Browsing Category

ଓଡିଶା

ଉତ୍କର୍ଷ ଦିଗରେ ସ୍କିଲ୍‌ ଇନ ଓଡିଶା-ଟାଟା ପାୱାର ଓ ଦକ୍ଷତା ବିକାଶ ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଟାଟା ପାୱାର ସହ ମିଳିତ ଭାବେ ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ କରାଯାଇଛି । ଏହି ଉପଲକ୍ଷେ ଆଜି ଖାରବେଳ ଭବନର ଦ୍ୱିତୀୟ ମହଲାସ୍ଥିତ ସମ୍ମିଳନୀ କକ୍ଷରେ ବିଭାଗର ପ୍ରମୁଖ…

୧ କେଜି ୮୦ ଗ୍ରାମ ବ୍ରାଉନସୁଗାର ଜବତ: ଜଣେ ଅଭିଯୁକ୍ତ ଗିରଫ,

କେନ୍ଦୁଝର: କେନ୍ଦୁଝର ଏନ୍‌ଏଚ୍-୨୦ର କୋଭିଡ ନିକଟରୁ ଏସ୍‌ଟିଏଫ୍ ୧ କେଜି ୮୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣକୁ ଗିରଫ କରିଛି। ଅଭିଯୁକ୍ତ ହେଲା କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ପୁରୁଣାବଜାର ଅଞ୍ଚଳର ପ୍ରଶାନ୍ତ ମାଝୀ। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ଶଙ୍କରପୁରର ମୁନା…

କଳିଙ୍ଗ ଷ୍ଟାଡିୟମ ସମ୍ମୁଖ ଭେଣ୍ଡିଙ୍ଗ୍‌ ଜୋନ୍‌ରେ ଅଗ୍ନିକାଣ୍ଡ; ୭ରୁ ଅଧିକ ଦୋକାନ ଭସ୍ମୀଭୁତ

ଭୁବନେଶ୍ବର: ଆଜି ପ୍ରତ୍ୟୁଷରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ର ଅପରପାର୍ଶ୍ବରେ ଥିବା ଭେଣ୍ଡିଙ୍ଗ୍‌ ଜୋନ୍‌ରେ ଅଗ୍ନିକାଣ୍ଡ ଯୋଗୁଁ ଅନ୍ୟୂନ ୭ଟି ଦୋକାନ ପୋଡ଼ି ଭସ୍ମୀଭୁତ ହୋଇଯାଇଛି।ପ୍ରାପ୍ତ ସୂଚନା ଅନୁସାରେ, ଭୋର୍‌ ପ୍ରାୟ ୫ଟା ବେଳେ ଭେଣ୍ଡିଙ୍ଗ୍‌ ଜୋନ୍‌ରେ ଅଗ୍ନିକାଣ୍ଡ ଘଟିଥିଲା।…

ନମଃ ନମଃ ବିଦ୍ୟାପତି

ନମଃ ନମଃ ବିଦ୍ୟାପତି ============== ନମସ୍ତେ ନମସ୍ତେ ପ୍ରଭୁ ମହା ବିନାୟଜ l ସୁଖ ଶାନ୍ତି ବିଦ୍ୟା ବୁଦ୍ଧି ଜ୍ଞାନପ୍ରଦାୟକ ll ନମସ୍ତେ ବିଘ୍ନେଶ ବିଘ୍ନହର୍ତ୍ତା ଲମ୍ବୋଦର l ପୃଥୁଳ ଶରୀର ପ୍ରଭୋ ଅତୀବ ସୁନ୍ଦର ll ନମସ୍ତେ ନମସ୍ତେ ଦେବ ନମଃ ଗଣପତି l ସର୍ବ ପୁଜା ଆଗେ ସର୍ବେ…

