Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ବଡ଼ ଭଉଣୀ ଆଗରେ ସାନକୁ ଟାଣିନେଲା କୁମ୍ଭୀର
ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ମଥୁରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ନିକଟ ପଟାପାରିଆ କେନାଲ ପାର୍ଶ୍ବରେ ଛେଳି ଚରାଉଥିବା ବେଳେ ବଡ଼ ଭଉଣୀ ଆଖି ଆଗରେ ସାନଭଉଣୀକୁ କୁମ୍ଭୀର ଟାଣି ନେଇଛି। ବନ ବିଭାଗ ଓ ସ୍ଥାନୀୟ ଲୋକେ ଖୋଜାଖୋଜି କରୁଥିଲେ ହେଁ ରାତି ସୁଦ୍ଧା…
ଅନୁଗୁଳ ଡାକଘରେ ସିବିଆଇ ଚଢ଼ଉ: ଲାଞ୍ଚନେଲା ବେଳେ ଧରାପଡ଼ିଲେ ସହକାରୀ ଅଧୀକ୍ଷକ
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକଘରେ ଆଜି ସିବିଆଇର ୯ ଜଣିଆ ଟିମ୍ ଚଢ଼ଉ କରିଛନ୍ତି। ବଅଁରପାଳ ବ୍ଲକ୍ କୁରୁଡ଼ୋଲ୍ ପୋଷ୍ଟ ଅଫିସ୍ର ଏବିପିଏମ୍ ଶୁଭ୍ରାଂଶୁ ପ୍ରଧାନଠାରୁ ନଗଦ ୧୦ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଅନୁଗୁଳ ଡାକ ବିଭାଗର ସହକାରୀ ଡାକ ଅଧୀକ୍ଷକ ଟିକନ ଦେବତାଙ୍କୁ ସିବିଆଇ…
ଦେବୀନଦୀ ପାଲଟିଲାଣି ଅଚିହ୍ନା ଶବର ଏନ୍ତୁଡ଼ିଶାଳ: ତାଳଦା ଘାଟରୁ ଯୁବକର ମୃତଦେହ ଠାବ
ଅସ୍ତରଙ୍ଗ: ଦେବୀନଦୀର ତାଳଦା ଘାଟରୁ ଆଜି ଏକ ଅଚିହ୍ନା ଯୁବକର ଶବକୁ ଠାବ ଅସ୍ତରଙ୍ଗ ପୁଲିସ୍। ମୃତ ଯୁବକର ପରିଚୟ ମିଳିନଥିଲା ବେଳେ ବୟସ ପ୍ରାୟ ୩୫ରୁ ୪୦ ବର୍ଷ ହେବ ଆକଳନ ହୋଇଛି। ସେ ଏକ ଜିନ୍ ପ୍ୟାଣ୍ଟ୍ ପିନ୍ଧିଥିବା ଓ ମୁହଁ ତଳକୁ ରହି ମୃତ ଅବସ୍ଥାରେ ପାଣିରେ ଭାସୁଥିବା ଦେଖିବାକୁ ମିଳିଛି।…
ପୁଲିସ–ମାଓବାଦୀ ଗୁଳିବିନିମୟ; ମହିଳା ନକ୍ସଲ ମୃତ
ଫୁଲବାଣୀ: ଆଜି ସନ୍ଧ୍ୟା ପର ଠାରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ସିନ୍ଧ୍ରିଗାଁ ଜଙ୍ଗଲରେ ପୁଲିଓ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି। ଏ ନେଇ କନ୍ଧମାଳ ଏସ୍.ପି ଭିନୀତ୍ ଅଗ୍ରୱାଲ୍ଙ୍କ ସହ ଯୋଗାଯୋଗ କରିବାରୁ ସିନ୍ଧ୍ରିଗାଁ…
ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ
ଓଡ଼ଗାଁ୧୧/୧୦(ନି.ପ୍ର)- ଆଜି ଆନ୍ତର୍ଜାତୀୟ ବାଳିକା ଦିବସ ଅବସରରେ କୁରାଳ କ୍ଲଷ୍ଟର ଦଣ୍ଡୋର ଉ.ପ୍ରା ବିଦ୍ୟାଳୟ ପରିସରରେ ବାଳିକାମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ପ୍ରଧାନଶିକ୍ଷୟିତ୍ରୀ ଲୋଟସ୍ ବାଳିକାମାନଙ୍କୁ ନାରୀ ସଶକ୍ତିକରଣ ସମ୍ପର୍କରେ ଅବଗତ କରାଇବା ସହ…
