ଶିଶୁ ଦିବସରେ ‘ସଞ୍ଜୀବନୀ’ର ଅନନ୍ୟ ପ୍ରୟାସ: ଶିଶୁଙ୍କ ମୁହଁରେ ଫୁଟିଲା ହସ, ମଲ୍ ଭ୍ରମଣ ସାଙ୍ଗକୁ ହେଲା…
ନବରଙ୍ଗପୁର (ଶେଖର ଖୁରା )ଶିଶୁ ଦିବସର ସ୍ମରଣୀୟ ଅବସରରେ ନବରଙ୍ଗପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ସଞ୍ଜୀବନୀ' ପକ୍ଷରୁ ଜାନକୀନଗର ଅଞ୍ଚଳର ଶିଶୁମାନଙ୍କ ପାଇଁ ଏକ ଅଭିନବ ତଥା ହୃଦୟସ୍ପର୍ଶୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅନୁଷ୍ଠାନର ଉପଦେଷ୍ଟା…