Browsing Category

ଜିଲ୍ଲା

ଓସିଏ ନିର୍ବାଚନ: ୨୧ରେ ପ୍ରାର୍ଥୀପତ୍ର ଦାଖଲ, ୨୨ରେ ଯାଞ୍ଚ ସହ ୨୮ରେ ହେବ ଭୋଟ

କଟକ : ୨୦/୧୦: ଆସନ୍ତାକାଲି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ବା ଓସିଏ ନିର୍ବାଚନ ପାଇଁ ନାମାଙ୍କପତ୍ର ଦାଖଲ ହେବ । ଏନେଇ ଆଶୀର୍ଵାଦ  ବେହେରାଙ୍କ ପ୍ୟାନେଲରୁ ୩ ଜଣ ପାର୍ଥୀ ଚୂଡାନ୍ତ ହୋଇ ସାରିଛନ୍ତି । ସଭାପତି ପଦରେ ପ୍ରଣବ ପ୍ରକାଶ ଦାସ, ଉପସଭାପତି ପ୍ରାର୍ଥୀ ଭାଵେ ପଙ୍କଜ ଲୋଚନ ମହାନ୍ତି…

ବିଷମକଟକ ବିଧାନସଭା ମଣ୍ଡଳୀରେ ଆପ୍ ର କାର୍ଯ୍ଯକର୍ତ୍ତା ସମ୍ମିଳନୀ

ବିଷମକଟକ/ ରାୟଗଡ଼ :- ସ୍ଥାନିୟ PWD ଡାକ ବଙ୍ଗଳା ରେ ଆପ୍ ର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆପ୍ ର ରାଷ୍ଟ୍ରିୟ ବା ଜାତିୟ ଆବାହକ ଶ୍ରୀଯୁକ୍ତ ଅରବିନ୍ଦ କେଜରିୱାଲଙ୍କ ଶିକ୍ଷା,ସ୍ୱାସ୍ଥ୍ୟ,ବିଜୁଳି,ପାଣି,ରୋଜଗାର ଦେଶର ରାଜଧାନୀ ଦିଲ୍ଲୀରେ ତିନି ତିନି ଥର ସଫଳତା ପାଇ…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କେନ୍ଦ୍ରାପଡାର ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉଦ୍‌ଘାଟିତ

କେନ୍ଦ୍ରାପଡା : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡା ଜିଲ୍ଲାର ନୂଆ ମୁଖ୍ୟ ଚିକିତ୍ସାଳୟ କମ୍ପ୍ଲେକ୍‌ସର ଉଦ୍‌ଘାଟନ କରିଛନ୍ତି। ଏହି ନୂତନ ଚିକିତ୍ସାଳୟ କମ୍ପ୍ଲେକ୍‌ସରେ ୨୦୦ଟି ଶଯ୍ୟା ଥିବାବେଳେ ଅତ୍ୟାଧୁନିକ OPD Unit, Casuality ଓ Trauma Care, 5 ଶଯ୍ୟା…

ଏଲ କେ ବି କେ ଅନୁଷ୍ଠାନ ତରଫରୁ ବାଲ୍ୟବିବାହ ନିଷେଧ ସଚେତନତା କାର୍ଯ୍ୟକ୍ରମ ।

ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ର କୁଲତାଯୋର୍  ଠାରେ ଲୋକ କଳା ବିକାଶ କେନ୍ଦ୍ର ତରଫରୁ ବାଲ୍ୟବିବାହ ନିଷେଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରତି ଭାଗି ଭାବରେ ସ୍ଥାନୀୟ ଆଶା , ଅଙ୍ଗନୱାଡ଼ି , କିଶୋରୀ ବାଳିକା ୪୦ ଜଣ ଅଂଶ ଗ୍ରହଣ କରିଥିଲେ ।…

ବିଦେଶାଗତ ପକ୍ଷୀଙ୍କ ମହାନଦୀ ମୁଁହା

ବୌଦ୍ଧ : ବୌଦ୍ଧ ଜିଲ୍ଲା କୁ ପ୍ରକୃତିର ବରଦାନ ଅପାର! ଜିଲ୍ଲାରେ ପ୍ରବାହିତ ମହାନଦୀର ବିସ୍ତିର୍ଣ୍ଣ ଜଳରାଶି ଏବଂ ନଦୀର ମାଛ ଓ ମନୋରମ ପରିବେଶ ବିଦେଶାଗତ ପକ୍ଷୀଙ୍କୁ ବୌଦ୍ଧ ଆସିବା ପାଇଁ ଆନମନା କରେ । ଶୀତ ଆରମ୍ଭ ହେବା ମାତ୍ରକେ ହଜାର ହଜାର କିଲୋମିଟର ଦୂରରୁ ଏଠାକୁ ଚାଲି ଆସନ୍ତି…

ଦାରିଙ୍ଗବାଡ଼ିର ଅନେକ ପଞ୍ଚାୟତରେ ପବନ, ଘଡ଼ଘଡ଼ି ସହ ବର୍ଷା

ଦାରିଙ୍ଗବାଡି, : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଏକାଧିକ ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ପବନ, ଘଡଘଡି ସହ ବର୍ଷା ହୋଇଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ ଗଛପଡ଼ି ଯାତାୟାତରେ ବାଧା ସୃଷ୍ଟି ହୋଇଛି। ସୂଚନାନୁଯାୟୀ, ତିଲୋରୀ ପଞ୍ଚାୟତର ଜଗେରମାହା ଗ୍ରାମରେ ବିରାଟ ମହୁଲ…

ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାଜ ଶାସ୍ତ୍ର ବିଭାଗ ପକ୍ଷରୁ ଦୁଇ ଦିନିଆ ଆନ୍ତର୍ଜାତୀୟ ଆଲୋଚନା ଚକ୍ର

କଟକ ସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାଜ ଶାସ୍ତ୍ର ବିଭାଗ ପକ୍ଷରୁ ରାଜନୀତି ବିଜ୍ଞାନ ବିଭାଗର ମିଳିତ ସହଯୋଗରେ ଜଗତିକରଣ, ସୁରକ୍ଷା ଏବଂ ବିକାଶର ଅନ୍ତର୍ଜାତୀୟ, ଜାତୀୟଏବଂ ଆଞ୍ଚଳିକ ଦିଗ ଶୀର୍ଷକରେ ଏକ ଦୁଇ ଦିନିଆ ଅନ୍ତର୍ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ…

ସ୍ବାମୀର ଗୁଳିମାଡ଼ରେ ସ୍ତ୍ରୀ ଗୁରୁତର

ଧରାକୋଟ: ଘରୋଇ କଳହକୁ ନେଇ ଗୁଳିମାଡ଼ ହୋଇଛି। ସ୍ବାମୀର ଗୁଳିମାଡ଼ରେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ବଡଗଡ ଥାନା ଅନ୍ତର୍ଗତ ରୁଗୁମୁ ପଞ୍ଚାୟତର ରାଶିବାଡ଼ି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁଳିମାଡ଼ର ଶିକାର ହୋଇଛନ୍ତି ଶୈଳନ୍ଦ୍ରୀ ପାତ୍ର। ଅଭିଯୁକ୍ତ…

ପ୍ରଞାପୁରୁଷ ଜନନେତା ଧୂରୀଣ ସମାଜ ସେବୀ କାଳନ୍ଦୀ ଦାସ ଦେହାବସାନ ।

ପ୍ରଞାପୁରୁଷ ମହାନ ଜନନେତା ଧୂରୀଣ ସମାଜ ସେବୀ ଜଗତସିଂହପୁର ଜିଲ୍ଲାର ଆଲୋକ ବର୍ତ୍ତିକା କାଳନ୍ଦୀ ଦାସ ଆଉ ନାହାନ୍ତି ବିଶ୍ଵାସ ଆସୁନି।ଗତ ୧୬ତାରିଖ ରବିବାର ସଂଧ୍ୟାରେ ତାଙ୍କର ଦେହାବସାନ ହୋଇଥିଲା। ତାଙ୍କୁ ୮୦ ବର୍ଷ ବୟସ ହୋଇ ଥିଲା।ସେ ୧୯୪୩ ଏପ୍ରିଲ ୧୪ ରେ ଜନ୍ମ ହୋଇଥିଲେ।ଏକ ଜମିଦାରୀ…

ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋସବ ସୁରଭି କାର୍ଯ୍ୟକ୍ରମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ମାଖନପୁର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ୧୬ଟି ବିଦ୍ୟାଳୟ ସାମିଲ ହୋଇଥିଲେ । ବିଦ୍ୟାଳୟରେ ଅଧ୍ୟୟନ କରୁଥିବା…