Browsing Category

ଜିଲ୍ଲା

ସୂର୍ଯ୍ୟପରାଗ ପାଇଁ ବନ୍ଦ ରହିବ ଘଟଗାଁ ମା ତାରିଣୀ ମନ୍ଦିର

ଆସନ୍ତା ୨୫ ତାରିଖ ସୂର୍ଯ୍ୟପରାଗ ପାଇଁ  କେନ୍ଦୁଝର ଜିଲ୍ଲା ଘଟଗାଁ ସ୍ଥିତ ମା ତାରିଣୀ ମନ୍ଦିର ବନ୍ଦ ରହିବ । ୨୪ ତାରିଖ ସନ୍ଧ୍ୟା ଆଳତୀ ପରେ ମନ୍ଦିର ବନ୍ଦ ରହିବ ବୋଲି ସ୍ଥିର କରାଯାଇଛି । ୨୬ ତାରିଖ ପ୍ରାତଃ ସମୟରେ ମାଙ୍କ ଦୈନନ୍ଦିନ ନୀତିକାନ୍ତି ସ୍ନାନ, ମାଜଣା, ବଡ଼ସିଂହାର ବେଶ ସମ୍ପନ୍ନ…

ମିଠା ଦୋକାନରେ ଅଗ୍ନିକାଣ୍ଡ: ଜଣେ ମୃତ, ୨ ଆହତ

ରାଉରକେଲା: ଧନତେରସ ଓ ଦୀପାବଳୀ ପାଇଁ ମିଠା ଦୋକାନରେ ମିଠା ତିଆରି ବେଳେ ଅଗ୍ନିକାଣ୍ଡ ଘଟି ଜଣେ କାରିଗରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ କର୍ମଚାରୀ ଆହତ ହୋଇଛନ୍ତି। ପାନପୋଷ ଛକ ନିକଟରେ ଥିବା ଓମ୍‌ ସୁଇଟସ ଦୋକାନରେ ଏହି ଅଘଟଣ ଘଟିଛି। ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ ଘଟିଥିବା…

କୂଅରେପଡି ଶିଶୁ ମୃତ୍ୟୁ ଘଟଣା : ବିଭିନ୍ନ ସ୍ତରରୁ ତଦନ୍ତ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ତଳଗାଁ ପଂଚାୟତ ଗୋଛାବାରି ଗ୍ରାମରେ ଶୁକ୍ରବାର କୂଅରେ ପଡି ଶୁଭଙ୍କର ପ୍ରଧାନ (୪ବର୍ଷ୪ମାସ) ବୟସର ଜଣେ ପ୍ରାକ୍ ବିଦ୍ୟାଳୟ ତଥା ଅଙ୍ଗନୱାଡିରେ  ପାଠପଢୁଥିବା ଶିଶୁର ମୃତ୍ୟୁ ଘଟିଥିଲା । ଏଭଳି ସ୍ପର୍ଶକାତର ଘଟଣା ପରେ ବୌଦ୍ଧ ଉପଜିଲ୍ଲାପାଳ…

ସିଡିଏମଓଙ୍କୁ ଦାବିପତ୍ର ପ୍ରଦାନ କରି ଫେରୁଥିଲେ ଷ୍ଟାଫନର୍ସ, ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ରା.ଉଦୟଗିରି : ଚାକିରି ସ୍ଥାୟୀତ୍ବ ଓ ବକେୟା ଦରମା ପ୍ରଦାନ ଦାବିରେ ସିଡ଼ିଏମ୍ଓଙ୍କୁ ଦାବିପତ୍ର ଦେଇ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ଜଣେ ଷ୍ଟାଫନର୍ସଙ୍କ ଜୀବନ। ଏହା ସହ ଅନାଥ ହେଇଯାଇଛନ୍ତି ତିନି ତିନିଟି ସନ୍ତାନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୋହନା ବ୍ଲକ୍ ଅଞ୍ଚଳରେ। ମୃତ…

ରାସ୍ତା ଉପରେ ଛିଡାହୋଇଥିବା ଟ୍ରକରେ ପିଟିହୋଇ ଦୁଇ ବାଇକ ଆରୋହି ମୃତ

ସୁବର୍ଣ୍ଣପୁର:  ସୁବର୍ଣ୍ଣପୁର ଜିଲ୍ଲା ସୋନପୁର - ବିନିକା ରାସ୍ତା ପାଣିସିଆଲି ଗାଁ ଛକ ଠାରେ ରାସ୍ତାକଡରେ ଠିଆ ହୋଇଥିବା ଏକଟ୍ରକକୁ ଦ୍ରୁତଗତିରେ ଆସୁଥୁବା ବାଇକ ପିଟିହୋଇ ଘଟଣାସ୍ଥଳରେ ଦୁଇ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ । ମୃତକ ମାନେ ହେଲେ ସରୋଜ ଭୋଇ -୪୫ ଓ ଟୁନା ଷାଣ୍ଡ-୨୬ ଏମାନେ…

