ବାଲେଶ୍ୱରରେ ରେଳ ଟ୍ରାକ୍ ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ସୁମନ ଘୋଷଙ୍କ ସତର୍କ ତତ୍ପରତା ଯୋଗୁଁ ଟଳିଲା ସମ୍ଭାବ୍ୟ ରେଳ…
ବାଲେଶ୍ୱର, (କୃଷ୍ଣ କୁମାର ମହାନ୍ତି): ଜନୈକ ରେଳ ଟ୍ରାକ୍ ମେଣ୍ଟେନର ସୁମନ ଘୋଷଙ୍କ ସତର୍କତା ଓ ତତ୍ପରତା ଯୋଗୁଁ ବାଲେଶ୍ୱରର ନୀଳଗିରି ରୋଡ୍–ବାଲେଶ୍ୱର ରେଳପଥରେ ଏକ ସମ୍ଭାବ୍ୟ ଦୁର୍ଘଟଣା ଟଳିଯାଇଛି। ଡ୍ୟୁଟି ସମୟରେ ସେ ସ୍ୱିଚ୍ ଏକ୍ସପାନ୍ସନ୍ ଜଏଣ୍ଟ୍ (SEJ)ର ଟଙ୍ଗ୍ ରେଲ୍ରେ ଫାଟ ଚିହ୍ନଟ…