Browsing Category

ଜିଲ୍ଲା

ଉଚ୍ଚଶିକ୍ଷାମନ୍ତ୍ରୀଙ୍କୁ ପଟ୍ଟାମୁଣ୍ଡାଇ କଲେଜ ପକ୍ଷରୁ ସମ୍ବର୍ଦ୍ଧନା ଓ ଦାବିପତ୍ର

ପଟ୍ଟାମୁଣ୍ଡାଇ: ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ ଇଂ ରୋହିତ ପୂଜାରୀ ଆଜି ରାଜନଗର ଅଂଚଳ ଗସ୍ତରେ ଯାଉଥିବାବେଳେ ପଟ୍ଟାମୁଣ୍ଡାଇ କଲେଜ ମୁଖ୍ୟ ଫାଟକ ନିକଟରେ କଲେଜ ପକ୍ଷରୁ ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କଲେଜ ଅଧକ୍ଷ ପ୍ରଫେସର ପ୍ରଭାକର ରାଉତଙ୍କ ନେତୃତ୍ୱରେ…

କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହେବା ଆଶଙ୍କା

ମହାନଦୀ ଆସିଥିବା ପ୍ରବଳ ବନ୍ୟା ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବାହିତ ପାଇକା, ଚିତ୍ରୋପିଳା, କରାଣ୍ଡିଆ, ଲୁଣା ଓ ବିରୁପା ନଦୀ ବିପଦ ସଙ୍କେତ ଊଦ୍ଧ୍ୱର୍ରେ ପ୍ରବାହିତ ହେଉଛି । ନଦୀ ଘେର ଭିତରେ ଥିବା ଗାଁଗୁଡ଼ିକରେ ବନ୍ୟା ଜଳ ପ୍ଳାବିତ ହେବା ସହ ଲୋକଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଛି…

କେନ୍ଦ୍ରାପଡା ଟାଉନରେ କଂଗ୍ରେସ ତରଫରୁ ମହଙ୍ଗାଇପେ ଚର୍ଚ୍ଚା

କେନ୍ଦ୍ରାପଡ଼ା : ଅଖିଳ ଭାରତୀୟ କଂଗ୍ରେସ କମିଟିର ନିର୍ଦେଶ ତଥା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସମଗ୍ର ରାଜ୍ୟରେ ଅଗଷ୍ଟ ୧୭ ରୁ ୨୩ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ମହଙ୍ଗାଇପେ ଚର୍ଚ୍ଚା କାର୍ଯ୍ୟକ୍ରମର କେନ୍ଦ୍ରାପଡା ନଗର କଂଗ୍ରେସ ଆଜି ସାମିଲ ହୋଇଛି । ନଗର…

ବିଜେପିର ରାଜ୍ୟସ୍ତରୀୟ ପ୍ରତିନିଧି ମଣ୍ଡଳୀଙ୍କ ବନ୍ୟା ଅଞ୍ଚଳ ପରିଦର୍ଶନ

କେନ୍ଦ୍ରପଡ଼ା(୧୮/୮): କେନ୍ଦ୍ରପଡ଼ା ବିଜେପିର ରାଜ୍ୟସ୍ତରୀୟ ପ୍ରତିନିଧି ମଣ୍ଡଳୀ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ କେନ୍ଦ୍ରପଡ଼ାରେ ପହଞ୍ଚି ପାଟକୁରା ଓ ମହାକାଳପଡ଼ାର ବିଭିନ୍ନ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପିଡ଼ିତଙ୍କୁ ଭେଟିବା ସହ ସମସ୍ୟା ବିଷୟରେ ଆଲୋଚନା…

ବହୁ ଚର୍ଚ୍ଚିତ ସିଙ୍ଗିରି ସରପଞ୍ଚ ଚିତ୍ରସେନ ଦାସ ହତ୍ୟା ମାମଲା, ୮ ଜଣଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦ୍ରାପଡା: ଆଳି ବ୍ଲକ ଅନ୍ତର୍ଗତ ସିଙ୍ଗିରି ପଞ୍ଚାୟତର ପୂର୍ବତନ ସରପଞ୍ଚ ଚିତ୍ରସେନ ଦାସ ହତ୍ୟାକାଣ୍ଡ ମାମଲାର ବିଚାର କରି କେନ୍ଦ୍ରାପଡା ଜିଲ୍ଲା ଗୋପାଳ ବେହେରା ୮ ଜଣ ଆସାମୀଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଲେଖାଁଏ ଆର୍ଥିକ ରେ ଦଣ୍ଡିତ କରିଛନ୍ତି , ଜୋରିମାନା ଅନାଦେୟ ଅଧିକ ୧ ବର୍ଷ…