ଖୋର୍ଦ୍ଧା ପୋଲିସକୁ ବଡଧରଣର ସଫଳତା, ଅଧ କେଜି ସୁନା ସହ ୧୪ ଲକ୍ଷ ଟଙ୍କା ଜବତ, ୬ ଗିରଫ

ଖୋର୍ଦ୍ଧା: ଧଳାଜହର କାରବାରର ହବ୍ ପାଲଟିଛି ଖୋର୍ଦ୍ଧା। ଯେତିକି ଧରା ହେଉଛି, ସେତିକି ବଢି ଚାଲିଛି। ଆଜି ଖୋର୍ଦ୍ଧା ପୋଲିସକୁ ବଡଧରଣର ସଫଳତା ମିଳିଛି। ଠେଙ୍ଗାହାଟରୁ ଆର୍ଦଶ ଥାନା ପୋଲିସ ୫୦ଗ୍ରାମ ବ୍ରାଉନସୁଗାର ସହ ନଗଦ ୧୩ ଲକ୍ଷ ୬୮ହଜାର ଟଙ୍କା, ୫୧୧.୬୭୦ ଗ୍ରାମ ସୁନା, ୮୩୦ ଗ୍ରାମ ରୁପା…

ଓସିଏ ସଭାପତି ଭାବେ ନୂଆ ଇନିଂସ ଆରମ୍ଭ କଲେ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ବେହେରା ପୁନଃ ସମ୍ପାଦକ ନିର୍ବାଚିତ

କଟକ: ଓସିଏ ସଭାପତି ଭାବେ ନୂଆ ଇନିଂସ ଆରମ୍ଭ କଲେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ। ସେହିପରି ସଞ୍ଜୟ ବେହେରା ପୁଣି ଓସିଏ ସମ୍ପାଦକ ଓ ପଙ୍କଜ ଲୋଚନ ମହାନ୍ତି ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। କାରଣ ମୁଖ୍ୟ ବିରୋଧି ଗୋଷ୍ଠୀ ନବ କିଶୋର ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ…

ଫଳକରେ ସୀମିତ ଡିଏମ୍‌ଏଫ୍‌ ରାସ୍ତା:ଗ୍ରାମ୍ୟ ଉନୟନ ବିଭାଗ ରେ ଚାଲିଛି ଲୁଟ

କେନ୍ଦୁଝର : ଖଣି ପ୍ରଭାବିତ ଲୋକ ତଥା ଅଞ୍ଚଳ ଭିତ୍ତିଭୂମିର ବିକାଶ ପାଇଁ ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌)ରୁ ବିଭିନ୍ନ ବିଭାଗ ଜରିଆରେ କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଛି। କିନ୍ତୁ ଉପଯୁକ୍ତ ତଦାରଖ ଅଭାବରୁ ଅନେକ ପ୍ରକଳ୍ପ କାମ ଆରମ୍ଭ କିମ୍ବା ଶେଷ ହୋଇପାରୁନାହିଁ। ଏଭଳି ଦେଖିବାକୁ…

ସୁବର୍ଣ୍ଣପୁର ଜିଲ୍ଲାରେ ୬୩ ତମ ପୋଲିସ ଶହିଦ ଦିବସ ପାଳିତ

 ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପକ୍ଷରୁ ୬୩ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି Iସ୍ଥାନୀୟ ରିଜର୍ଭ ପଡିଆଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୋଗଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହିତ ସହିଦ ସ୍ତମ୍ବରେ…

ଜିଲ୍ଲାସ୍ତରୀୟ ଆୟୋଡିନ ଅଭାବ ଜନିତ ରୋଗ ନିୟନ୍ତ୍ରଣ ଦିବସ ପାଳିତ

ସୁବର୍ଣ୍ଣପୁର : ମଣିଷ ଶରୀର ପାଇଁ ଆୟୋଡିନ ଏକ ଆବଶ୍ୟକୀୟ ଅଣୁ ପୋଷକ ତତ୍ତ୍ଵ, ଯାହା ସ୍ଵାଭାବିକ ଅଭିବୃଦ୍ଧି ଏବଂ ମାନସିକ ବିକାଶ ଘଟିବା ପାଇଁ ଅତି ଆବଶ୍ୟକ। ଉପଯୁକ୍ତ ମାତ୍ରାରେ ଆୟୋଡିନ ଯୁକ୍ତ ଲୁଣ ସେବନ ହିଁ ଆୟୋଡିନ୍ ଅଭାବ ଜନିତ ରୋଗ ନିରାକରଣର ଏକମାତ୍ର ଉପାୟ। ତେଣୁ ହସୁଥିବା ସୂର୍ଯ୍ୟ…