ସାଲେପୁର ଅଞ୍ଚଳରେ ୭୬ତମ ସ୍ବାଧୀନତା ଦିବସ ପାଳିତ

ଆଜି ସାଲେପୁର ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ,କଲେଜ ମାନଙ୍କରେ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇ ଯାଇଛି।ସାଲେପୁର ସଦରମହକୁମାରେ ବିଧାୟକ ପ୍ରଶାନ୍ତ ବେହେରା ଜାତୀୟ ପତାକା ଉତ୍ତୋଳନ କରିଥିଲେ।ସେହିପରି ସାଲେପୁର କଲେଜରେ ଅଧ୍ୟକ୍ଷା ଡାକ୍ତର ସଙ୍ଗୀତା ମିଶ୍ର, ସାଲେପୁର କୋର୍ଟ ପରିସରରେ ଅତିରିକ୍ତ ଜିଲ୍ଲା ଦୈରାଜଜ ଧନୁରଧର ସେନାପତି, ବ୍ଲକ କାର୍ଯ୍ୟଳୟରେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସୂର୍ଯ୍ୟକାନ୍ତ ରାଉତ ସାଲେପୁର ଆଞ୍ଚଳିକ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ରେ ସଭାପତି ସାମ୍ବାଦିକ ଅକ୍ଷୟ କୁମାର ଦାଶ ସଂପାଦକ ହୃଷିକେଶ ମଲ୍ଲିକ, ଉପସଭାପତି ଦୀପକ ଦାସ, ସାମ୍ବାଦିକ ଅରବିନ୍ଦ ଭୂୟାଁ, ଚିତ୍ତରଞ୍ଜନ ମୁଦୁଲି, ହେମନ୍ତ କୁମାର ଭୂୟାଁ, ପ୍ରତୁଷ ମହାନ୍ତି, ଶିଶିର ଦାଶ,ତାରାକାନ୍ତ ନାୟକ, ଅଜୟ ସାହୁ ,ବିରଞ୍ଚି ନାରାୟଣ କର ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Comments are closed.