+୨ କଟ୍‍ ଅଫ୍‍ ତାଲିକା ପ୍ରକାଶ

କଟକ: ଯୁକ୍ତ ୨ ନାମଲେଖା ପାଇଁ ଆଜି କଟ୍‍ଅଫ୍‍ ମାର୍କ ତାଲିକା ପ୍ରକାଶ ପାଇଛି। ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଜୁନିୟର କଲେଜ ଆଗରେ ରହିଥିବା ବେଳେ କଳାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ କଣ୍ଡାଖାଇ ହାୟର ସେକେଣ୍ଡାରୀ ସ୍କୁଲ ଶୀର୍ଷରେ ରହିଛି। ଚଳିତ ମାସ ୧୯ ତାରିଖରୁ ଯୁକ୍ତ ୨ ପ୍ରଥମ…

ରାଜନଗରରେ ମାନ୍ୟବର ମନ୍ତ୍ରୀ ରୋହିତ ପୁଜାରି

ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ରାଜନଗର ରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅନୁଦାନରୁ ଅଧ୍ୟାପକ ବିଶ୍ରାମ ଗୃହର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ମାନ୍ୟବର ମନ୍ତ୍ରୀ ଇଂ ରୋହିତ ପୂଜାରୀ ଙ୍କ କରକମଳରେ ସମ୍ପାଦିତ, ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ କନିକା ରାଜା ଶିବେନ୍ଦ୍ର…

ମୁଖ୍ୟ ଶାସନ ସଚିବଙ୍କ କେନ୍ଦୁଝରକୁ ୨ଦିନିଆ ଗସ୍ତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାକୁ ୨ ଦିନିଆ ଗସ୍ତର ୨ୟ ଦିନରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କାନପୁର ଜଳସେଚନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଥିଲେ । ଜିଲ୍ଲାପାଳ ଆଶିଷ ଠାକ୍‌ରେ, ଜଳସେଚନ ବିଭାଗ ବରିଷ୍ଠ ଯନ୍ତ୍ରୀ ଏବଂ କ୍ଷେତ୍ରସ୍ତରୀୟ କାର୍ଯ୍ୟରତ…

କଟକ ମୁଣ୍ଡଳୀରେ କମୁଛି ମହାନଦୀର ବନ୍ୟା ଜଳ

କଟକ: କଟକ ମୁଣ୍ଡଳୀରେ କମୁଛି ମହାନଦୀର ବନ୍ୟାଜଳ। ତଥାପି ବିପଦ ସଂକେତ ଉପରେ ରହିଛି ମହାନଦୀର ଜଳସ୍ତର। ମୁଣ୍ଡଳୀରେ ବହୁଛି ୧୧.୭୭ ଲକ୍ଷ୍ କ୍ୟୁସେକ ପାଣି। ଯୋବ୍ରାରେ ୫.୮୧ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ କରାଯାଇଛି। ମୁଣ୍ଡଳୀରେ ବିପଦ ସଂକେତ ୯୭.୨୫ ଫୁଟ ଥିବା ବେଳେ ଜଳସ୍ତର ରହିଛି ୯୭.୩୦…

ବନ୍ୟାଜଳରେ ଗ୍ରାମବାସୀ

ସାଲେପୁର : ମହାନଦୀ ରେ ବନ୍ୟାଜଳ ବୃଦ୍ଧି ଯୋଗୁଁ ସାଲେପୁର ବ୍ଲକ ସୁଧଖଣ୍ଡ ପଞ୍ଚାୟତ ନଦୀକୁଳିଆ ଗାଁ କୂଳସମିତଙ୍ଗା ଓ ପଟଣୀ ଙ୍ଗା ର ୧୫୦ ରୁ ଉର୍ଦ୍ଧ୍ବ ପରିବାର ସଂପୂର୍ଣ୍ଣ ଜଳବନ୍ଦୀ ଅବସ୍ଥାରେ ରହିଛି । ଗତକାଲି ରାତିରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ଏବେ ସମ୍ପୂର୍ଣ୍ଣ ଗାଁ ପାଣି ଘେରରେ…