ସାଲେପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ସାଲେପୁର: ସାଲେପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ସ୍ଵାଧୀନତା ର 75 ବର୍ଷ ଅମୃତ ମହୋସ୍ଟବ ଅବସରରେ ବ୍ୟାଙ୍କ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ମୁଖ୍ୟ ସୁବାଷ ଚନ୍ଦ୍ର ବେହେରା ଯୋଗ ଦେଇ ଗ୍ରାହକ ମାନେ କିଭଳି ସହଜରେ ଓ ସୁବିଧାରେ କିଭଳି ବ୍ୟାଙ୍କର ନିକଟତର ହୋଇ ପାରିବେ ବୋଲି ସୁଚନା ଦେଇଥିଲେ । ଏହି ଅବସରରେ ସାଲେପୁର ମୁଖ୍ୟ ବଜାର ମଧ୍ୟରେ ବ୍ୟାଙ୍କ ପକ୍ଷରୁ ଏକ ସଚେତନତା ରାଲି କରାଯାଇ ଥିଲା । ସୁବାଷ ଚନ୍ଦ୍ର ବେହେରା ( ଆଞ୍ଚଳିକ ମୁଖ୍ୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ), ଶୋମ୍ୟ ରଞ୍ଜନ ସାହୁ( ମୁଖ୍ୟ ପରିଚାଳକ ସାଲେପୁର ଶାଖା) ପ୍ରମୁଖ ଉପସ୍ଥିତ ରହିଥିଲେ ।

Comments are closed.