୨୨ ଜୁଆଡ଼ି ଗିରଫ, ୧୪୧୬୦ଟଙ୍କା ଜବତ
ଜୟପୁର: ଜୟପୁର ଟାଉନଥାନା ପୁଲିସ ଗତ କାଲି ଦିନ ତମାମ ସହରର ବିଭିନ୍ନ ଜୁଆଆଡ୍ଡା ଓ ଖୁଡୁଖୁଡି ଖେଳ ଉପରେ ଚଢ଼ଉ କରିଛି। ଦିନକରେ ୨୨ଜଣଙ୍କୁ ଗିରଫ କରିବା ସହ ନଗଦ ୧୪ହଜାର ୧୬୦ଟଙ୍କା ଜବତ କରିଛି। ଗୋଟିଏ ଜୁଆ ଆଡ଼ାରୁ ୬ଜଣଙ୍କୁ ଗିରଫ କରିବା ସହ ୧୪୨୦ଟଙ୍କା ଜବତ କରିଥିବା କହିଛନ୍ତି ଟାଉନଥାନା…
ଚୌଦ୍ୱାର ରୂପଯାତ୍ରାର ନିଆରା ପରଂପରା, ‘ସୁଲତାନନଗର’ରେ ପୂଜା ପାଉଛନ୍ତି ମା’ ଲକ୍ଷ୍ମୀ
ଚୌଦ୍ୱାର: କଟକ ଏବଂ କଟକ ଉପକଣ୍ଠ ଚୌଦ୍ବାରର ଭାଇଚାରା ପରଂପରା ସାରା ରାଜ୍ୟରେ ଉଦାହରଣ ସୃଷ୍ଟି କରିଛି। କଟକର ଐତିହାସିକ ଦଶହରା ପୂଜା ଆୟୋଜନରେ ମୁସଲମାନ ସଂପ୍ରଦାୟର ବ୍ୟକ୍ତିବିଶେଷଙ୍କ ପ୍ରମୁଖ ଅବଦାନ ରହି ଆସିଥିବା ବେଳେ ଚୌଦ୍ବାର ରୂପଯାତ୍ରାରେ ସୁଲତାନ ନଗରର ଗଜଲକ୍ଷ୍ମୀ ମେଢ ଭାଇଚାରା…
ଯାଜପୁରରେ କ୍ଷେତ ପୋଖରୀ ଯୋଜନା ବିଫଳ
ଯାଜପୁର: ଚାଷୀମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ପାଇଁ ଜଳ ବିଭାଜିକା ଏବଂ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ କ୍ଷେତ ପୋଖରୀ ଯୋଜନା କରାଯାଇଥିଲା। ୨୦୧୯-୨୦ରୁ ୨୦୨୩-୨୪ ବର୍ଷ ମଧ୍ୟରେ ରାଜ୍ୟରେ ୫ ଲକ୍ଷ କ୍ଷେତ ପୋଖରୀ କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ। ସେ ମଧ୍ୟରୁ ଏହି ୫ବର୍ଷ ମଧ୍ୟରେ…
ତ୍ରୁଟିପୂର୍ଣ୍ଣ ମଣ୍ଡି ବ୍ୟବସ୍ଥା,ଶୋଷଣର ଶିକାର ଚାଷୀ
ଜଳେଶ୍ବର: ୨୦୨୧ ମସିହା ନଭେମ୍ବର ମାସରେ ଓଡ଼ିଶା ରାଜ୍ୟ କୃଷି ବିପଣନ ସଂଶୋଧିତ ଆଇନ ସମ୍ପର୍କରେ ଗେଜେଟ୍ ନୋଟିଫିକେସନ୍ ପରେ ବାଲେଶ୍ବର ଜିଲ୍ଲାର ଚାଷୀମାନେ ବ୍ୟବସାୟୀଙ୍କ ଦ୍ବାରା ଶୋଷିତ ହେଉଥିବା ଅଭିଯୋଗ ହୋଇଛି। କେବଳ ଯେ ଚାଷୀ ଶୋଷିତ ହେଉଛନ୍ତି ତାହା ନୁହେଁ, ଉତ୍ତର ବାଲେଶ୍ବର ଅଞ୍ଚଳରେ…
ଗୋ-ଚାଲାଣ ବେଳେ ଚଢ଼ାଉ: ପୁଲିସ ଭୟରେ ଗାଡ଼ିରୁ ଡେଇଁ ଜଣେ ମୃତ
ଜଳେଶ୍ଵର: ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଥାନା ଅଧୀନସ୍ଥ ରାଜାଘାଟ ନାକା ପଏଣ୍ଟରେ ଗୋ-ଚାଲାଣ ବେଳେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ସମୟରେ ପୁଲିସ ଭୟରେ ଗାଡ଼ିରୁ ଡେଇଁ ପଡ଼ି ଜଣେ ଲୋକର ମୃତ୍ୟୁ ହୋଇଥିବାର ଖବର ମିଳିଛି।
ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଜଳେଶ୍ଵର ଥାନା ଅଧୀନସ୍ଥ…