ସାଲେପୁର : ମହାନଦୀ ରେ ବନ୍ୟାଜଳ ବୃଦ୍ଧି ଯୋଗୁଁ ସାଲେପୁର ବ୍ଲକ ସୁଧଖଣ୍ଡ ପଞ୍ଚାୟତ ନଦୀକୁଳିଆ ଗାଁ କୂଳସମିତଙ୍ଗା ଓ ପଟଣୀ ଙ୍ଗା ର ୧୫୦ ରୁ ଉର୍ଦ୍ଧ୍ବ ପରିବାର ସଂପୂର୍ଣ୍ଣ ଜଳବନ୍ଦୀ ଅବସ୍ଥାରେ ରହିଛି । ଗତକାଲି ରାତିରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ଏବେ ସମ୍ପୂର୍ଣ୍ଣ ଗାଁ ପାଣି ଘେରରେ ରହିଛି । ଜନ ଜୀବନ ଅସୁବିଧା ହେବା ସହିତ ଗୃହ ପାଳିତ ପଶୁ ମାନଙ୍କ ପାଇଁ ନାନା ଆସୁବିଧାରେ ସମ୍ମୁଖିନ ହେଉଛନ୍ତି ଗ୍ରାମବାସୀ ।
Sign in
Sign in
Recover your password.
A password will be e-mailed to you.
Comments are closed.