Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ମୋ ଲେଖା ମୋ ଦୁନିଆ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବରେ ଅନଲାଇନ୍ କବିତା ପାଠୋତ୍ସବ
କଳାହାଣ୍ଡି : ସ୍ୱାଧୀନତାର ଅମୃତ ମହୋତ୍ସବରେ ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ,କଳାହାଣ୍ଡି ତରଫରୁ ଯୁବକବି ଖୁସିରାମ ସାହୁଙ୍କ ଅଧ୍ୟକ୍ଷତାରେ ଅନଲାଇନ୍ ମାଧ୍ୟମରେ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ଦେଶାତ୍ମବୋଧକ କବିତା ପାଠୋତ୍ସବ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…
ଦେଶାତ୍ମବୋଧକ କବିତା ଆସର ଓ ଇ-ପତ୍ରିକା ଉନ୍ମୋଚନ
ଭଦ୍ରକ ତା15/5: ରବିବାର ସନ୍ଧ୍ୟା ଘ ୦୬ : ୦୦ ଟିକା ସମୟରେ ଜାତୀୟ କବି ଲେଖକ ସଂଗଠନ, ଭଦ୍ରକ ଓ ଲକ୍ଷ୍ମଣ ନାୟକ ସାହିତ୍ୟ ସଂସଦ ମାଲକାନଗିରିର ମିଳିତ ଆନୁକୂଲ୍ୟରେ ଆଜାଦିକି ଅମୃତ ମହୋତ୍ସବ ଉପଲକ୍ଷେ ଏକ ଦେଶତ୍ମବୋଧକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ସଂଗଠନର ମୁଖପତ୍ର ତ୍ରୟୋମାସିକ…
ବନ୍ୟା ପରିସ୍ଥିତି ମୁକାବିଲା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଛତ୍ରପୁର ଅଷ୍ଟମ ବାଟାଲିୟନ ଓଡ୍ରାଫ ଟିମ
ଗଞ୍ଜାମ: କିଛିଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ନଈକୂଳିଆ ଲୋକଙ୍କୁ ସ୍ଥାନାନ୍ତର କରିଥିବା ବେଳେ ବନ୍ୟା ସ୍ଥିତି ଅଞ୍ଚଳ ଗୁଡିକ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଅବଲମ୍ବନ…
ଡିପ୍ଲୋମା ପାଠ୍ୟକ୍ରମରେ ନାମ ଲେଖା ପାଇଁ ସଚେତନତା କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଡିପ୍ଲୋମା ଶିକ୍ଷା କ୍ଷେତ୍ରରେ ଦଶମ ପାସ ଛାତ୍ର ଛାତ୍ରୀଙ୍କ ନାମ ଲେଖା ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଦକ୍ଷତା ବିକାଶ ଓ…
ଘୁଙ୍ଗି ନାଳ ବ୍ରିଜ ଉପରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ
ସୁବର୍ଣ୍ଣପୁର: ଲଗାଣ ବର୍ଷା ଯୋଗୁଁ ଘୁଙ୍ଗିନାଳ ପୋଲ ଉପରେ ୪ଫୁଟ ପାଣି ପ୍ରବାହିତ। ବିରମହାରାଜପୁର-ଚାରମାଳ ଯୋଗାଯୋଗ ବିଛିନ୍ନ । ସୁବର୍ଣ୍ଣପୁର(ଗଣପତିବାଘ)ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଭୁତିଆପାଲି ନିକଟରେ ଥିବା ଘୁଙ୍ଗି ନାଳ ବ୍ରିଜ ଉପରେ ୪ ଫୁଟରେ ବନ୍ୟା ଜଳ ପ୍ରବାହିତ…
ବ୍ଲକସ୍ତରୀୟ ଯାଦବ ଜନଗଣନା କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାଜିଲ୍ଲା ଯାଦବ ମହାସଭାର ନିଷ୍ପତ୍ତି କ୍ରମେ ଆଜି ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମପଞ୍ଚାୟତର ମଙ୍ଗରାଜପୁର ଠାରେ ବ୍ଲକସ୍ତରୀୟ ଯାଦବ ଜନଗଣନା କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା l ଏଥିରେ ବ୍ଲକ ସଭାପତି ଅଧ୍ୟାପକ ଗୋଲକ ଚନ୍ଦ୍ର ମହାଭୋଇ ଆୟୋଜିତ ସଭାରେ…
ସାଲେପୁର ଅଞ୍ଚଳରେ ୭୬ତମ ସ୍ବାଧୀନତା ଦିବସ ପାଳିତ
ଆଜି ସାଲେପୁର ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ,କଲେଜ ମାନଙ୍କରେ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇ ଯାଇଛି।ସାଲେପୁର ସଦରମହକୁମାରେ ବିଧାୟକ ପ୍ରଶାନ୍ତ ବେହେରା ଜାତୀୟ ପତାକା ଉତ୍ତୋଳନ କରିଥିଲେ।ସେହିପରି ସାଲେପୁର କଲେଜରେ ଅଧ୍ୟକ୍ଷା ଡାକ୍ତର ସଙ୍ଗୀତା ମିଶ୍ର, ସାଲେପୁର କୋର୍ଟ…
ସାଲେପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ସାଲେପୁର: ସାଲେପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ସ୍ଵାଧୀନତା ର 75 ବର୍ଷ ଅମୃତ ମହୋସ୍ଟବ ଅବସରରେ ବ୍ୟାଙ୍କ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ମୁଖ୍ୟ ସୁବାଷ ଚନ୍ଦ୍ର ବେହେରା ଯୋଗ ଦେଇ ଗ୍ରାହକ ମାନେ କିଭଳି ସହଜରେ ଓ…
ସୋନପୁରର ବ୍ଲକ ଛକ ଠାରେ ଟ୍ରାଫିକ ସିଗ୍ନାଲ ଲାଇଟର ଶୁଭ ଉଦଘାଟନ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତଥା ସହରରେ ଦିନକୁ ଦିନ ଜନ ବସତି ବଢିବା ସାଙ୍ଗକୁ ମୋଟର ଯାନ ଚଳାଚଳରେ ମଧ୍ୟ ବୃଦ୍ଧି ଘଟୁଛି l ଜନ ସାଧାରଣଙ୍କ ବେପରୁଆ ଓ ଅବ୍ୟବସ୍ଥିତ ଗାଡିଚାଳନା ହେତୁ ଛୋଟ ବଡ ଦୁର୍ଘଟଣା ଘଟି ଅନେକ ଧନ ଜୀବନ କ୍ଷୟ କ୍ଷତି ହେଉଛି l ସାମ୍ପ୍ରତିକ ସ୍ଥିତିରେ ସେ ସବୁକୁ…