Browsing Category

ବଲାଙ୍ଗୀର

କୃଷିବୀମା ରାଶି ପ୍ରଦାନ ଦାବିରେ ବଲାଙ୍ଗୀର ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ରେଳରୋକ

ପାଟଣାଗଡ଼: ୨୦୨୧ ଖରିଫ ଋତୁରେ ଭୟାବହ ମରୁଡ଼ି ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ  ବଲାଙ୍ଗୀର ଜିଲ୍ଲାର ୮୦ ଗ୍ରାମପଞ୍ଚାୟତକୁ ବଞ୍ଚିତ ରଖା ଯାଇଥିବା ପ୍ରତିବାଦରେ ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳରୋକ କରାଯାଉଥିବା ଜଣାପଡ଼ିଛି। ଜିଲ୍ଲାର ବଲାଙ୍ଗୀର, ଟିଟିଲାଗଡ଼…

ବଲାଙ୍ଗୀରରେ ଚାଞ୍ଚଲ୍ୟ: ପୌରସଂସ୍ଥାର ମହିଳା କର୍ମଚାରୀଙ୍କୁ ହତ୍ୟା

ବଲାଙ୍ଗୀର: ବଲାଙ୍ଗୀର ସହର ଭିତରେ ପୁଣି ଗଡ଼ିଲା ମୁଣ୍ଡ। ପୌରସଂସ୍ଥାର ଜଣେ ମହିଳା କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ବିଜାଖମନ ନିକଟରେ ଥିବା ପୌରସଂସ୍ଥାର ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିକଟରେ ପଡ଼ିଛି ମହିଳା ପୌର କର୍ମଚାରୀ ଅଷ୍ଟମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ। ଶବ ନିକଟରେ ତାଙ୍କର…

ଟିଟିଲାଗଡ ସରକାରି ଡ଼ାକ୍ତରଖାନାରେ ଡ଼ାକ୍ତର ଏବଂ ଷ୍ଟାଫ କାର୍ଯ୍ୟ କରୁଛନ୍ତି ଚାପରେ ,

ଟିଟିଲାଗଡ :  ଟିଟିଲାଗଡ ସରକାରୀ ଡାକ୍ତରଖାନା ହେଉଛି ସହର, ଆଖପାଖ ଅଞ୍ଚଳ, ପଡୋଶୀ ଜିଲ୍ଳାର ରୋଗୀଙ୍କ ପାଇଁ ପ୍ରଥମ ଚିକିତ୍ସା କେନ୍ଦ୍ର, ଏଠାରେ ଯଦି ଚିକିତ୍ସା ହୋଇ ନ ପାରିବ ତାହାଲେ ବଲାଙ୍ଗିର ଜିଲ୍ଲା ମୂଖ୍ୟ ଡାକ୍ତରଖାନା ଅଥବା ବାହାରକୁ ଯାଆନ୍ତି ଚିକିତ୍ସା କରାଇବା ପାଇଁ।ଯେହେତୁ…

ଦାଦନ ଚାଲାଣ ସନ୍ଦେହ: ଲଜରୁ ୮୦ ଲକ୍ଷ ଟଙ୍କା ଜବତ, ବାହାର ରାଜ୍ୟର ୭ ଜଣ ଅଟକ

ବଲାଙ୍ଗୀର/ କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଏକ ଲଜ୍ ଉପରେ ପୁଲିସ ଚଢ଼ାଉ କରି ୮୦ ଲକ୍ଷ ଟଙ୍କା ଜବତ କରିଥିବାର ଖବର ମିଳିଛି। ଏହାଛଡ଼ା ବାହାର ରାଜ୍ୟର ୭ ଜଣଙ୍କୁ ଥାନାରେ ଅଟକ ରଖିଛି ପୁଲିସ। ସୂଚନା ଅନୁଯାୟୀ, ଗତକାଲି ରାତିରେ ବାହାର ରାଜ୍ୟର ୭ ଜଣ ଲୋକ…

ଚାଷୀଙ୍କୁ ନେଇ ରାଜନୀତି କଲେ ରାଜନେତା: ହଇରାଣ ହେଲେ ଜନତା,

ସଇଁନ୍ତଲା : ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବିଭିନ୍ନ ପଞ୍ଚାୟତର ଚାଷୀମାନେ ଗତ ୨୦୨୧ ମସିହାରେ ଫସଲବୀମା ଟଙ୍କା ପାଇବାରୁ ବଞ୍ଚିତ ହେବା ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ନେଇ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ନେତୃତ୍ୱରେ ଶତାଧିକ ଚାଷୀମାନେ…

ପ୍ରଧାନମନ୍ତ୍ରୀ ଫସଲବୀମା ଦାବି ନେଇ ୨୬ନଂ ଜାତୀୟ ରାଜପଥ ଅବରୋଧ

ବଲାଙ୍ଗୀର : ଲୋଇସିଂହା ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକର କେତେକ ପଂଚାୟତ ୨୦୨୦-୨୧ ପ୍ରଧାମନ୍ତ୍ରୀ ଫସଲ ବୀମା ସହାୟତା ପାଇବାରୁ ବଞ୍ଚିତ ଅଛନ୍ତି l ତେଣୁ ଏହାର ପ୍ରତିବାଦରେ ପୂର୍ବରୁ ୨୬ ଜୁଲାଇରେ ରାଜପଥ ଅବରୋଧ କରିଥିଲେ ସୁଦ୍ଧା ଚାଷୀ କୈାଣସି ସୁଫଳ ପାଇପାରି ନାହାନ୍ତି l ଏହାର…

ବିଧାୟକ ସୁଶାନ୍ତ ସିଂହ ଙ୍କ ଆଶୁ ଆରୋଗ୍ୟ କାମନା କରି ମନ୍ଦିରରେ ଦୀପ ଦାନ

ବଲାଙ୍ଗୀର : ବରଗଡ଼ ଜିଲ୍ଲା  ଭଟଲି ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ଗତ କିଛି ଦିନ ତଳେ ଅସୁସ୍ଥ ହୋଇ ଭୁବନେଶ୍ୱର ଆପଲୋ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ଆଜି ବଲାଙ୍ଗୀର ସହର ଇନ୍ଦିରା ନଗର ପଡା ବାସୀନ୍ଦା ସ୍ଥାନୀୟ ହନୁମାନ…

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଶ୍ରୀମନ୍ଦିର ସୂଚନା ଅଧିକାରୀଙ୍କୁ ୨୫ ହଜାର ଅର୍ଥଦଣ୍ଡ

ବଲାଙ୍ଗିର: (ବିବି ନିୟୁଜ ବ୍ୟୁରୋ) ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ପୂର୍ବ ଜନ ସୂଚନା ଅଧିକାରୀ ଏସ.କେ. ଚାଟାର୍ଜୀ ରତ୍ନ ଭଣ୍ଡାର ଚାବି ଓ ମନ୍ଦିର ପରିଚାଳନା ସମ୍ପର୍କୀୟ କେତେକ ତଥ୍ୟ ଯୁକ୍ତିଯୁକ୍ତ କାରଣ ନଥାଇ ପ୍ରଦାନ କରି ନଥିଲେ ବୋଲି ରାଜ୍ୟ ସୂଚନା କମିଶନ ସଞ୍ଜୟ…

ଭିନ୍ନକ୍ଷମ ସ୍କୁଲରେ ଜିଲ୍ଲା ସ୍ତରୀୟ ମହିଳା ଦୃଷ୍ଟିହୀନ କ୍ରିକେଟ ପ୍ରଶିକ୍ଷଣ ଶିବିର ଉଦଯାପିତ ।

ବଲାଙ୍ଗୀର :(ବିବି ନିୟୁଜ ବ୍ୟୁରୋ)  :  ସ୍ଥାନୀୟ ରେଡ଼କ୍ରସ୍‌ ଭିନ୍ନକ୍ଷମ ବିଦ୍ୟାଳୟ ପ୍ରାଙ୍ଗଣରେ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ ସଂଘ (କାଭି) ଓ ଜିଲ୍ଲା ପ୍ରଶାସନ ବଲାଙ୍ଗିର ମିଳିତ ସହଯୋଗରେ ଦୃଷ୍ଟିହୀନ ମହିଳାଙ୍କ ପାଇଁ ଦୀର୍ଘ ୫ ଦିନ ଧରି କ୍ରିକେଟ ପ୍ରଶିକ୍ଷଣ ଓ ଆତ୍ମରକ୍ଷା କୌଶଳ…

ଦର ବୃଦ୍ଧିକୁ ନେଇ ବର୍ଷିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ।

ବଲାଙ୍ଗୀର :(ବିବି ନିୟୁଜ ବ୍ୟୁରୋ)  ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ଦିନକୁଦିନ ଅହେତୁକ ଦର ବୃଦ୍ଧି ଯୋଗୁ ସାଧାରଣ ଖଟିଖିଆ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ସ୍ଥିତିରେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଭନ୍ଦ୍ରା ସାପ୍ତାହିକ ବଜାର ପ୍ରାଙ୍ଗଣରେ ବ୍ଲକ କଂଗ୍ରେସ…