ବେଲଗାଁ ଠାରେ ପିସିସି ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ସଇଁନ୍ତଲା: ନିଜ ଭିଟାମାଟି ବଲାଙ୍ଗିର ଜିଲ୍ଲା ସଇଁନ୍ତଲାକୁ ପିସିସି ସଭାପତି ଶରତ ପଟ୍ଟନାୟକ ଜୁନାଗଡ଼ରେ କାର୍ଯ୍ୟକ୍ରମ ସାରିକି ଫେରୁଥିବା ବେଳେ ବେଳଗାଁ ଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମୟରେ ଦୀପକ ଅଗ୍ରୱାଲଙ୍କ ନେତୃତ୍ୱରେ ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ, ହୀଯକ୍ଷ ନାଗ, ରାମ ଗୋପାଳ ନାଏକ, ଗୁପ୍ତେଶ୍ଵର ବାଗ, ସନ୍ତୋଷ ବାଗ, ଅଜିତ ମୁଣ୍ଡା, ଲକ୍ଷଣ ଭୋଇ, ସୁଶାନ୍ତ ନାଏକ, ଆଦିତ୍ୟ ସେଠ ସମେତ ଶତାଧିକ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ।

Comments are closed.