟାମୁଣ୍ଡାଇ ପୈାରଞ୍ଚଳ ବିକାଶର ଶୀର୍ଷକରେ -ଅଧ୍ୟକ୍ଷ

ପଟ୍ଟାମୁଣ୍ଡାଇ ୧/୮: ଆଜି ପଟ୍ଟାମୁଣ୍ଡାଇ ପୈାରପରିଷଦ ତାହାର ୩୮ତମ ସ୍ୱାୟତ୍ତ ଶାସନ ପାଳନ କରିଛି । ଏହି ଉପଲକ୍ଷେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ପରେ ଅଡିଟୋରିୟମ ହଲ୍ ଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା । ଅଧ୍ୟକ୍ଷ ହେମନ୍ତ କୁମାର…

ବୈକୁଣ୍ଠ ବାବୁଙ୍କ ଦ୍ଵାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା

ପଟ୍ଟାମୁଣ୍ଡାଇ ୧/ ୮:ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଡି଼ହାପଡା ପଞ୍ଚାୟତ ଅଧିନସ୍ଥ କୁପୁଣି ଗ୍ରାମର ବିଶିଷ୍ଟ ସମାଜସେବୀ, ରାଜନେତା, ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ବୈକୁଣ୍ଠ ସେନାପତିଙ୍କ ଆଜି ଦ୍ଵାଦଶାହରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ଅବସରପ୍ରାପ୍ତ…

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ ତମ ଜୟନ୍ତୀ ଅବସରରେ ଡାକ୍ତର କୃଷ୍ଣ କେଶବ ଷଡଙ୍ଗୀଙ୍କୁ ‘ଗଙ୍ଗାଧର ମେହେର ସମ୍ମାନ’

ବାଲେଶ୍ଵର, ୧/୯(କୃଷ୍ଣ କୁମାର ମହାନ୍ତି):ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ତେତାବନା ସାହିତ୍ୟ ସଂସଦ, କେସିଙ୍ଗା ପକ୍ଷରୁ  ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ତଥା ବିଶିଷ୍ଟ ଲେଖିକା ଯାଜ୍ଞସେନୀ ସାହାଙ୍କ ସଭାପତିତ୍ୱରେ  ସ୍ଥାନୀୟ…

ବାଲେଶ୍ୱର ପୌରପାଳିକା ପକ୍ଷରୁ ପାଳିତ ହେଲା ୧୫୦ତମ ସ୍ୱାୟତ୍ତ ଶାସନ ଦିବସ

ବାଲେଶ୍ୱର, ୩୧/୦୮(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ପୌରପାଳିକାର ୧୫୦ତମ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଏକ ଭବ୍ୟ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଐତିହାସିକ ଏହି ଅବସରରେ ପୌରପାଳିକାର ୧୫୦ ବର୍ଷର ଗୌରବମୟ ଯାତ୍ରା,…

ବିଦେଶୀ ପୁଞ୍ଜିନିବେଶ ଆକୃଷ୍ଟ କରିବାକୁ ସେପ୍ଟେମ୍ବର ୮ରୁ ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ

ଭୁବନେଶ୍ୱର: ଓଡ଼ିଶାକୁ ଅଧିକରୁ ଅଧିକ ବିଦେଶୀ ପୁଞ୍ଜିନିବେଶ ଆଣିବା ଏବଂ ରାଜ୍ୟର ଶିଳ୍ପାୟନକୁ ନୂତନ ଗତି ଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଆସନ୍ତା ସେପ୍ଟେମ୍ବର ୮ ତାରିଖରୁ ସଂଯୁକ୍ତ ଅରବ ଏମିରେଟ୍ସ (ୟୁଏଇ) ଗସ୍ତ କରିବେ।…

ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବିଲ୍ଡିଂ ମାନ୍ୟତା: ଦେଶର ପ୍ରଥମ ଲୋକଭବନ ହେବାର ଗୌରବ

ଭୁବନେଶ୍ୱର: ଓଡ଼ିଶା ଶାସନ ପ୍ରଶାସନର ମୁଖ୍ୟ କେନ୍ଦ୍ର ତଥା ରାଜ୍ୟପାଳଙ୍କ କାର୍ଯ୍ୟାଳୟ ‘ଲୋକଭବନ’ ପରିସର ଏକ ବିରଳ ସଫଳତା ହାସଲ କରିଛି। ଭାରତୀୟ ଗ୍ରୀନ୍ ବିଲ୍ଡିଂ କାଉନସିଲ ପକ୍ଷରୁ ଓଡ଼ିଶା ଲୋକଭବନକୁ ଅତ୍ୟନ୍ତ ସମ୍ମାନଜନକ ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ୍ ପ୍ରଦାନ…