Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ପରିଚାଳନା ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ପରିଚାଳନା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକ ରେ ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ , ଜିଲ୍ଳା ପରିବହନ…
ମୁକୁନ୍ଦପୁରପାଟଣା ସରପଞ୍ଚଙ୍କୁ କ୍ଲିନଚିଟ, ମାମଲା ଖାରଜ କଲେ ମାନ୍ୟବର ଲୋକପାଳ
ରାଜ୍ୟର ସର୍ବଶ୍ରେଷ୍ଠ ପଞ୍ଚାୟତ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁରପାଟଣା ତଥା ଜାତୀୟ ପୁରସ୍କାରପ୍ରାପ୍ତ ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀଙ୍କ ନାମେ ଆସିଥିବା ଦୁର୍ନୀତି ଅଭିଯୋଗକୁ ମାନ୍ୟବର ଲୋକଯୁକ୍ତ ଖାରଜ କରିଦେଇଥିବା ଜଣାପଡିଛି l ଉଲ୍ଲେଖନୀୟଯେ କ୍ରମାଗତ ଭାବେ…
ବେନୁପଡ଼ା ଗାଦିବ୍ରହ୍ମ ମଠର ନୂତନ ମହନ୍ତ ବାବାଜୀ ଶିଶିର ଦାସଙ୍କର ଦାୟିତ୍ୱ ଗ୍ରହଣ
ଭୁବନେଶ୍ୱର: ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ୍ସ୍ଥିତ ବେନୁପଡ଼ାଠାରେ ଥିବା ପ୍ରସିଦ୍ଧ ଗାଦିବ୍ରହ୍ମ ପୀଠ ମଠର ନୂତନ ମହନ୍ତ ବାବାଜୀ ଶ୍ରୀଶ୍ରୀ ଶିଶିର ଦାସ ଦାୟିତ୍ୱ ଗ୍ରହଣ କରିଥିବା ଜଣାଯାଇଛି । ଶ୍ରୀଶ୍ରୀ ଅଲେଖ ସ୍ୱାମୀ ପ୍ରଭୁ ପ୍ରଖ୍ୟାତ ମହନ୍ତ ମହାରାଜ ଶ୍ରୀଶ୍ରୀ ଦାଶରଥି ଦାସଙ୍କର ଦେହାନ୍ତ…
ସୁବର୍ଣ୍ଣପୁରରେ ଉତ୍ସବମୁଖର ହୋଇଉଠିଛି ମାଁ ଗଜଲକ୍ଷ୍ମିଙ୍କ ଭଶାଣି ଉତ୍ସବ
ସୁବର୍ଣ୍ଣପୁର: ପବିତ୍ର କୁମାରପୂର୍ଣ୍ଣିମା ଠାରୁ ମାଁ ଗଜଲକ୍ଷ୍ମୀଙ୍କ ପୁଜାଆରଧନା ଦିର୍ଘ ୯ଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଥିବା ବେଳେ ଏବେ ର୍ମାଁଙ୍କୁ ଦିଆଯାଇଛି ମେଲାଣୀ ।ସୁବର୍ଣ୍ଣପୁର ସହରର ଘୋଡାଘାଟ ପଡାରେ ପାଳିତ ହୋଇଥିବା ଗଜଲକ୍ଷ୍ମୀ ପୁଜାରେ ଦେବୀ ମାଁ ଗଜଲକ୍ଷ୍ମୀଙ୍କ ଭସାଣି…
କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭା କାର୍ଯ୍ୟକାରୀଣୀ ବୈଠକ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରିଣୀ ବୈଠକ ଗରାପୁର ସ୍ଥିତ ଜିଲ୍ଲା କାର୍ଯ୍ୟଳୟରେ ସଭାପତି କୁଳମଣି ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ସର୍ବ ଭାରତୀୟ ଯାଦବ ନେତା ମୁଲାୟମ ସିଂ ଯାଦବଙ୍କ ବିୟୋଗରେ ତାଙ୍କର ଆମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ…
