Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଚତୁର କାହ୍ନା
ଚତୁର କାହ୍ନା
=========
ଚତୁର ପଣରେ ଚାତୁରୀ ଦେଖାନ୍ତି
ତାଟକା ଯଶୋଦା ମାତ l
ମାଟିଖାଇ ପାଟି ମେଲି ଦେଖାଇଲେ
ଭିତରେ ସାରା ଜଗତ ll
ଅନେକ ଜନମ ତପ କରି ଥିଲା
ବାନ୍ଧିଲା ନନ୍ଦ ଘରଣୀ l
ତ୍ରିଗୁଣ ରଜ୍ଜୁରେ ବାନ୍ଧିଛି ଜଗତ
ମାତା ପାରିଛିକି ଜାଣି ll
ଶରତର ଅନ୍ତେ ହେମନ୍ତ ପ୍ରବେଶ…
ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ’ର ଲୋକାର୍ପଣ ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା
ପୁରୀ: ‘ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ’ର ଲୋକାର୍ପଣ ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଆଜି ମହାପ୍ରଭୁଙ୍କୁ ନିମନ୍ତ୍ରଣପତ୍ର ଦିଆଯିବା ପରେ ଏହି ପ୍ରକ୍ରିୟା ଆଗକୁ ବଢ଼ିଛି। ଶ୍ରୀମନ୍ଦିର ପ୍ରଶାସନ ସହ ସେବାୟତଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ହୋଇଥିବା…
ନୂଆପଡ଼ାରେ ଆତଙ୍କ ସୃଷ୍ଟି କରିଥିଲା ଭାଲୁ, ପିଜୁଳି ଖାଇବାକୁ ଯାଇ କୂଅରେ ପଡ଼ି ଜୀବନ ହରାଇଲା
ନୂଆପଡ଼ା: କିଛି ଦିନ ପୂର୍ବରୁ ନୂଆପଡ଼ା ସହରରେ ଆତଙ୍କ ସୃଷ୍ଟି କରିଥିବା ଜଙ୍ଗଲୀ ଭାଲୁର ମୃତଦେହ ଆଜି ଉଦ୍ଧାର କରାଯାଇଛି। ପିଜୁଳି ଖାଇବାକୁ ଯାଇ ଭାଲୁ କୂଅରେ ପଡ଼ି ପ୍ରାଣ ହରାଇଥିବା କୁହାଯାଉଛି। ସୂଚନା ଅନୁସାରେ ନୂଆପଡ଼ା ବନଖଣ୍ଡ ଅଧୀନ ମହାଭଟାସ୍ଥିତ ମୋହନ ରଣାଙ୍କ ଜମିରେ ଏକ ପିଜୁଳି ଗଛ…
ଏଣିକି ସଂସଦର ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେବେ CISF
ନୂଆଦିଲ୍ଲୀ: ସଂସଦର ସୁରକ୍ଷା ତ୍ରୁଟି ପରେ ସରକାର ବର୍ତ୍ତମାନ ସମଗ୍ର କମ୍ପ୍ଲେକ୍ସର ସୁରକ୍ଷା ଦାୟିତ୍ବ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ୍) କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର ସଂସଦ ଗୃହ କମ୍ପ୍ଲେକ୍ସର ଏକ ସର୍ଭେ କରିବାକୁ…
ଶିମିଳିପାଳରେ ୦ ଡିଗ୍ରୀ ଛୁଇଁଲା ସର୍ବନିମ୍ନ ତାପମାତ୍ରା,
ବାରିପଦା : ଶୀତର ପ୍ରକୋପରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଶିମିଳିପାଳ ଅଭୟାରଣ୍ୟର ତାପମାତ୍ରା ହ୍ରାସ ପାଇଛି। ଶୀତର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୦ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ…
