Browsing Category

କେନ୍ଦୁଝର

ଜନ୍ମମାଟିରେ ପହଞ୍ଚିଲା ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର

କେନ୍ଦୁଝର: ଜନ୍ମମାଟିରେ ପହଞ୍ଚିଲା ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର। ଆଜି ଗାଁ ଶ୍ମଶାନରେ ହେବ ଅନ୍ତିମ ସଂସ୍କାର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ। ସୁଶାନ୍ତଙ୍କ ପାର୍ଥିବ ଶରୀର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ପହଞ୍ଚିବା ପରେ ବିଶାଳ ଶୋଭାଯାତ୍ରରେ…

ଉଦ୍ଧାର ହେଲା ଗର୍ଭବତୀ ନାବାଳିକା

କେନ୍ଦୁଝର: ଦୁଷ୍କର୍ମର ଶିକାର ହୋଇ ୭ ମାସର ଗର୍ଭବତୀ ହୋଇଥିବା ନାବାଳିକାଙ୍କୁ ତାଙ୍କ ବାପା ଦୁ‌ର୍ଷ୍କମକାରୀଙ୍କ ଘରେ ଛାଡ଼ି ଦେଇଥିଲେ। ଏ ସଂପର୍କରେ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆଜି ସକାଳେ ଆଶାଦିଦି, ଅଙ୍ଗନବାଡ଼ି କର୍ମୀ ଓ…

ପାଟଣା ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ, ଥରିଲା ସବୁକିଛି

ପାଟଣା,୨୭ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟରେ ସୋମବାର ପୂର୍ବାହ୍ନରେ ୨ ଥର ପ୍ରଚଣ୍ତ ଶବ୍ଦ ଶୁଣିବାକୁ ମିଳିଛି। ଫଳରେ ଭୂମି ସହ ଘର କାନ୍ଥ, ଝରକା, କବାଟ ଥରି ଉଠିବା ଲୋକେ ଅନୁଭବ କରି ଭୟଭୀତ ହୋଇଛନ୍ତି। ଏହାକୁ କେହି ମୃଦୁ ଭୂକମ୍ପର ଝଟ୍‌କା କହୁଥିବା ବେଳେ କେହି…

କେନ୍ଦୁଝରରେ ଉନ୍ନତମାନର ଚିକିତ୍ସା ସୁବିଧା ମିଳିପାରିବ, ଜିଲ୍ଲାବାସୀଙ୍କୁ ଆଉ କଟକ-ଭୁବନେଶ୍ବର ଯିବାକୁ ପଡ଼ିବନି:…

କେନ୍ଦୁଝର : କେନ୍ଦୁଝରରେ ମେଡିକାଲ କଲେଜ ସହ ଏକ କ୍ୟାନସର ଚିକିତ୍ସା କେନ୍ଦ୍ର ଓ ନର୍ସିଂ କଲେଜ ପାଇଁ ଭିତ୍ତିଭୂମି ଦିଆଯାଇଛି ଏବଂ ଏହା ଖୁବଶୀଘ୍ର ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଗସ୍ତ କରି ସେଠାରେ ନବନିର୍ମିତ ଧରଣୀଧର ମେଡିକାଲ କଲେଜ ଓ ହସ୍‌ପିଟାଲ ଲୋକାର୍ପଣ…

ଚାନ୍ଦା ଆଦାୟକୁ ନେଇ ଟ୍ରଲର ଡ୍ରାଇଭରଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଯୋଡ଼ା: କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ବୈଦ୍ୟନାଥ ହୋଟେଲ ପଛ ପାଖରେ ଗତକାଲି ରାତ୍ରିରେ ଚାନ୍ଦା ଆଦାୟକୁ ନେଇ ଟ୍ରଲର ଡ୍ରାଇଭରଙ୍କୁ ଦୁର୍ବୃତ୍ତମାନେ ଛୁରାମାଡ଼ କରିଥଇବାର ଖବର ମିଳିଛି। ତାଙ୍କଠାରୁ ଦୁର୍ବୃତ୍ତମାନେ ଟଙ୍କା ଲୁଟିନେଇଥିବା ବି ଜଣାଯାଇଛି। ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ…

