Browsing Category

ଜିଲ୍ଲା

ପାଟ୍ରୋଲିଂ ସମୟରେ ବିପୁଳ ପରିମାଣର ପାନ ମସଲା ଜବତ ।

ମୋହନା,୧୨ା୮(ମନୋଜ ପାଢ଼ୀ): ଗଜପତି ଜିଲା ଆଡ଼ବା ଥାନା ପୋଲିସ ଏମ୍ଭି ଯାଞ୍ଚ ଓ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ସନ୍ଦିଗ୍ଧ ପାନ ମସଲା ଓ ତମାଖୁଜାତ ସାମଗ୍ରୀ ଜବତ କରିଛି। ବୁଧବାର ସକାଳେ ଏନ୍‌ଏଚ-୨୩୬ର ୩ ନମ୍ବର ନିକଟରେ ଓଡି-୦୭-ଏୟୁ-୨୯୭୨ ନମ୍ବର ବିଶିଷ୍ଟ ଏକ ମାଲବାହୀ ଟ୍ରକ୍‌କୁ ପୋଲିସ…

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ରେ ନେସନାଲ୍ ରିମୋଟ ସେନ୍ସିଙ୍ଗ ଦିବସ ୨୦୨୬ ପାଳିତ ।

ଗଜପତି,୧୨.୮(ମନୋଜ ପାଢ଼ୀ)-: ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଅଡିଟରିଅମ ହଲ ଠାରେ ଆଜି ନେସନାଲ ରିମୋଟ ସେନ୍ସିଙ୍ଗ ଦିବସ ୨୦୨୬ ପାଳନ ଅବସରରେ ଏକ ବିଶେଷଜ୍ଞ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରିମୋଟ ସେନ୍ସିଙ୍ଗ…

ସାପକାମୁଡାରେ ଜଣେ ମୃତ

ପଟ୍ଟାମୁଣ୍ଡାଇ.୧୨/୮: ପଟ୍ଟାମୁଣ୍ଡାଇର ବ୍ଲକ ଅନ୍ତର୍ଗତ ଶାସନ ଗ୍ରାମର ପ୍ରକାଶ କୁମାର ମଳିକ(୪୨ )ଙ୍କ ସାପ କାମୁଡା ରେ ମୃତ୍ୟୁ ଘଟିଛି । ପ୍ରକାଶ ନିଜ ଦୋକାନରେ ବସିଥିବା ବେଳେ ଏକ ବୋଡା ସାପ କାମୁଡି ଦେଇଥିଲା । ତେବେ ସେ ସାପ କାମୁଡିବା କଥା ଜାଣିପାରିଲେ ନାହିଁ I ଫଳରେ ଦିନକ ପରେ ତାର…

ପଟ୍ଟାମୁଣ୍ଡାଇ ପୋଲିସର ବଡ ସଫଳତା: ଚୋରୀର ୨୪ଘଣ୍ଟା ମଧ୍ୟରେ ୩ଚୋର ଗିରଫ, କୋର୍ଟ ଚାଲାଣ

ପଟ୍ଟାମୁଣ୍ଡାଇ୧୨/୮:ପଟ୍ଟାମୁଣ୍ଡାଇ ବଜାର ସମେତ ବେଲତଳ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚୋରୀ ଘଟଣା ପଟ୍ଟାମୁଣ୍ଡାଇ ପୋଲିସ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା I ଚୋର ଦଳକୁ ଗିରଫ କରି ସମସ୍ତ ଚୋରୀ ଘଟଣାର ପର୍ଦାଫାଶ କରିବା ପାଇଁ କେନ୍ଦ୍ରାପଡ଼ା ଏସ ପି ସିଦ୍ଧାର୍ଥ କଟାରିଆଙ୍କ…

ରେଢ଼ାଖୋଲ ଇକୋ ପାର୍କର ଯଥା ଶୀଘ୍ର ପୁନରୁଦ୍ଧାର କରାଯାଉ: ଇଂ ରୋହିତ ପୂଜାରୀ।

ସମ୍ବଲପୁର ତା ୧୨/୦୮/୨୦୨୬:  ରିଖ ରେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡ଼ି ସଭାପତି ଇଂ ରୋହିତ ପୂଜାରୀ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି ଯେ ବହୁ ପ୍ରତିକ୍ଷୀତ ରେଢ଼ାଖୋଲ ଠାରେ ୨୦୨୩ ମସିହାରେ ଉଦ୍ଘାଟିତ ହୋଇଥିବା ଇକୋ ପାର୍କର ପୁନରୁଦ୍ଧାର କରିବା ପାଇଁ ଦାବି କରିଛନ୍ତି। ଇଂ…

ଘରେ ଘରେ ତିରଙ୍ଗା–୨୦୨୬’ ଅଭିଯାନ : ଜିଲ୍ଲାପାଳଙ୍କ ଦ୍ୱାରା ସାମ୍ବାଦିକ ସମ୍ମିଳନୀ

ରାୟଗଡା, ୧୨ ଅଗଷ୍ଟ ୨୦୨୬ (ଭି ଗୌରୀଶଙ୍କର) : ସ୍ୱାଧୀନତା ଦିବସ ପାଳନ ଅବସରରେ ସାରା ଦେଶରେ ‘ଘରେ ଘରେ ତିରଙ୍ଗା–୨୦୨୬’ ଅଭିଯାନ ଚଳିତ ବର୍ଷ ୯ ଅଗଷ୍ଟରୁ ୧୭ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ମହାସମାରୋହରେ ପାଳନ କରାଯାଉଛି। ଏହି ଅଭିଯାନକୁ ଜନସାଧାରଣଙ୍କ ମଧ୍ୟରେ ଅଧିକ ବ୍ୟାପକ ଓ ସଫଳ କରିବା…

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆନ୍ତର୍ଜାତୀୟ ଯୁବ ଦିବସ ପାଳନ

ରାୟଗଡା (ଭି ଗୌରୀଶଙ୍କର) : ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ଦାମୋଦର ରଥ ଙ୍କ ପୌରହିତ୍ୟରେ ଏବଂ ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ତତ୍ୱାବଧାନରେ ଅଦ୍ୟ ତା-୧୨.୦୮.୨୦୨୬ ରିଖ ସ୍ଥାନୀୟ ମିଟ୍ସ କଲେଜ,…

କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ନୀଳଗିରି ଓ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟର ଉନ୍ନତୀକରଣ ପାଇଁ ୩.୧୦ କୋଟି ଟଙ୍କାର…

ବାଲେଶ୍ୱର, ୧୨ ଅଗଷ୍ଟ (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଜ୍ୟସଭା ସାଂସଦ ତଥା କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାଂସଦ ସ୍ଥାନୀୟ କ୍ଷେତ୍ର…

ରକ୍ତଦାନର ରକ୍ତିମ ବିପ୍ଳବର ନାୟକ : ସିମନ କୁମାର ଦାସ ମହାପାତ୍ର

ବାଲେଶ୍ୱର :କୃଷ୍ଣ କୁମାର ମହାନ୍ତି :ମାନବ ସେବା ହିଁ ଈଶ୍ୱର ସେବା। ଏହି ମହାନ ଆଦର୍ଶକୁ ଜୀବନର ମୂଳମନ୍ତ୍ର ଭାବେ ଗ୍ରହଣ କରି ନିଜକୁ ସମାଜସେବାରେ ସମର୍ପିତ କରିଛନ୍ତି ବାଲେଶ୍ୱରର ଯୁବ ସମାଜସେବୀ ସିମନ କୁମାର ଦାସ ମହାପାତ୍ର। ରକ୍ତଦାନ ଆନ୍ଦୋଳନରୁ ଆରମ୍ଭ କରି ରୋଗୀ ସେବା, ବିପର୍ଯ୍ୟୟ…

ରାୟଗଡ଼ ସହର ବିଦ୍ୟା ନଗର ଚତୁର୍ଥ ଗଳି ଓ ନାଳରୁ ଉଠୁନି ଅଳିଆ

ରାୟଗଡ଼ : ରାୟଗଡ଼ ସହର ବିଦ୍ୟା ନଗର ଚତୁର୍ଥ ଗଳି ରାସ୍ତା ଓ ନାଳଗୁଡିକରୁ ଉଠୁନି ଓଳିଆ ବୋଲି ସ୍ଥାନିୟ ଲୋକ ଅଭିଯୋଗ କରିଛନ୍ତି। "ସୁସ୍ଥ ରାୟଗଡ଼ ସ୍ବଚ୍ଛ ରାୟଗଡ଼" ନାରା ଦେଉଥିବା ପୌର ପରିଷଦର ବ୍ୟାନର ଓ କାଗଜ କଲମରେ ସୀମିତ ଥିଲା ଭଳି ମନେ ହେଉଛି। ରାୟଗଡ଼ ସହରରେ ଦିନକୁ ଦିନ ପରିମଳ…