ଶୀତକାଳ

ଶୀତକାଳ ======== ହେମନ୍ତ ଶେଷ ଧରା ପ୍ରବେଶ ଦାରୁଣ ଶୀତ କାଳ l ପଉଷ ମାଘ ବାଘୁଆ ଜାଡ଼ ଟାଙ୍କୁରୀ ଉଠେ ବାଳ ll ହେମନ୍ତ ୠତୁ ପ୍ରଣତି ଘେନି ବିଷ୍ଣୁଘରଣୀ ଗଲେ l ବୈକୁଣ୍ଠ ପୁରୁ ଶିକର ଶୀତ ଧରାକୁ ପେଷିଦେଲେ ll ଥରିଲା ଧରା ବରଡ଼ା ପରା ଥରଇ ହାଡ଼ ଗୋଡ଼ l ପାଣିକୁ ଦେଖି ମାଡ଼ଇ ଡର…

ଗୋପୀ ଚନ୍ଦନ

ଗୋପୀ ଚନ୍ଦନ =========== ଭଗବାନ ଶ୍ରୀକୃଷ୍ଣଙ୍କର ଅତି ପ୍ରୀୟ ଚନ୍ଦନ l ଚନ୍ଦନ ମଧ୍ୟରେ, ପୁଣି ଗୋପୀ ଚନ୍ଦନ l ମନଲୋଭା ଚନ୍ଦନ ବେଶକୁ ଲକ୍ଷ କରି କବି ଭକ୍ତଚରଣ ଦାସ କହିଲେ, 'ଚନ୍ଦନବେଶ ମୁଁ କରନ୍ତି ମୋର ହେଉଛି ମନ, ଚିତ୍ତ କେ ଧରିବ ଯୁବତୀ ଚାହିଁ ଚନ୍ଦ୍ରବଦନ'l ଏହି ଗୋପୀ ଚନ୍ଦନ ଉଦ୍ଭବ…

ଜୟ ଭଗବତୀ

ଜୟ ଭଗବତୀ ========== ଜୟ ଭଗବତୀ ମାଆଲୋ ଭାରତୀ ଜୟ ଲୋ ମଙ୍ଗଳମୟୀ l ଉତ୍କଳ ଭୂମିରେ ବିଜେ କଲୁ ମାଆ କେତେ କେତେ ନାମ ବହି ll ଝଙ୍କଡ଼େ ଶାରଳା ଶ୍ରୀକ୍ଷେତ୍ରେ ବିମଳା ବାଙ୍କିରେ ଚର୍ଚ୍ଚିକା ତୁହି l ପ୍ରାଚୀ ତଟେ ମାଆ ମଙ୍ଗଳା ରହିଲୁ ଦଇତାଙ୍କୁ ଦାରୁ କହି ll ବାଟେ ବାସ…

ତଳମୁହାଁ ହେଉନି ଡାଇରିଆ: ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

ରାଉରକେଲା: ଗତ ୧୧ ତାରିଖରୁ ରାଉରକେଲାରେ ବ୍ୟାପିଥିବା ଡାଇରିଆ ତଳମୁହାଁ ହେଉନି। ଅବଶ୍ୟ ପୂର୍ବ ଅପେକ୍ଷା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି। ସଂକ୍ରମଣ ରୋକିବାକୁ ଉଭୟ ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟବିଭାଗ ଉଦ୍ୟମ ଜାରି ରଖିଛନ୍ତି। ମଙ୍ଗଳବାର ବନ୍ଧମୁଣ୍ଡା ତିଲକନଗରର ୮ ବର୍ଷର ଶିଶୁକନ୍ୟା…

ରାଜ୍ୟରେ ବଢ଼ିବ ଗୁଣାତ୍ମକ ଶିକ୍ଷାର ମାନ, ନିଯୁକ୍ତି ପାଇବେ ୩୭୧୪ ଟିଜିଟି, ୪୫୨ ପିଇଟି

ଭୁବନେଶ୍ୱର: ରାଜ୍ୟର ୩୦ ଜିଲ୍ଲାର ