ରାଜନଗରରେ ମାନ୍ୟବର ମନ୍ତ୍ରୀ ରୋହିତ ପୁଜାରି

ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ରାଜନଗର ରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅନୁଦାନରୁ ଅଧ୍ୟାପକ ବିଶ୍ରାମ ଗୃହର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ମାନ୍ୟବର ମନ୍ତ୍ରୀ ଇଂ ରୋହିତ ପୂଜାରୀ ଙ୍କ କରକମଳରେ ସମ୍ପାଦିତ, ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେବ ଯୋଗ ଦେଇଥିଲେ

Comments are closed.