Browsing Category

ଜିଲ୍ଲା

ସମ୍ବଲପୁର ଠାରେ ରେଳ ମଣ୍ଡଳ ସ୍ତରୀୟ ସମ୍ମାନୀୟ ସାଂସଦମାନଙ୍କ ବୈଠକ

● Covid19 ମହାମାରୀ ସମୟରେ ରେଳବାଇର ମହତ୍ଵପୂର୍ଣ୍ଣ ଭୂମିକା ପାଇଁ ମାନ୍ୟବର ସାଂସଦମାନେ ପ୍ରଶଂସା କରିଥିଲେ | ● ସମ୍ବଲପୁର ଷ୍ଟେସନର ବିକାଶକୁ ମଧ୍ୟ ପ୍ରଶଂସା କରାଯାଇଥିଲା | ● ମାନ୍ୟବର ସାଂସଦଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ରେଳ ବିକାଶ ପ୍ରସଙ୍ଗରେ ଅନେକ ଗଠନମୂଳକ…

କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ମେଲଣ: ପ୍ରବଳ ଜନସମାଗମ

ଆଜି କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ମେଲଣ ଅନୁଷ୍ଠିତ ହେଉଛି । ପୂର୍ବାହ୍ନ ପ୍ରାୟ ୧୨ଟାରେ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ମେଲଣ ପଡିଆକୁ ଯିବା ଉଦେଶ୍ୟରେ ସହରର ବିଭିନ୍ନ ପୂଜା ମଣ୍ଡପରୁ ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ ମେଢ ବାହାରିବା ଆରମ୍ଭ ହୋଇଯାଇଛି । ବିଗତ ଦୁଇବର୍ଷ ଧରି କୋନା କଟକଣା ଯୋଗୁଁ…

ରୋଚକ ହେଉଛି ଧାମନଗର ରାଜନୀତି । ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଉପରେ ସମସ୍ତଙ୍କ ନଜର ।

ବିଜେଡିର ବିଦ୍ରୋହୀ ନେତା ରାଜୁ ଦାସ ସ୍ୱାଧୀନ ପ୍ରାର୍ଥୀ ହେବା ପରେ ରୋଚକ ହେଉଛି ଧାମନଗର ରାଜନୀତି । ଏବେ ବିରୋଧୀ ଦଳ ପ୍ରାର୍ଥୀ ବିଜେପି ଓ କଂଗ୍ରେସକୁ ନେଇ ଯେତିକି ଚର୍ଚ୍ଚା ହେଉନି ବିଦ୍ରୋହୀ ପ୍ରାର୍ଥୀ ରାଜୁ ଦାସ ଓ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ନେଇ ସେତିକି ଚର୍ଚ୍ଚା ହେଉଛି ।…

ଉପଭୋକ୍ତା ଓ ଗଣମାଧ୍ୟମକୁ ଭକୁଆ କଲା ଟାଟା ପାୱାର

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ବିଜୁଳି ବିତରଣ କରୁଥିବା ଟାଟା ପାୱାରର ମନମୁଖୀ କାର୍ଯ୍ୟ ସୀମା ପାର କରି ସାରିଛି। ବର୍ଷ ତମାମ ବିଭିନ୍ନ ଆଳରେ ମନଇଚ୍ଛା ଅଘୋଷିତ ବିଦ୍ୟୁତ କାଟ କରି ଚାଲିଥିବା ବେଳେ ବିଜୁଳି ଗ୍ରିଡ ଓ ସବ ଷ୍ଟେସନ ଆଦିର ମାସିକ ଓ ବାର୍ଷିକ ରକ୍ଷଣାବେକ୍ଷଣ ନାମରେ ବିଜୁଳି କାଟ…

ଶତାଧିକ କଇଁଛ ଉଦ୍ଧାର : ଜଣେ ଗିରଫ

ଭୋଗରାଇ: ୧୬/୧୦, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଜଳସୋହରିଆ ଗ୍ରାମର ଜଣେ କଇଁଛ ବେପାରୀଙ୍କ ଘରେ ବନବିଭାଗ ଚଢ଼ାଉ କରି ଶହେରୁ ଉର୍ଦ୍ଧ୍ବ କଇଁଛ ଉଦ୍ଧାର  କରିଛି। ଏଥିସ ସହିତ  ଜଣକୁ ଗିରଫ କରିଛି ବନବିଭାଗ । ଗିରଫ ବ୍ୟକ୍ତି ଜଣକ ହେଲେ ସେହି ଗ୍ରାମର ଗୌରାଙ୍ଗ ମଣ୍ଡଳ। ଜଳେଶ୍ୱର…

