ବଲାଙ୍ଗୀରରେ ଚାଞ୍ଚଲ୍ୟ: ପୌରସଂସ୍ଥାର ମହିଳା କର୍ମଚାରୀଙ୍କୁ ହତ୍ୟା

ବଲାଙ୍ଗୀର: ବଲାଙ୍ଗୀର ସହର ଭିତରେ ପୁଣି ଗଡ଼ିଲା ମୁଣ୍ଡ। ପୌରସଂସ୍ଥାର ଜଣେ ମହିଳା କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ବିଜାଖମନ ନିକଟରେ ଥିବା ପୌରସଂସ୍ଥାର ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିକଟରେ ପଡ଼ିଛି ମହିଳା ପୌର କର୍ମଚାରୀ ଅଷ୍ଟମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ। ଶବ ନିକଟରେ ତାଙ୍କର ସାଇକେଲ ମଧ୍ୟ ପଡ଼ିରହିଛି।

Comments are closed.