Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ଗାଡିରେ ପୁଲିସ ବୋର୍ଡ ଲଗାଇ ବୁଲିବା ମହଙ୍ଗା ପଡିଲା, ଆନ୍ଧ୍ରର ଜଣେ ଯୁବକ ଅଟକ
ବ୍ରହ୍ମପୁର: ପାର୍ବଣ ଋତୁରେ ଅଏସ ପାଇଁ କାରରେ ପୁଲିସ ବୋର୍ଡ ଲଗାଇ ବୁଲିବା ମହଙ୍ଗା ପଡିଲା । ଦାମୀକାରରେ ପୁଲିସ ବୋର୍ଡ ଲଗାଇ ସହରରେ ବୁଲୁଥିବା ଆନ୍ଧ୍ରପ୍ରଦେଶ ଜଣେ ଯୁବକଙ୍କୁ ଠାବ କଲା ପୁଲିସ । ଅଟକ ଯୁବକ ଜଣକ ହେଲେ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲା କୋତାବୋମଲି ଅଞ୍ଚଳର କେ. ସୁବ୍ରମଣ୍ୟମ ।…
ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା: ବିନ୍ଦାସ ଚିନୁକୁ ଜେରା
ଗୋପ: ପୁରୀ ଜିଲ୍ଲା ଗୋପ ବ୍ଲକ୍ ୧୧ ନଂ ଜିଲ୍ଲା ପରିଷଦ ଜୋନ୍ ସଭ୍ୟ ତଥା ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ବିନ୍ଦାସ ଚିନୁକୁ ପୁଲିସ ଜେରା କରିଥିବା ଜଣାଯାଇଛି। ଧର୍ମେନ୍ଦ୍ରଙ୍କ ବନ୍ଧୁ ଅକ୍ଷୟ ନାୟକଙ୍କ କଲ ରେକର୍ଡରେ ଚିନୁଙ୍କ ନାମ ଥିବା ଯୋଗୁ ଏହି ପଚରାଉଚରା କରୁଛି…
ଭିଜିଲାନ୍ସ ଜାଲରେ ବଲାଙ୍ଗୀର ବିଇଓ
ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ବଲାଙ୍ଗୀର ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ) ରାଘବ ପାଣିଗ୍ରାହୀ। ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, କୌଣସି ଏକ ଅଭିଯୋଗକୁ ନେଇ ପାଟଣାଗଡ଼ ରମାଇ ହାଇସ୍କୁଲର ସହକାରୀ ଶିକ୍ଷକ ସୁରେଶ…
ବରଗଡ଼ ଧନୁଯାତ୍ରାରେ ଗୋପପୁର ଦୃଶ୍ୟାଭିନୟ ହେବ ଆକର୍ଷଣୀୟ
ବରଗଡ଼ : ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ରେ ଧନୁଯାତ୍ରା ଆସନ୍ତା ଡିସେମ୍ବର ୨୭ରୁ ଆରମ୍ଭ ହେବ। ଏହି ଧନୁଯାତ୍ରା ମହୋତ୍ସବର ଗୋପପୁର ଯାତ୍ରାର ଆକର୍ଷଣ ନିଆରା। ତେବେ ଏଥର ଗୋପପୁର ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବୁଧବାର ଉପଜିଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଗୋପପୁର…
କୁମାର ପୂର୍ଣ୍ଣିମା ଅବସରରେ ଆନନ୍ଦମ୍ ଫାଉଣ୍ଡେସନ୍ ଦ୍ୱାରା ବିଶ୍ଵଶାନ୍ତି ହୋମଯଜ୍ଞ ଆୟୋଜିତ
୯ ଅକ୍ଟୋବର ୨0୨୨ ରବିବାର ପବିତ୍ର କୁମାର ପୂର୍ଣ୍ଣିମା ଏବଂ ଲକ୍ଷ୍ମୀ ପୂଜାର ଶୁଭ ଅବସରରେ ଆନନ୍ଦମ ଫାଉଣ୍ଡେସନ ଦ୍ୱାରା ଯଶୋଦା ସଦନ(ଅନାଥ ଆଶ୍ରମ), ବିଶ୍ୱନାଥ ମନ୍ଦିର, କଲେଜ ସ୍କୋୟାର, କଟକ ଠାରେ ଏକ "ବିଶ୍ୱଶାନ୍ତି ହୋମଯଜ୍ଞ " ଆୟୋଜିତ ହୋଇଥିଲେ।
ଏହା ଗାୟତ୍ରୀ ପରିବାର କଟକ ଶାଖାର…
ରେଡକ୍ରସ ପାଣ୍ଠି ପାଇଁ ଔଷଧ ଦୋକାନୀଙ୍କୁ ଚାନ୍ଦା ମାଗୁଛନ୍ତି ଜିଲ୍ଲାପାଳ !
