Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ସାମାନ୍ୟ ଦୁଷ୍ଟାମି ପାଇଁ ମାଆଛେଉଣ୍ଡ ୯ବର୍ଷର ପୁତୁରାକୁ ଦାଦା-ଖୁଡ଼ିଙ୍କ ତତଲା ଚେଙ୍କ
ମର୍କତନଗର ଥାନା ସିଡିଏ ସେକ୍ଟର ୭ରେ ଅଭାବନୀୟ ଘଟଣା। ଅଝଟ ହେବାରୁ ୯ ବର୍ଷର ପୁଅକୁ ଚେଙ୍କ ସହ ବେଲ୍ଟରେ ମାଡ଼ ଦେଲେ ଦାଦା, ଖୁଡ଼ି। ସେମାନଙ୍କ ନାଁରେ ମର୍କତନଗର ଥାନାରେ ଏତଲା ଦେଲେ ଆଈ ଓ ଅଜା। ମା’ଙ୍କ ମୃତ୍ୟୁ ପରେ ପିଲାଟିକୁ ଅଜା, ଆଇଙ୍କ ପାଖରୁ ନେଇ ଜୋର କରି ରଖିଥିଲେ ଦାଦା, ଖୁଡ଼ି…
ବେଲଗାଁ ଠାରେ ପିସିସି ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ସଇଁନ୍ତଲା: ନିଜ ଭିଟାମାଟି ବଲାଙ୍ଗିର ଜିଲ୍ଲା ସଇଁନ୍ତଲାକୁ ପିସିସି ସଭାପତି ଶରତ ପଟ୍ଟନାୟକ ଜୁନାଗଡ଼ରେ କାର୍ଯ୍ୟକ୍ରମ ସାରିକି ଫେରୁଥିବା ବେଳେ ବେଳଗାଁ ଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମୟରେ ଦୀପକ ଅଗ୍ରୱାଲଙ୍କ ନେତୃତ୍ୱରେ ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ,…
ମଧୁଛନ୍ଦା ତରଫରୁ ପାର୍ବଣ ଋତୁ ଅନଲାଇନ୍ କବିତା ଆସର,ନାରୀ ତୁହି ନାରାୟଣୀ ମାତୃ ସ୍ବରୂପିଣୀ
ବେଲଗୁଣ୍ଠା, 07/10, ବେଲଗୁଣ୍ଠାର ଉଦୀୟମାନ ଯୁବକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଦ୍ୱାରା ଗଠିତ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ ଅନୁଷ୍ଠାନର ମଧୁଛନ୍ଦା ସାରସ୍ୱତ ଗ୍ରୁପ୍ ର ଶାରଦୀୟ ପାର୍ବଣ ଉପଲକ୍ଷେ 'ନାରୀ ତୁହି ନାରାୟଣୀ, ଶକ୍ତି ସ୍ୱରୂପିଣୀ' ଶୀର୍ଷକରେ ଏକ ଅନଲାଇନ୍ କବିତା ଆସର ଅନୁଷ୍ଠିତ…
ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ଏପିଓ ।
ଏକ ପୋଖରୀ ଖୋଳା ବିଲ କରିବା ପାଇଁ ଲାଞ୍ଚ ନେଉଥିବା ସମୟରେ ମୁରିବାହାଲ ବ୍ଲକର ଏପିଓ ସୁଶାନ୍ତ ଦାସ ଭିଜିଲାନ୍ସ ହାତରେ ଧରା ପଡିଛି । ବରଗଡ଼ ଭିଜିଲାନ୍ସ ଡ଼ିଏସପିଙ୍କ ନେତୃତ୍ୱରେ ହୋଇଥିବା ଏହି ଭିଜିଲାନ୍ସ ଚଢ଼ାଉ ବେଳେ ଅଭିଯୁକ୍ତ ସୁଶାନ୍ତଙ୍କ ଠାରୁ କେମିକାଲ ବୋଳା ଟଙ୍କା ଜବତ ହୋଇଛି ।…
୩୯ ଲକ୍ଷ ହଡ଼ପ୍ ଘଟଣାର ଭିଜିଲାନ୍ସ ତଦନ୍ତ ଆରମ୍ଭ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକର ବିଇଓ କାର୍ଯ୍ୟାଳୟରେ କେଳେଙ୍କାରୀ ଘଟଣାର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି। ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ଶିକ୍ଷକଙ୍କ ଦରମା ଓ ଅନ୍ୟାନ୍ୟ ବାବଦ ୩୯ ଲକ୍ଷରୁ ଅଧିକ ଟଙ୍କା ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରି ହଡ଼ପ୍…
