Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ହିଣ୍ଡାଲ୍କୋ ଖଣିକୁ ମିଳିଲା ପ୍ରଥମ ଏଏସ୍ଆଇ ମାନ୍ୟତା
ରାୟଗଡା: ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଗ୍ରଣୀ ଧାତବ କମ୍ପାନୀ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ଓଡ଼ିଶାର ରାୟଗଡା ଜିଲ୍ଲାରେ ଥିବା ତାହାର ବାଫ୍ଲିମାଳି ବକ୍ସାଇଟ ଖଣି ନିମନ୍ତେ ଆଲୁମିନିୟମ ଷ୍ଟିୱାର୍ଡସିପ୍ ଇନିସିଏଟିଭ୍…
୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ନବରଙ୍ଗପୁର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଗା ରକ୍ତଦାନ ଶିବିର
ନବରଙ୍ଗପୁର, ତା. ୧୩.୦୮.୨୦୨୬:(ଶେଖର ଖୁରା ):୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ଆନୁକୂଲ୍ୟରେ ଆଜି ନବରଙ୍ଗପୁର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (UPHC) ପରିସରରେ ଏକ ବିଶାଳ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।…
ଗୁମ୍ମାରେ ଗୋଟିଏ ଘରୁ ଏଵଂ ଦୋକାନରୁ ଚୋରି ।
ଗଜପତି,୧୩.୮(ମନୋଜ ପାଢ଼ୀ) :-ଗଜପତି ଜିଲା ଅନ୍ତର୍ଗତ ଗୁମ୍ମା ବ୍ଳକ୍ ସଦରମହକୁମା ହାଟପଦା ନିକଟସ୍ଥ ବିଏସଏନଏଲ୍ ଟାୱାର ଅଞ୍ଚଳର ଗୋଟିଏ ଘରୁ ଏଵଂ ଦୋକାନରୁ ଚୋରି ହୋଇଥିବା ସୂଚନା ମିଳିଛି। ଏହି ଅଞ୍ଚଳର ବିଜୟ ଗମାଙ୍ଗଙ୍କ ଘର କବାଟ ଓ ଆଲମିରା ଭାଙ୍ଗି ୭୦,୦୦୦/- ଟଙ୍କା ସହିତ ଘରୁ ଅନ୍ୟାନ୍ୟ…
କାଦୁଅ ରାସ୍ତାରେ ଚାଲି ଗ୍ରାମରେ ପହଞ୍ଚିଲେ, ଚାଷୀଙ୍କ ସହ ଜମିରେ ମିଶିଲେ ବିଧାୟକ।
ଗଜପତି,୧୩.୮ (ମନୋଜ ପାଢ଼ୀ) :ଚାଷୀ, ମୂଲିଆ ଓ ଆଦିବାସୀଙ୍କ ଦୁଃଖ-ସୁଖରେ ସାମିଲ ହୋଇ ସେମାନଙ୍କ ସହ ମାଟିରେ ମିଶିବାର ଏକ ଭାବପ୍ରବଣ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ଗୁଟିପାଡୁ ଗ୍ରାମରେ। ଖାରଡା ପଞ୍ଚାୟତ ଅଧୀନ ଏହି ଗ୍ରାମକୁ ବିଧାୟକ ରୂପେଶ ପାଣିଗ୍ରାହୀ…
ସାମାଜିକ କଲ୍ୟାଣ ଯୋଜନା ସଚେତନତା ଶିବିର ଅନୁଷ୍ଠିତ।
ଗଜପତି,୧୩.୮(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ) ପକ୍ଷରୁ ଜିଲ୍ଲା ଜଜ୍-ତଥା-ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଡିଏଲଏସଏ, ଗଜପତିର ସଚିବ ଶ୍ରୀ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ବାଇଝାଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ସଭାଗୃହରେ ଏକ…
ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ଆୟୋଜିତ ହେଲା ଆନ୍ତର୍ଜାତିକ ଯୁବ ଦିବସ
ବାଲେଶ୍ଵର,୧୩/୮(କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ସ୍ଥାନୀୟ ସ୍ରଷ୍ଟା ନାଟ୍ୟାଳୟ ସଭାଗୃହରେ ଆନ୍ତର୍ଜାତିକ ଯୁବ ଦିବସ ପାଳିତ ହୋଇଯାଇଛି।
ଏଥିରେ ପୌରୋହିତ୍ୟ କରି ଅନୁଷ୍ଠାନର ସଭାପତି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ଯୁବସମାଜ ଉଦ୍ଦେଶ୍ୟରେ କହିଲେ ଯେ କଠିନ…
ବେଆଇନ ବାଲି ଚାଲାଣ ଅଭିଯୋଗରେ ହାଇୱା ଜବତ।
ଗଜପତି,୧୩.୮(ମନୋଜ ପାଢ଼ୀ) :- ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅଧୀନସ୍ଥ ଲିଙ୍ଗିପୁର ଗ୍ରାମ ପାର୍ଶ୍ୱରୁ ଗଣ୍ଡାହାତୀ ଗ୍ରାମ ଆଡକୁ ବେଆଇନ ବାଲି ବୋଝେଇ ହାଇୱା ଆସୁଥିବା ଖବର ପାଇ ଗାରାବନ୍ଧ ଥାନା କର୍ମଚାରୀ ସଦଳବଳେ ହରିଶ୍ଚନ୍ଦ୍ରପୁର ଛକ ଠାରେ ବାଲି ବୋଝେଇ ଟ୍ରକ…
ରାୟଗଡ଼ାରେ ୮୦ତମ ସ୍ୱାଧୀନତା ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି: ଶେଷ ହେଲା ପ୍ୟାରେଡ୍ ଅଭ୍ୟାସ।
ରାୟଗଡା,୧୩/୪ : ଆସନ୍ତା ଶନିବାର ଦିନ ଅନୁଷ୍ଠିତ ହେବ ୮୦ତମ ସ୍ୱାଧୀନତା ଦିବସ। ଏହି ଦିବସ କୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ପାଇଁ ରାୟଗଡାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ରାୟଗଡା ସଦର ପିଏମଶ୍ରୀ ଶ୍ରୀ…
କୁଷ୍ଠ ରୋଗ ମୁକ୍ତ ଜିଲ୍ଲା ହେବ ବୌଦ୍ଧ ;୧୭ ଅଗଷ୍ଟ ରୁ ଅଭିଯାନ ଆରମ୍ଭ
ବୌଦ୍ଧ: ବୌଦ୍ଧ ଜିଲ୍ଲାକୁ କୁଷ୍ଠ ରୋଗମୁକ୍ତ ଜିଲ୍ଲାରେ ପରିଣତ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ଅଭିଯାନ ଆରମ୍ଭ କରାଯିବ। ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଏକ ସମନ୍ୱୟ…
ସୀମାନ୍ତ ଅଞ୍ଚଳରେ ସରକାରୀ ବିଦ୍ୟାଳୟର ଦୁରବସ୍ଥା ଓ ଜଳସଙ୍କଟ ଉଦବେଗଜନକ
ଗଜପତି,୧୩.୮(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ସଦର ବ୍ଲକ ଗୋଷାଣି ଅନ୍ତର୍ଗତ ଲାବନ୍ୟଗଡ ଗ୍ରାମ ପଞ୍ଚାୟତର ଏସ୍. ମାରିଙ୍ଗି, ସରକାରୀ ପ୍ରାଥମିକ ବିଦ୍ୟାଳୟର ଦୁରବସ୍ଥା ଉଦବେଗଜନକ ରହିଛି। ଏହି
ବିଦ୍ୟାଳୟରେ ମାତ୍ର ଦୁଇଜଣ ଶିକ୍ଷକ ଅବସ୍ଥାପିତ ଥିବା ବେଳେ ଜଣେ ପ୍ରଧାନଶିକ୍ଷକ ଦାୟିତ୍ୱ…