ବୌଦ୍ଧ: ଜିଲ୍ଲାପାଳ ମାଗୁଛନ୍ତି ଚାନ୍ଦା। ଲୁଚାଛପାରେ ନୁହେଁ, ନିଜ ସରକାରୀ ପ୍ୟାଡ୍ରେ ଚିଠି ଲେଖି ଖୋଲାଖୋଲି ଚାନ୍ଦାଦେବାକୁ ଦେଇଛନ୍ତି ନିର୍ଦ୍ଦେଶ। ଜିଲ୍ଲାପାଳଙ୍କ ସ୍ବାକ୍ଷରରେ ଜାରି ଏଭଳି ଏକ ଚିଠି ଆଜି ବୈାଦ୍ଧ ଜିଲ୍ଲାରେ ଘୂରି ବୁଲିବା ପରେ ସାଧାରଣରେ ହଇଚଇ ସୃଷ୍ଟି ହୋଇଛି।…
ଯୁବକଙ୍କୁ ନୃଶଂସ ହତ୍ୟା
ଝାରସୁଗୁଡ଼ା: ଝାରସୁଗୁଡ଼ା ସଦର ଥାନା ଅଞ୍ଚଳ ପୁଣି ଅଶାନ୍ତ ହୋଇ ଉଠିଛି। ମଙ୍ଗଳବାର ସନ୍ଧ୍ୟାରେ ଏହି ଥାନା ଅନ୍ତର୍ଗତ ପଞ୍ଚପଡ଼ା ବାଲିଘାଟ ରାସ୍ତାରେ ଜଣେ ଯୁବକଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ବେଳେ ହତ୍ୟାକରୀ କିଏ ଓ ତାଙ୍କୁ କାହିଁକି ହତ୍ୟା କରାଗଲା ସେ ନେଇ କୌଣସି ତଥ୍ୟ ପୁଲିସ…
ହୋଟେଲ ଦୋସାରୁ ବାହାରିଲା ଅସରପା
ଜୟପୁର: ଏମଜି ରୋଡରେ ଥିବା ଲୋକେଶ ହୋଟେଲରେ ଜଣେ ଗ୍ରାହକ ଜଳଖିଆରେ ରାୱା ଦୋସା ଖାଉଥିବା ବେଳେ ଏଥି ମଧ୍ୟରୁ ମଲା ଅସରପା ବାହାରିଥିଲା। ଏହାକୁ ନେଇ ଉକ୍ତ ଗ୍ରାହକ ଜଣକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଚିତ୍ର ଓ ଭିଡିଓ ଉତ୍ତୋଳନ କରି ଭାଇରାଲ କରିଥିଲେ। ଏହି ଭାଇରାଲ ଭିଡିଓ ଓ…
ଆଉ କରୋନାକୁ ନାହିଁ ଡର! କଟକ ଜିଲ୍ଲାରେ ବୁଷ୍ଟର୍ ଡୋଜ୍ ନେଇ ନାହାନ୍ତି ୬୩ ପ୍ରତିଶତ
କଟକ: କରୋନା ମହାମାରୀ ଯାଇନି, ମାତ୍ର ଲୋକଙ୍କ ଭିତରୁ ଏହାକୁ ନେଇ ଆଉ ଆଗଭଳି ଡର ନାହିଁ। ରାଜ୍ୟରେ ଏବେ କରୋନା ସଂକ୍ରମଣ ସଂଖ୍ୟା ପ୍ରତିଦିନ ଶହେ ଉପରେ ରହୁଛି। ପୁଣି ଥରେ ଯେ ଏହାର ଲହର ଆଉ ଫେରିବ ନାହିଁ ଏ ନେଇ ଏ ଯାଏ ସ୍ପଷ୍ଟ ହୋଇପାରିନି। ସେପଟେ କରୋନା ଆସିଲେ ଟିକା ପାଇଁ ବିକଳ…
କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ
ଜଳେଶ୍ଵର: ଅବକାରୀ ବିଭାଗ ତରଫରୁ ଆଜି ଜଳେଶ୍ଵର ଓ କମର୍ଦ୍ଦା ଅଞ୍ଚଳରେ ଚଢ଼ାଉ କରାଯାଇ ପାଖାପାଖି ୧ କିଲୋ ଓଜନର ବ୍ରାଉନସୁଗାର ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଘଟଣାରେ ଅବକାରୀ ବିଭାଗ ୩ ଜଣଙ୍କୁ ଗିରଫ କରିଛି।
୩ ଜଣ ଗିରଫ…