Sign in
Sign in
Recover your password.
A password will be e-mailed to you.
Browsing Category
କେନ୍ଦୁଝର
ତେଲକୋଇରେ ମାଈହାତୀର ମୃତ୍ୟୁ ଘଟଣା: ଅଭିଯୁକ୍ତ ଗିରଫ
ତେଲକୋଇ/ କେନ୍ଦୁଝର: ଏକ ମାଈହାତୀର ମୃତ୍ୟୁ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତର ନାମ ଚଗୁଲୁ ପାତ୍ର(୨୨) ଏବଂ ତାର ଘର ତେଲକୋଇ ଥାନାର ଶିମିଳିପାଳ ଗାମରେ ବୋଲି ଜଣାଯାଇଛି। ବନବିଭାଗ ପକ୍ଷରୁ ତଦନ୍ତ ପରେ ଚଗୁଲୁ ପାତ୍ରକୁ ଗିରଫ ପରେ ଆଜି କୋର୍ଟଚାଲାଣ କରାଯାଇଥିବାର…
ବଞ୍ଚୋ ବାଲିଘାଟରେ ୧୪୪ ଧାରା ଜାରି
ହାଟଡିହି : ହାଟଡିହି ତହସିଲ ଅଧୀନ ବଞ୍ଚୋ ବାଲିଘାଟରେ ବାଲି ଚୋରା ଚାଲାଣ ରୋକିବାକୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ତରଭା ବାଲିଘାଟ ବନ୍ଦ ହେବା ପରେ ଏହି ଘାଟରୁ ନିୟମିତ ବାଲି ଚାଲାଣ ହେଉଥିଲା। ଏନେଇ ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ କରାଯିବା ପରେ ମଧ୍ୟ ମାଫିଆମାନେ ଖାତିର…
ସୌରଶକ୍ତି ଚାଳିତ ପାନୀୟଜଳ ପ୍ରକଳ୍ପ ଅଚଳ
କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ୍ ନେଲୁଙ୍ଗ ପଞ୍ଚାୟତ ମଥୁରାମଣ୍ଡଳି ଗ୍ରାମରେ ଜଳ ସଂକଟ ଦେଖାଦେଇଛି। ଗ୍ରାମାବସୀଙ୍କ ଅଭିଯୋଗ ଅନୁଯାୟୀ ବର୍ଷତମାମ ଏହି ଗ୍ରାମରେ ପାନୀୟଜଳ ସମସ୍ୟା ରହିଥାଏ। ଏହାର ସ୍ଥାୟୀ ସମାଧାନ ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ଫାଇଦା…
ସୂର୍ଯ୍ୟପରାଗ ପାଇଁ ବନ୍ଦ ରହିବ ଘଟଗାଁ ମା ତାରିଣୀ ମନ୍ଦିର
ଆସନ୍ତା ୨୫ ତାରିଖ ସୂର୍ଯ୍ୟପରାଗ ପାଇଁ କେନ୍ଦୁଝର ଜିଲ୍ଲା ଘଟଗାଁ ସ୍ଥିତ ମା ତାରିଣୀ ମନ୍ଦିର ବନ୍ଦ ରହିବ । ୨୪ ତାରିଖ ସନ୍ଧ୍ୟା ଆଳତୀ ପରେ ମନ୍ଦିର ବନ୍ଦ ରହିବ ବୋଲି ସ୍ଥିର କରାଯାଇଛି । ୨୬ ତାରିଖ ପ୍ରାତଃ ସମୟରେ ମାଙ୍କ ଦୈନନ୍ଦିନ ନୀତିକାନ୍ତି ସ୍ନାନ, ମାଜଣା, ବଡ଼ସିଂହାର ବେଶ ସମ୍ପନ୍ନ…
ଫଳକରେ ସୀମିତ ଡିଏମ୍ଏଫ୍ ରାସ୍ତା:ଗ୍ରାମ୍ୟ ଉନୟନ ବିଭାଗ ରେ ଚାଲିଛି ଲୁଟ
କେନ୍ଦୁଝର : ଖଣି ପ୍ରଭାବିତ ଲୋକ ତଥା ଅଞ୍ଚଳ ଭିତ୍ତିଭୂମିର ବିକାଶ ପାଇଁ ଜିଲା ଖଣିଜ ପାଣ୍ଠି(ଡିଏମ୍ଏଫ୍)ରୁ ବିଭିନ୍ନ ବିଭାଗ ଜରିଆରେ କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଛି। କିନ୍ତୁ ଉପଯୁକ୍ତ ତଦାରଖ ଅଭାବରୁ ଅନେକ ପ୍ରକଳ୍ପ କାମ ଆରମ୍ଭ କିମ୍ବା ଶେଷ ହୋଇପାରୁନାହିଁ। ଏଭଳି ଦେଖିବାକୁ…