ବଲାଙ୍ଗୀରରେ ସେକ୍ସ ରାକେଟ ଠାବ , ତିନି ଗ୍ରାହକ ସହ ମହିଳା ଦଲାଲ ଗିରଫ ।

ବଲାଙ୍ଗିର: ଜେଲ୍‌ ଗଲା ସେକ୍ସ ରାକେଟ୍‌ ଚଳାଉଥିବା ରାଣୀ ମହୁମାଛି। ତା’ ସହ ୩ ଗ୍ରାହକ ମଧ୍ୟ ଆଜି ଜେଲ୍‌ ଯାଇଛନ୍ତି। ଗୁରୁବାର ସନ୍ଧ୍ୟା ବେଳେ ବଲାଙ୍ଗିର ଟାଉନ୍‌ ଥାନା ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଥିବା ବେଳେ ୧୦ ରୁପଜୀବୀଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳରେ ଥଇଥାନ୍‌ କରିଛି। ସେକ୍ସ ରାକେଟ…

ଧାମନଗର ଉପନିର୍ବାଚନ , ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରାର୍ଥୀପତ୍ର ଦାଖଲ କଲେ ରାଜେନ୍ଦ୍ର ଦାସ ,

ଧାମନଗର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ରାଜେନ୍ଦ୍ର ନିଜ ସ୍ୱଳ୍ପ ସଂଖ୍ୟକ ସମର୍ଥକ ଓ ପରିବାର ଲୋକଙ୍କ ସହ ବାଇପାସ ସ୍ଥିତ ବସଭାବନରୁ ପଦଯାତ୍ରାରେ ଆସି ରିଟର୍ନିଂ ଅଧିକାରୀଙ୍କ ନିକଟରେ ଦୁଇ ସେଟ୍ ପ୍ରାର୍ଥୀପତ୍ର ଦାଖଲ…

ଟ୍ରକ ମାଲିକ ସଂଘ ବିବାଦ: ସୀମାରେ ରାସ୍ତାରୋକ

ସୁନ୍ଦରଗଡ଼: କୋଇଲା ପରିବହନ ଭଡ଼ା ଓ ଲୋଡିଂରେ ଛତିଶଗଡ଼ ରାଏଗଡ଼ ଅଞ୍ଚଳର ଟ୍ରକଗୁଡିକୁ ପାତରଅନ୍ତର କରାଯାଉଥିବା ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ପ୍ରତିବାଦରେ ରାଏଗଡ଼ ଜିଲ୍ଲା ଟ୍ରେଲର ମାଲିକ କଲ୍ଯାଣ ସଂଘ ଓଡ଼ିଶା ସୀମା ଟପରିଆ-ତମନାର ଓ ରେଙ୍ଗାଲପାଲି ଠାରେ ଆନ୍ଦୋଳନ ଆରମ୍ଭ…

ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ଗୋଟିଏ ସିଲିଣ୍ଡରରୁ ତିନି ଶିଶୁଙ୍କୁ ଅକ୍ସିଜେନ୍ ।

ଏମକେସିଜିରୁ ଆସିଲା ସ୍ୱାସ୍ଥ୍ୟସେବାର ବିଚିତ୍ର ଦୃଶ୍ୟ । ହୃଦ୍ରୋଗ ଚିକିତ୍ସା ପାଇଁ ତିନିଟି ଶିଶୁଙ୍କୁ ଗୋଟିଏ ସିଲିଣ୍ଡରରୁ ଦିଆଯାଉଛି ଅକ୍ସିଜେନ୍ । ଶିଶୁଙ୍କ ଚିକିତ୍ସା ପାଇଁ ଗୋଟିଏ ବିଭାଗରୁ ଅନ୍ୟ ବିଭାଗକୁ ନେବା ସମୟରେ ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି । ତେବେ ତିନି ଶିଶୁଙ୍କୁ…

୨୨ ବର୍ଷ ପରେ ବାପାଙ୍କୁ ଧରି ଗାଁରେ ପହଞ୍ଚିଲା ଝିଅ! ଜିପିଏସ୍‌ ଦେଖାଇଲା ରାସ୍ତା

ମାଲକାନଗିରି : ୧୭ ବର୍ଷରେ ଘର ଛାଡ଼ି ଥିଲେ। କାମ କରିବା ପାଇଁ ଆନ୍ଧ୍ରପ୍ରଦେଶ ଚାଲି ଯାଇଥିଲେ। ହେଲେ ଫେରିବା ବେଳେ ବାଟ ଭୁଲି ଗଲେ। ୨୨ ବର୍ଷ ପରେ ଘରକୁ ଫେରିବା ପାଇଁ ରାସ୍ତା ଦେଖାଇଲା ଝିଅ। ଜିପିଏସ୍‌ ମାଧ୍ୟମରେ ଘର ଖୋଜି ସାଥୀରେ ବାପାଙ୍କୁ ଧରି ୧୧୭୨.୧ କିମି ଦୂର ମାଲକାନଗିରିରେ…