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ପଦ୍ମପୁର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଗୋବର୍ଦ୍ଧନ ପଞ୍ଚାୟତ ସେଣ୍ତକାପ ଭାଲିଆପତଳା ସାହି ନିକଟ ଏକ ଆମ୍ବଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ମୃତକ ହେଲେ ସାହିର ବିରଞ୍ଚି ନାଏକଙ୍କ ପୁଅ ଚିନ୍ମୟ ନାଏକ (୨୦) ବୋଲି ଜଣାପଡ଼ିଛି। ଆଜି ସକାଳୁ ସାହିର ଲୋକେ ଚଳପ୍ରଚଳ…

ତେଲକୋଇରେ ମାଈହାତୀର ମୃତ୍ୟୁ ଘଟଣା: ଅଭିଯୁକ୍ତ ଗିରଫ

ତେଲକୋଇ/ କେନ୍ଦୁଝର: ଏକ ମାଈହାତୀର ମୃତ୍ୟୁ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତର ନାମ ଚଗୁଲୁ ପାତ୍ର(୨୨) ଏବଂ ତାର ଘର ତେଲକୋଇ ଥାନାର ଶିମି‌ଳିପାଳ ଗାମରେ ବୋଲି ଜଣାଯାଇଛି। ବନବିଭାଗ ପକ୍ଷରୁ ତଦନ୍ତ ପରେ ଚଗୁଲୁ ପାତ୍ରକୁ ଗିରଫ ପରେ ଆଜି କୋର୍ଟଚାଲାଣ କରାଯାଇଥିବାର…

ବଞ୍ଚୋ ବାଲିଘାଟରେ ୧୪୪ ଧାରା ଜାରି

ହାଟଡିହି : ହାଟଡିହି ତହସିଲ ଅଧୀନ ବଞ୍ଚୋ ବାଲିଘାଟରେ ବାଲି ଚୋରା ଚାଲାଣ ରୋକିବାକୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ତରଭା ବାଲିଘାଟ ବନ୍ଦ ହେବା ପରେ ଏହି ଘାଟରୁ ନିୟମିତ ବାଲି ଚାଲାଣ ହେଉଥିଲା। ଏନେଇ ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ କରାଯିବା ପରେ ମଧ୍ୟ ମାଫିଆମାନେ ଖାତିର…

ସୌରଶକ୍ତି ଚାଳିତ ପାନୀୟଜଳ ପ୍ରକଳ୍ପ ଅଚଳ

କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ୍‌ ନେଲୁଙ୍ଗ ପଞ୍ଚାୟତ ମଥୁରାମଣ୍ଡଳି ଗ୍ରାମରେ ଜଳ ସଂକଟ ଦେଖାଦେଇଛି। ଗ୍ରାମାବସୀଙ୍କ ଅଭିଯୋଗ ଅନୁଯାୟୀ ବର୍ଷତମାମ ଏହି ଗ୍ରାମରେ ପାନୀୟଜଳ ସମସ୍ୟା ରହିଥାଏ। ଏହାର ସ୍ଥାୟୀ ସମାଧାନ ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ଫାଇଦା…

ସୂର୍ଯ୍ୟପରାଗ ପାଇଁ ବନ୍ଦ ରହିବ ଘଟଗାଁ ମା ତାରିଣୀ ମନ୍ଦିର

ଆସନ୍ତା ୨୫ ତାରିଖ ସୂର୍ଯ୍ୟପରାଗ ପାଇଁ  କେନ୍ଦୁଝର ଜିଲ୍ଲା ଘଟଗାଁ ସ୍ଥିତ ମା ତାରିଣୀ ମନ୍ଦିର ବନ୍ଦ ରହିବ । ୨୪ ତାରିଖ ସନ୍ଧ୍ୟା ଆଳତୀ ପରେ ମନ୍ଦିର ବନ୍ଦ ରହିବ ବୋଲି ସ୍ଥିର କରାଯାଇଛି । ୨୬ ତାରିଖ ପ୍ରାତଃ ସମୟରେ ମାଙ୍କ ଦୈନନ୍ଦିନ ନୀତିକାନ୍ତି ସ୍ନାନ, ମାଜଣା, ବଡ଼ସିଂହାର ବେଶ ସମ୍ପନ୍ନ…