ନୂଆବର୍ଷ ପୂର୍ବରୁ ସଜେଇ ହେବ ଅଠରନଳା
ପୁରୀ : ନୂଆବର୍ଷ ପୂର୍ବରୁ ନୂଆବୋହୂ ଭଳି ସଜେଇ ହେବ ଅଠରନଳା। ବଗିଚା ସାଙ୍ଗକୁ ବଡ଼ ବଡ଼ ସ୍ବାଗତ ତୋରଣ ତିଆରି ହେବ। ଆଲୋକମାଳାରେ ସମ୍ପୂର୍ଣ୍ଣ ଅଠରନଳାର ସାଜସଜା କରାଯିବ। ଓବିସିସି ଏହି ସୌନ୍ଦର୍ଯ୍ୟୀକରଣ କାମ କରିବ। ଓବିସିସିକୁ ଏହି ଅନୁମତି ପ୍ରଦାନ କରିଛି ଭାରତୀୟ ପ୍ରତ୍ନତତ୍ତ୍ବ…
ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ
ବାଲେଶ୍ଵର,୦୭/୧୦/୨୨- ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁପାରୀ ଅମ୍ବିକା ଉଦାସୀନ ଆଶ୍ରମ ପରିସରରେ ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘର ଷୋଡଶତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଫୁଲ୍ଲ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
ବେକରେ ଓନି ଦେଇ ଯୁବତୀଙ୍କ ଆତ୍ମହତ୍ୟା
ଜଗତପୁର : ଆଜି ଜଣେ ଯୁବତୀ ହଠାତ୍ ବେକରେ ଓନି ଲଗାଇ ଝୁଲି ପଡ଼ି ଆତ୍ମହତ୍ୟା କରିବା ଘଟଣା ଜଗତପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଜଗତପୁର ଥାନା ଅନ୍ତର୍ଗତ ଭୂବନପୁର ପାଞ୍ଚଘରିଆ ସାହିରେ ଭଡାରେ ରହୁଥିବା ସ୍ୱୟଂପ୍ରଭା ବେହେରା (୨୨) ନାମକ ଜଣେ ଯୁବତୀ ବେକରେ ଓନି ଲଗାଇ ଆତ୍ମହତ୍ୟା…
ଓଡ଼ିଶା ସିଭିଲ ସର୍ଭିସ ୨୦୨୦ ପରୀକ୍ଷା ଫଳ ପ୍ରକାଶିତ: ୬୦ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୯୨ଜଣ ଉତ୍ତୀର୍ଣ୍ଣ
କଟକ: ଓଡ଼ିଶା ସିଭିଲ୍ ସର୍ଭିସ୍-୨୦୨୦ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ମୋଟ ୩୯୨ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪୪ଜଣ ପୁରୁଷ ଥିବାବେଳେ ୧୪୮ଜଣ ମହିଳା ଅଛନ୍ତି । ସେମାନଙ୍କ ମଧ୍ୟରୁ ତେଜସ୍ୱିନୀ ବେହେରା ଓଏଏସ ଟପର ହୋଇଛନ୍ତି । ତେବେ ଏଥିରେ ପ୍ରଥମ ୩ଟି…
ହବିଷ୍ୟାଳୀ କାର୍ଯ୍ୟରେ ଅବହେଳା କୁ ବରଦାସ୍ତ କରାଯିବ ନାହିଁ।
କୋଣାର୍କ : ୭/୧୦ ହବିଷ୍ୟାଳୀ କାର୍ଯ୍ୟରେ ଅବହେଳା କୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସତର୍କ କରାଇ ଦେଇଛନ୍ତି। ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ହବିଷ୍ୟାଳୀ ବ୍ରତ ପାଇଁ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ଓ ନୋଡାଲ ଅଧିକାରୀ ମାନଙ୍କର ଏକ ସମୀକ୍ଷା…