ବୁଢୀପଦର ପ୍ରାଥମିକ ବିଦ୍ୟାଳୟର ପୁନଃ ନିର୍ମାଣ ଦାବିରେ ଜିଲ୍ଲାପାଳ ଓ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ
ଭବାନୀପାଟଣା : ୧୯୬୪ ମସିହାରେ ପ୍ରତିଷ୍ଠା ହୋଇଥିବା ବୁଢୀପଦର ପ୍ରାଥମିକ ବିଦ୍ୟାଳୟ ଯାହା ଜୀର୍ଣ୍ଣ ସିର୍ଣ୍ଣ ଅବସ୍ଥାରେ ରହିଛି l ଏହାର ପୁନଃ ନିର୍ମାଣ ଦାବୀ ନେଇ ଡ଼. ଭବାନୀ ଶଙ୍କର ନିଆଲ ରାଜ୍ୟ ପରିଷଦ ସଦସ୍ୟ ବିଜୁ ଜନତା ଦଳଙ୍କ ନେତୃତ୍ୱରେ ବୁଢୀପଦର ଗ୍ରାମବାସୀଙ୍କ ସହ ଜିଲ୍ଲପାଳ…
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିକାଣ୍ଡ ଜଣେ ଗୁରୁତର
ସୁବର୍ଣ୍ଣପୁର- ପୁର୍ବ ଶତୃତାରୁ କେନ୍ଦ୍ରକରି ଗୁଳିକାଣ୍ଡ । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ରୁଗୁଡିପାଲି ଗାଁରେ ଘଟିଛି ଅଘଟଣ । ସୁଚନା ଅନୁସାରେ ରୁଗୁଡିପାଲି ଗାଁର ପଞ୍ଚାନନ ମିଶ୍ର ଗାଁରେ ଥିବାବେଳେ ବାଘରତୈଲାର ଜଣେ ଯୁବକ ଆସି ୫ ରୁ ୬ ରାଉଣ୍ଡ ଗୁଳି ଚଳାଇଥିଲେ ।ଫଳରେ…
ସୁବର୍ଣ୍ଣପୁରରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ବିଜେଡିର ପଦଯାତ୍ରା
ସୁବର୍ଣ୍ଣପୁର: ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ବିଜେଡ଼ି ର ପଦଯାତ୍ରା । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ଡୁଙ୍ଗୁରିପାଲି ବ୍ଲକ ରେ ଆଜି ଆରମ୍ଭ ହୋଇଛି ବିଜେଡ଼ି ର ଜନସଂପର୍କ ପଦଯାତ୍ରା। ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ନିଜେ ଧରିଛନ୍ତି ଏହାର ମଙ୍ଗ ।…
ନାବାଳିକାର ଅଶ୍ଳୀଳ ଭିଡ଼ିଓ ଭାଇରାଲ କରି ଯୁବକ ଗିରଫ
ସାଲେପୁର ଏହି ଥାନା ଅନ୍ତର୍ଗତ ତିଳଦା ଗ୍ରାମର ଜଣେ ଯୁବକ ସାଲେପୁର ଥାନା ଅଞ୍ଚଳର ଜଣେ ନାବାଳିକାକୁ ପ୍ରେମ ଫାଶରେ ଫସାଇ ନାବାଳିକାର ଅସିଳ ଭିଡ଼ିଓ ମୋବାଇଲରେ ଉତ୍ତୋଳନ କରି ତାକୁ ସୋସିଆଲ ମିଡ଼ିଆ ରେ ଭାଇରାଲ କରିଥିଲା।ଘଟଣା ସଂର୍ପକରେ ନାବାଳିକା ର ପରିବାରର ଲୋକେ ଜାଣିବାପରେ ଏନେଇ ଆଜି…
ସମଗ୍ର ପଶ୍ଚିମାଞ୍ଚଳକୁ ଏକତାର ସୂତ୍ରରେ ବାନ୍ଧିବା ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମାବେଶ
ସମ୍ବଲପୁର ତା.୧୬/୧୦ - ଆଜିର ଏକତା ସମାବେଶ ରେ ପଶ୍ଚିମାଞ୍ଚଳର ଦଶ ଟି ଜିଲ୍ଲାରୁ ଶତାଧୀକ ସଂଗ୍ରାମୀ ମାନେ ସାମିଲ ହୋଇ ପଶ୍ଚିମାଞ୍ଚଳ ର ବିକାଶ ପାଇଁ ଜିଲ୍ଲା ମାନଂକ ଏକତା ନିହାତି ଜରୁରୀ ବୋଲି ଏକ ସ୍ବରରେ ମତ ପୋଷଣ କରିଥିଲେ । ଏହା ସହିତ ବିଭିନ୍ନ ଜିଲ୍ଲାରୁ ଆସିଥିବା ସଂଗ୍ରାମୀ ମାନେ…