ଜଟଣୀରେ ହେବ ଓଡ଼ିଶାର ପ୍ରଥମ ପଶୁଯତ୍ନ କେନ୍ଦ୍ର, ଗୋଟିଏ ଛାତ ତଳେ ମିଳିବ ସମସ୍ତ ସୁବିଧା
ଭୁବନେଶ୍ୱର : ବିଡିଏ ପକ୍ଷରୁ ରାଜଧାନୀରେ ପ୍ରଥମକରି ଏକ ପଶୁ ଯତ୍ନ କେନ୍ଦ୍ର (ପେଟ୍ କେୟାର ସେଣ୍ଟର୍) କରିବା ପାଇଁ ଯୋଜନା କରାଯାଇଛି। ଏଠାରେ ଗୃହପାଳିତ ପଶୁମାନଙ୍କୁ ଚିକିତ୍ସାଠାରୁ ଆରମ୍ଭ କରି ପୋଷା କୁକୁରଙ୍କୁ ସ୍ୱତନ୍ତ୍ର ତାଲିମ, ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟର ସଠିକ ଯତ୍ନ…
ଗାଡି ଚାଳକଙ୍କୁ ମିଳିବ ମାଗଣା ଚା’ – ପରିବହନ ମନ୍ତ୍ରୀ
ଭୁବନେଶ୍ୱର : ଏଣିକି ଗାଡି ଚାଳକଙ୍କୁ ମିଳିବ ମାଗଣା ଚା’। ରାତି ଅନିଦ୍ରା ହେଉଥିବା ଟ୍ରକ ଚାଳକଙ୍କୁ ରାସ୍ତା କଡରେ ଥିବା ଦୋକାନ ଓ ଢାବାରେ ମିଳିବ ମାଗଣା ଚା’। ଏନେଇ ଗୁରୁବାର ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିବା ନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ପକ୍ଷରୁ ସୂଚନା…
କେନ୍ଦ୍ରାପଡ଼ାର ବିକାଶ ସମୀକ୍ଷା କରିଥିଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।
ଭୁବନେଶ୍ୱର: ଯେଉଁମାନେ ପ୍ରକୃତରେ ଶୋଇଛନ୍ତି, ତାଙ୍କୁ ନିଦରୁ ଉଠାଇହେବ । କିନ୍ତୁ ଯେଉଁମାନେ ଚେଇଁ ଶୋଇଛନ୍ତି ବା ଶୋଇବାର ଅଭିନୟ କରୁଛନ୍ତି ସେମାନଙ୍କ ପାଇଁ କିଛି କରିହେବ ନାହିଁ । କେନ୍ଦ୍ରାପଡ଼ାର ବିକାଶ ସମୀକ୍ଷା ସମୟରେ ବିକାଶ ବିରୋଧୀଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରି ଏମିତି କିଛି…
ମହାପୁରାଣ ଲକ୍ଷ୍ମୀପୁରାଣ
ମହାପୁରାଣ ଲକ୍ଷ୍ମୀପୁରାଣ
=============
ମୁନି ପରାଶର ଏବଂ ଦେବର୍ଷି ନାରଦ ଦିନେ ବୁଲି ଆସି ମର୍ତ୍ତ୍ୟରେ ପହଞ୍ଚିଛନ୍ତି ଉତ୍କଳର ଶ୍ରୀଜଗନ୍ନାଥ ଧାମରେ l ସେ ଦିନ ମାର୍ଗଶୀର ମାସର ଗୁରୁବାର ଶୁକ୍ଳ ଦଶମୀ l ଘରେ ଘରେ ଗୃହିଣୀ ମାନେ ସୁଦ୍ଧ ପୂତ ହୋଇ ସୁଦଶାବ୍ରତର ଆୟୋଜନ କରୁଛନ୍ତି l ନାରଦ…
ମହାବିନାୟକ
ମହାବିନାୟକ
===========
ମାନ୍ଦ୍ରାଜ କଲିକତା ପାଞ୍ଚନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ଛକ ଠାରୁ ୪କିଲୋମିଟର ଦୂରତାରେ ଯାଜପୁର ଜିଲ୍ଲାର ମହାବିନାୟକ ପାହାଡ଼ ଉପରେ ରହିଛି ପୁରାତନ ମହାବିନାୟକ ମନ୍ଦିର l ଓଡ଼ିଶାର କ୍ଷେତ୍ର ମାନଙ୍କ ମଧ୍ୟରେ ଏହା ଅନ୍ୟତମ କ୍ଷେତ୍ର l ଯାଜପୁରକୁ ବିରଜା…