Sign in
Sign in
Recover your password.
A password will be e-mailed to you.
Browsing Category
ସ୍ତମ୍ଭ/ଗଳ୍ପ
ପୁତ୍ରଦା ଏକାଦଶୀ
ପୁତ୍ରଦା ଏକାଦଶୀ
============
ଆଜି ପୌଷ ଶୁକ୍ଳ ଏକାଦଶୀ l ଆଜି ଏକାଦଶୀର ନାମ ପୁତ୍ରଦା ଏକାଦଶୀ l ଆମର ହିନ୍ଦୁ ପରମ୍ପରା ଅନୁସାରେ ଚାନ୍ଦ୍ର ମାସର ଏକାଦଶ ତମ ଦିବସକୁ ଏକାଦଶୀ ଭାବେ ପାଳନ କରାଯାଏ l ଏଣୁ ପ୍ରତି କୃଷ୍ଣ ଓ ଶୁକ୍ଳ ପକ୍ଷରେ ଗୋଟିଏ ଲେଖା ଏକାଦଶୀ ହୋଇ ବର୍ଷସାରା ଚବିଶଟି…
ଶ୍ରୀରାମଙ୍କ ଶାଳକ
ଶ୍ରୀରାମଙ୍କ ଶାଳକ
============
ଶିବଧନୁ ଭଗ୍ନ ପରେ ମାଆ ଜାନକୀଙ୍କ ବିବାହ ପ୍ରଭୁ ଶ୍ରିରାମଙ୍କ ସହିତ ହେବ ବୋଲି ସ୍ଥିର ହେଲା l ରାଜା ଦଶରଥ ତାଙ୍କ ଅନ୍ୟ ଦୁଇପୁତ୍ର, ଭରତ ଓ ଶତ୍ରୁଘ୍ନଙ୍କୁ ଘେନି ମିଥିଳାରେ ପହଁଚିଲେ l ରଘୁ କୁଳ ଓ ମିଥିଳା ରାଜ ଜନକଙ୍କ କୁଳର ବଂଶ ପରିଚୟ ପରେ, ଋଷି…
ବାନର ବେକରେ ମୋତିହାର
ବାନର ବେକରେ ମୋତିହାର
===============
ପ୍ରଭୁ ଶ୍ରୀରାମ ଚୋଉଦବର୍ଷ ବନବାସ ଓ ଦଶାନନ ନିଧନ ପରେ ଫେରି ଆସି ଅଯୋଧ୍ୟା ସିଂହାସନରେ ଅଭିଷିକ୍ତ ହେଲେ l ଲଙ୍କା ଯୁଦ୍ଧରେ ସାହାଯ୍ୟକାରୀ ସମସ୍ତ ଭାଲୁ, ବାନର ବୀର ତଥା ବିଭୀଷଣ ଏବେ ନିଜ ନିଜ ଦେଶକୁ ଫେରିଯିବେ l ସେମାନେ ଖାଲି ହାତରେ କଅଣ ଫେରି…
କଂସ ଉପରେ ଦାମୋଦର
କଂସ ଉପରେ ଦାମୋଦର
===============
ମଥୁରାରାଟ ଦୁରାଚାରୀ କଂସ ଆଖିରେ ଧୁଳିଦେଇ ଶ୍ରୀକୃଷ୍ଣ ବଳରାମ ଯାଇ ଗୋପ ପୁରରେ ବଢ଼ିଲେ l ଏକଥା କଂସ ଜାଣିପାରିଲା ମାଆ ବିଜୁଳି କନ୍ୟାଙ୍କ ସତର୍କ ବାଣୀରୁ l ହେଲେ ମୁଢ଼ କଂସ, ଜଗଜ୍ଜନୀଙ୍କ ସତର୍କ ବାଣୀକୁ ହୃଦୟଙ୍ଗମକରି ମଧ୍ୟ ପାଳନ କଲା ନାହିଁ l ମନେ…
ଭକ୍ତିର ଶକ୍ତି
ଭକ୍ତିର ଶକ୍ତି
============
ସ୍ୱାମୀ ବିବେକାନନ୍ଦଙ୍କ ବାଲ୍ୟ ଜୀବନର ଗୋଟିଏ ଘଟଣା l ବାଲ୍ୟକାଳରେ ସ୍ୱାମୀଜୀଙ୍କ ନାମ ଥିଲା ନରେନ୍ଦ୍ର l ଶ୍ରଦ୍ଧାରେ ସଭିଏଁ ଡାକୁଥିଲେ ନରେନ l ନରେନ ଛାତ୍ର ଥିବା ବେଳେ ତାଙ୍କୁ ଜଣେ ସଂସ୍କୃତ ପଣ୍ଡିତ ସଂସ୍କୃତ ଶିକ୍ଷାଦେଉଥିଲେ l ନାମ ତାଙ୍କର ପଣ୍ଡିତ…
