କଟକ ମୁଣ୍ଡଳୀରେ କମୁଛି ମହାନଦୀର ବନ୍ୟା ଜଳ

କଟକ: କଟକ ମୁଣ୍ଡଳୀରେ କମୁଛି ମହାନଦୀର ବନ୍ୟାଜଳ। ତଥାପି ବିପଦ ସଂକେତ ଉପରେ ରହିଛି ମହାନଦୀର ଜଳସ୍ତର। ମୁଣ୍ଡଳୀରେ ବହୁଛି ୧୧.୭୭ ଲକ୍ଷ୍ କ୍ୟୁସେକ ପାଣି। ଯୋବ୍ରାରେ ୫.୮୧ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ କରାଯାଇଛି। ମୁଣ୍ଡଳୀରେ ବିପଦ ସଂକେତ ୯୭.୨୫ ଫୁଟ ଥିବା ବେଳେ ଜଳସ୍ତର ରହିଛି ୯୭.୩୦ ଫୁଟ। ସେହିପରି ଯୋବ୍ରାରେ ବିପଦ ସଂକେତ ୨୧.୯୪ ମି ଥିବାବେଳେ ଜଳସ୍ତର ରହିଛି ୨୨.୧୫ ମି।

Comments are closed.