Browsing Category

ଜିଲ୍ଲା

ବନ୍ୟା ସ୍ରୋତରେ ଭାସି ଜଣେ ନିଖୋଜ

​ଧାମନଗର:ଧାମନଗର ବ୍ଲକ୍ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗୋବିନ୍ଦ ଯେନାଙ୍କ ପୁଅ ଗଣେଶ ଯେନା (୪୫) ଶୁକ୍ରବାର ବନ୍ୟା ସ୍ରୋତରେ ଭାସିଯାଇ ନିଖୋଜ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗଣେଶ ଚାଷ କାର୍ଯ୍ୟ ପାଇଁ ବିଲକୁ ଯାଇଥିଲେ। ଘରକୁ ଫେରିବା ସମୟରେ…

ପୁରୀରେ ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ: ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ଵର: ପୁରୀ ରେଳ ଷ୍ଟେସନ ନିକଟରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ଆଜି ତାଳଚେରରୁ ପୁରୀ ଯାଉଥିବା ଏକ MEMU ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା। ପୁରୀ ରେଳ ଷ୍ଟେସନରୁ ମାତ୍ର ୫୦୦ ମିଟର ଦୂରରେ ପ୍ଲାଟଫର୍ମ ନମ୍ବର ୩ ନିକଟରେ ଏହି ଘଟଣା ଘଟିଥିଲା। ସୌଭାଗ୍ୟବଶତଃ, ଟ୍ରେନ୍ ଟି ଧୀର…

*ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଏଡ଼ସ ସମ୍ପର୍କିତ କର୍ମଶାଳା ଉଦଘାଟିତ ।

ଗଜପତି,୧୪.୮(ମନୋଜ ପାଢ଼ୀ):- ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିଟିସି ସଂଯୋଜକ ଶକ୍ତି ପ୍ରସାଦ ପଟ୍ଟନାୟକ, ଏସଡବ୍ଳଡବ୍ଳଏସର ପ୍ରକଳ୍ପ ମ୍ୟାନେଜର ପି.ସୁନିତା, ସଂଯୋଜକ ସୁନୀଲ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ଏଚଆଇଭି / ଏଡ଼ସର…

*ଜିଲ୍ଲାପାଳଙ୍କ ଗୋଷାଣି ବ୍ଲକ୍ ପରିଦର୍ଶନ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ।

ଗଜପତି,୧୪.୮(ମନୋଜ ପାଢ଼ୀ):- ଗଜପତି ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଗୋଷାଣୀ ବ୍ଲକ୍ ପରିଦର୍ଶନ କରି ପଞ୍ଚାୟତ ସମିତି ଅଧୀନରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ। ଜିଲ୍ଲାପାଳ ବ୍ଲକର ବିଭିନ୍ନ ବିଦ୍ୟାଳୟ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ବୁଲି…

*ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଭୂପତି ଉତ୍ତମ ସେବା ପାଇଁ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ…

ଗଜପତି,୧୪.୮(ମନୋଜ ପାଢ଼ୀ):-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଭୂପତିଙ୍କୁ ତାଙ୍କର ଉତ୍ତମ ସେବା, କର୍ତ୍ତବ୍ୟନିଷ୍ଠା ଏବଂ ଅପରାଧ ନିୟନ୍ତ୍ରଣ ଦିଗରେ ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶା ପୋଲିସର ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର…

ଫୁଲୁଛି ବୁଢ଼ାବଳଙ୍ଗ, ବଢ଼ୁଛି ବିପଦ: ଜଳବନ୍ଦୀ ଅନେକ ପରିବାର

ମୟୁରଭଞ୍ଜ : ଲଗାଣ ବର୍ଷାରେ ବେତନଟୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ଲଗାତାର ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବଢ଼ିବା ସହ ବିପଦସଂକେତ ଉପରେ ପ୍ରବାହିତ ହେଉଛି। ଗତ ୨୪ ଘଣ୍ଟାରେ ଅଞ୍ଚଳରେ ୧୭୦ ମିମି ବର୍ଷା ରେକର୍ଡ ହୋଇଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଆହୁରି…