ମୋ ନାମ ଉତ୍କଳଘଣ୍ଟ
ମୋ ନାମ ଉତ୍କଳଘଣ୍ଟ
===============
ଗଡ଼ଜାତ ରାଜ୍ୟ ନୟାଗଡ଼ l ସେହି ରାଜ୍ୟର ରାଜା ଥାଆନ୍ତି କାବ୍ୟ, କବିତା ଓ କଳାପ୍ରିୟ ଶ୍ରୀବିନାୟକ ସିଂହ ମାନଧାତା l ଥରେ ସେ ଗୋଟିଏ ବଣ ଭୋଜି ଆୟୋଜନ କରି ପଡ଼ୋଶୀ ରାଜା ମାନଙ୍କୁ ନିମନ୍ତ୍ରଣ କଲେ l ରଣପୁର,ଦଶପଲ୍ଲା, ଖଣ୍ଡପଡା ରାଜାମାନେ…
ବ୍ୟାସ କବିଙ୍କ ଗୁପ୍ତ ଭାଗବତ
ବ୍ୟାସ କବିଙ୍କ ଗୁପ୍ତ ଭାଗବତ
==============
କେନ୍ଦୁଝରର ରାଜା ଶ୍ରୀଧନୁର୍ଜୟ ନାରାୟଣ ଭଞ୍ଜଙ୍କ ରାଜୁତି କାଳରେ 1891 ମସିହାରେ ଭୂୟାଁ ବିଦ୍ରୋହ ମୁଣ୍ଡ ଟେକି ଥିଲା l ବିଦ୍ରୋହର ନେତୃତ୍ୱ ନେଇଥିଲେ ଧରଣୀଧରଭୂୟାଁ l ସେତେବେଳେ ରାଜାଙ୍କ ଦେୱାନ ଥିଲେ ଫକୀରମୋହନ ସେନାପତି l…
ମୋକ୍ଷପର୍ବ ଉତ୍ତରାୟଣ
ମୋକ୍ଷପର୍ବ ଉତ୍ତରାୟଣ
=============
ଧର୍ମେଚାର୍ଥେ ଚ କାମେଚ ମୋକ୍ଷେଚ ଭରତର୍ଷଭ l
ଯଦିହାସ୍ତୀ ତଦନ୍ୟତ୍ର ଯନ୍ନେ ହାସ୍ତୀ ନ କୁତ୍ରଚିତ ll
ଧର୍ମ, ଅର୍ଥ,କାମ, ମୋକ୍ଷ ହେଉଛି ମହା ଭାରତୀୟ ଜୀବନଧାରାର ଚାରିଗୋଟି ପ୍ରଧାନ ପୁରୁଷାର୍ଥ l ସେ ସମସ୍ତ ବିଷୟରେ ଏଥିରେ (ମହାଭାରତରେ) ଯାହା…
ଯୁଧିଷ୍ଠିରଙ୍କ ସ୍ୱର୍ଗାରୋହଣ
ଯୁଧିଷ୍ଠିରଙ୍କ ସ୍ୱର୍ଗାରୋହଣ
==============
ଭଗବାନ ଶ୍ରୀକୃଷ୍ଣଙ୍କ ବୈକୁଣ୍ଠ ଗମନ ପରେ ଅର୍ଜ୍ଜୁନ ଅତି ଖିନ୍ନ ମନା ହୋଇ ଦ୍ୱାରକାରୁ ଫେରିଆସି ନିଜ ଭାଇମାନଙ୍କୁ ଯଦୁବଂଶ ଧ୍ଵଂସ, ଶ୍ରୀକୃଷ୍ଣ ବଳରାମଙ୍କ ଦେହ ତ୍ୟାଗ ଓ ଦ୍ଵାରକା ଜଳମଗ୍ନ ହେବାର ସମ୍ବାଦ ଜଣାଇଲେ l ଦ୍ଵାରକାରୁ ଫେରିଲା ବେଳେ…
ସିନ୍ଦୁର ବୋଳା ହନୁମାନ
ସିନ୍ଦୁର ବୋଳା ହନୁମାନ
=============
ପ୍ରଭୁ ଶ୍ରୀରାମ ଲଙ୍କାରୁ ମାତା ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ଫେରିଆସିଲେ l ଅଯୋଧ୍ୟା ସିଂହାସନରେ ତାଙ୍କର ଅଭିଷେକ ହୋଇଗଲା l ସାଙ୍ଗରେ ଲଙ୍କାରୁ ଆସିଥିବା ଭାଲୁ ବାନରମାନେ ନାନା ଉପହାର ଧରି ସ୍ୱ ସ୍ୱ ଦେଶକୁ ପ୍ରତ୍ତ୍ୟାବର୍ତ୍ତନ କଲେ l କିନ୍ତୁ…