ମୁକୁନ୍ଦପୁରପାଟଣା ସରପଞ୍ଚଙ୍କୁ କ୍ଲିନଚିଟ, ମାମଲା ଖାରଜ କଲେ ମାନ୍ୟବର ଲୋକପାଳ
ରାଜ୍ୟର ସର୍ବଶ୍ରେଷ୍ଠ ପଞ୍ଚାୟତ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁରପାଟଣା ତଥା ଜାତୀୟ ପୁରସ୍କାରପ୍ରାପ୍ତ ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀଙ୍କ ନାମେ ଆସିଥିବା ଦୁର୍ନୀତି ଅଭିଯୋଗକୁ ମାନ୍ୟବର ଲୋକଯୁକ୍ତ ଖାରଜ କରିଦେଇଥିବା ଜଣାପଡିଛି l ଉଲ୍ଲେଖନୀୟଯେ କ୍ରମାଗତ ଭାବେ…
ଆରପାରିରେ ‘କେନ୍ଦୁଝର ଟୋକା’ର ଗାୟକ
ବଡ଼ବିଲ : ଲୋକପ୍ରିୟ ‘କେନ୍ଦୁଝର ଟୋକା’ ଗୀତ ଗାଇ କେନ୍ଦୁଝର ଜିଲ୍ଲାରେ ଚର୍ଚ୍ଚାକୁ ଆସିଥିବା ବିଶ୍ବଜିତ ସିଦୁ ଓରଫ (ବଜରଙ୍ଗୀ)ଙ୍କ ୩୪ ବର୍ଷ ବୟସରରେ ପରଲୋକ ଘଟିଛି। ସେ ପୂର୍ବତନ ଚମ୍ପୁଆ ବିଧାୟକ ତଥା ବିଜେଡି ରାଜ୍ୟ ସମ୍ପାଦକ ଧନୁର୍ଜୟ ସିଦୁ ଓ ସରସ୍ୱତୀ ସିଦୁଙ୍କ ଏକମାତ୍ର ପୁତ୍ର।…
ନିଆଁ ଲଗାଇବା ପରେ ହାଣି ଦେଲେ
କେନ୍ଦୁଝର: କେନ୍ଦୁଝର ସଦର ଥାନା ଅଧୀନ ହୁଣ୍ଡୁଳା ଗ୍ରାମରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ଯୁବକଙ୍କ ଘରେ ପେଟ୍ରୋଲ ଢାଳି ନିଅଁା ଲଗାଇଦେବା ସହ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ପ୍ରଣବ ମହାନ୍ତ (୨୫)। ଘଟଣା ଶନିବାର ରାତିରେ…
ବେଆଇନ ବାଲିଘାଟକୁ ନେଇ ଉତ୍ତେଜନା
ହାଟଡିହି : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ତରଭା ବୈତରଣୀ ବାଲିଘାଟକୁ ନେଇ ତରଭା ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ବିନା ଲିଜ୍ରେ ଏହି ଘାଟରୁ ବର୍ଷବର୍ଷ ଧରି ମାଫିଆମାନେ ବାଲି ଚାଲାଣ କରୁଛନ୍ତି। ଏହାକୁ ରୋକିବା ପାଇଁ ଗ୍ରାମବାସୀ ବାଲିଘାଟ ରାସ୍ତାରେ ଗାତ ଖୋଳି ଗଛ ଲଗାଇ ବାଡ଼…
କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୮ ଦିନରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି।
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୮ ଦିନରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଡିଏମ୍ଓ କିଶୋର ପୃଷ୍ଟି ରବିବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ମାସ ବର୍ତ୍ତମାନ ପର୍ଯ୍ୟନ୍ତ ଡାକ୍ତରଖାନାରେ ୧୨୨ ଜଣ ଶିଶୁ ଭର୍ତ୍ତି ହୋଇଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ…