Browsing Category

ବଲାଙ୍ଗୀର

ଭଲ ଚଳଚ୍ଚିତ୍ର ପାଇଁ ଦର୍ଶକ ଖୋଜା ପଡ଼ନ୍ତିନି: ଦୀପନ୍ବିତ

ବାଲେଶ୍ବର: ଓଡ଼ିଆ ସିନେ ଜଗତରେ ମାଇଲ୍‌ଖୁଣ୍ଟ ସାଜୁଥିବା ସତ୍ୟ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ଦମନ’ରେ ମୁଖ୍ୟ ଅଭିନେତା ବାବୁସାନଙ୍କ ସହ ଦୀପନ୍ବିତ ଦାଶମହାପାତ୍ର (୨୭) ଦମ୍‌ଦାର ଅଭିନୟ କରିଛନ୍ତି। ଦୀପନ୍ବିତଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌…

ଖପ୍ରାଖୋଲ ପୁଲିସ ଦ୍ୱାରା ଉଦ୍ଧାର ହେଲେ ୮ ଦାଦନ ଶ୍ରମିକ

ଧଣ୍ଡାମୁଣ୍ଡା: ଜୋରସୋରରେ ଚାଲୁଛି ଦାଦନ ଚାଲାଣ। ପୁଲିସ ସକ୍ରିୟତାର ସହିତ ଉଦ୍ଧାର କରିଚାଲିଥିବା ବେଳେ ଦାଦନ ଚାଲାଣ ଥମିବାର ନାଁ ନେଉ ନାହିଁ। ପ୍ରତ୍ୟେକ ଦିନ କିଛି ନାଁ କିଛି ଦାଦନ ଶ୍ରମିକଙ୍କୁ ପୁଲିସ ଉଦ୍ଧାର କରୁଛି, ହେଲେ ଦଲାଲମାନେ ଅଭିନଵ ପନ୍ଥା ଅବଲମ୍ବନ କରି ଏବେ ଘରୋଇ ବସମାନଙ୍କରେ…

କଣ୍ଟାବାଞ୍ଜି: ଗୋଟିଏ ଦିନରେ ୭ଟି ବସରେ କଳାକନା ବୁଲାଇଲେ ଚୋର

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବସଷ୍ଟାଣ୍ଡରେ ରହୁଥିବା ୭ଟି ବସରୁ ଚୋରି ହୋଇଛି। ବିଳମ୍ବିତ ରାତିରେ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରମାନେ ଏକା ଥରରେ ୭ଟି ବସରୁ ଚୋରି କରିଥିବା ବେଳେ କେହି କେମିତି ଜାଣି ପାରିଲେ ନାହିଁ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ବସଷ୍ଟାଣ୍ଡରେ ପୁଲିସ…

ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ: ୩ ବଖରା ଘର ପୋଡ଼ି ନଷ୍ଟ

ସୋର: ବାଲେଶ୍ବର ଜିଲ୍ଲାର ବ୍ଲକ ତଳନଗର ପଞ୍ଚାୟତ ଅଲ୍ଲୀପୁର ଗ୍ରାମର ମହେଶ୍ୱର ବାରିକଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ପୋଡ଼ି ନଷ୍ଟ ହୋଇଯାଇଛି।  ଗତକାଲି ବିଳମ୍ବିତ ରାତିରେ ତାଙ୍କର ପରିବାର ଲୋକେ ଶୋଇଥିଲେ। କିନ୍ତୁ ରାତି ୧ ଘଟିକା ସମୟରେ ସେମାନେ ହଠାତ…

ଧାନ ବିକ୍ରି ପ୍ରାପ୍ୟ ନପାଇ ଚାଷୀ ହନ୍ତସନ୍ତ, କ୍ୟାନସର ଚିକିତ୍ସା ପାଇଁ ଅର୍ଥାଭାବ

ଦେଓଗାଁ : ମଣ୍ଡିରେ ଧାନ ବିକି ବର୍ଷେ ପରେ ବି ପ୍ରାପ୍ୟ ପାଉ ନାହାନ୍ତି ଚାଷୀ। ଏବେ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ବେଳେ‌ ଅର୍ଥାଭାବ ଯୋଗୁଁ ଉଚ୍ଚତର ଚିକିତ୍ସା ବି ହୋଇ ପାରୁ ନାହିଁ। ଏପରି ଏକ ସଂଗିନ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ରୁ।…

ବଲାଙ୍ଗୀରରେ ସେକ୍ସ ରାକେଟ ଠାବ , ତିନି ଗ୍ରାହକ ସହ ମହିଳା ଦଲାଲ ଗିରଫ ।

ବଲାଙ୍ଗିର: ଜେଲ୍‌ ଗଲା ସେକ୍ସ ରାକେଟ୍‌ ଚଳାଉଥିବା ରାଣୀ ମହୁମାଛି। ତା’ ସହ ୩ ଗ୍ରାହକ ମଧ୍ୟ ଆଜି ଜେଲ୍‌ ଯାଇଛନ୍ତି। ଗୁରୁବାର ସନ୍ଧ୍ୟା ବେଳେ ବଲାଙ୍ଗିର ଟାଉନ୍‌ ଥାନା ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଥିବା ବେଳେ ୧୦ ରୁପଜୀବୀଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳରେ ଥଇଥାନ୍‌ କରିଛି। ସେକ୍ସ ରାକେଟ…

ଭିଜିଲାନ୍ସ ଜାଲରେ ବଲାଙ୍ଗୀର ବିଇଓ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ବଲାଙ୍ଗୀର ବ୍ଲକ୍‌ ଶିକ୍ଷା ଅଧିକାରୀ (ବିଇଓ) ରାଘବ ପାଣିଗ୍ରାହୀ। ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, କୌଣସି ଏକ ଅଭିଯୋଗକୁ ନେଇ ପାଟଣାଗଡ଼ ରମାଇ ହାଇସ୍କୁଲର ସହକାରୀ ଶିକ୍ଷକ ସୁରେଶ…

ବେଲଗାଁ ଠାରେ ପିସିସି ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ସଇଁନ୍ତଲା: ନିଜ ଭିଟାମାଟି ବଲାଙ୍ଗିର ଜିଲ୍ଲା ସଇଁନ୍ତଲାକୁ ପିସିସି ସଭାପତି ଶରତ ପଟ୍ଟନାୟକ ଜୁନାଗଡ଼ରେ କାର୍ଯ୍ୟକ୍ରମ ସାରିକି ଫେରୁଥିବା ବେଳେ ବେଳଗାଁ ଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମୟରେ ଦୀପକ ଅଗ୍ରୱାଲଙ୍କ ନେତୃତ୍ୱରେ ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ,…

ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ଏପିଓ ।

ଏକ ପୋଖରୀ ଖୋଳା ବିଲ କରିବା ପାଇଁ ଲାଞ୍ଚ ନେଉଥିବା ସମୟରେ ମୁରିବାହାଲ ବ୍ଲକର ଏପିଓ ସୁଶାନ୍ତ ଦାସ ଭିଜିଲାନ୍ସ ହାତରେ ଧରା ପଡିଛି । ବରଗଡ଼ ଭିଜିଲାନ୍ସ ଡ଼ିଏସପିଙ୍କ ନେତୃତ୍ୱରେ ହୋଇଥିବା ଏହି ଭିଜିଲାନ୍ସ ଚଢ଼ାଉ ବେଳେ ଅଭିଯୁକ୍ତ ସୁଶାନ୍ତଙ୍କ ଠାରୁ କେମିକାଲ ବୋଳା ଟଙ୍କା ଜବତ ହୋଇଛି ।…

ଟିଟିଲାଗଡ଼ରେ ନୂଆଁଖାଇ ଭେଟଘାଟ

ଟିଟିଲାଗଡ଼: ସଇଁନ୍ତଲା, ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ନିକଟସ୍ଥ ବିଆର୍‌ସି ଅଫିସ ପ୍ରାଙ୍ଗଣରେ ସାମାଜିକ ଅନୁଷ୍ଠାନ ପକ୍ଷରୁ ଆଜି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା ଟିଟିଲାଗଡ଼…