ମାଥିଲି ଆଇ.ଟି.ଆଇ.ରେ ଇଭି ଟେକ୍ନୋଲୋଜି ଉତ୍କର୍ଷ କେନ୍ଦ୍ରର ଭିତ୍ତିପ୍ରସ୍ତର ରଖିଲେ ଶିଳ୍ପ ମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ମାଥିଲି ସରକାରୀ ଆଇ.ଟି.ଆଇ.ରେ ୪.୮ କୋଟି ଟଙ୍କା ବ୍ୟୟବରାଦରେ ନିର୍ମିତ ହେବାକୁ ଥିବା ‘ଇଲେକ୍ଟ୍ରିକ୍ ଭେହିକିଲ୍ ଟେକ୍ନୋଲୋଜି’ର ଉତ୍କର୍ଷ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର…

ଚନ୍ଦ୍ରଗିରି ସଉରା ଲ୍ୟାମ୍ପ ସଭାପତିଙ୍କ ପରଲୋକ ।

ମୋହନା, 13/08/2026 : ଗଜପତି ଜିଲ୍ଲା ଚନ୍ଦ୍ରଗିରିସ୍ଥିତ ସଉରା ଲ୍ୟାମ୍ପର ସଭାପତି ତଥା ଅଞ୍ଚଳର ଜଣେ ବରିଷ୍ଠ ସମାଜସେବୀ ଲମ୍ବୋଦର ବିଷୋୟୀରତ୍ନଙ୍କର ବୁଧବାର ରାତି ପ୍ରାୟ ୧୧ଟା ୩୦ ମିନିଟ୍‌ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 68 ବର୍ଷ ବୟସ ହୋଇଥିଲା। ବୁଧବାର ହଠାତ୍ ତାଙ୍କର…

ସଞ୍ଜୟ ଲେଙ୍କା ବିଜୁଜନତା ଦଳ କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକ ଭାବେ ଗୁରୁଦାୟିତ୍ଵ ବହନ କଲେ !

ପଟ୍ଟାମୁଣ୍ଡାଇ ୧୩/୮: ବରିଷ୍ଠ ବିଜେଡି ନେତା ସଞ୍ଜୟ କୁମାର ଲେଙ୍କା କେନ୍ଦ୍ରାପଡା ଜିଲ୍ଲା କମିଟିରେ ସମ୍ପାଦକ ଭାବେ ଗୁରୁଦାୟିତ୍ଵ ବହନ କରିଛନ୍ତି । ଶ୍ରୀ ଲେଙ୍କା ୨୦୦୭ ମସିହାରେ ଵଡମୂଳଵସନ୍ତ ପଞ୍ଚାୟତର ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ।ପରେ ୨୦୧୭ ମସିହାରେ ପଟ୍ଟାମୁଣ୍ଡାଇ ବ୍ଲକର…

ଗଜପତି ଜିଲ୍ଲାସ୍ତରୀୟ ସ୍ମାର୍ଟ ଓଡ଼ିଶା ହ୍ୟାକାଥନ୍ ୩.୦ : ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ..।

ଗଜପତି,୧୩.୮(ମନୋଜ ପାଢ଼ୀ)-:ଭାରତର ଅଭିନବ ଚିନ୍ତାଧାରା ଓ ସମସ୍ୟା ସମାଧାନର ଏକ ଅନନ୍ୟ ମଞ୍ଚ ‘ସ୍ମାର୍ଟ ଓଡ଼ିଶା ହ୍ୟାକାଥନ୍ ୩.୦’ ଏବଂ ‘ଓଡ଼ିଆ ପ୍ରେନ୍ୟୁର୍ – ସ୍ମାର୍ଟ ଓଡ଼ିଶା ହ୍ୟାକାଥନ୍’ର ଗଜପତି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ମ୍ୟୁନିସିପାଲିଟି…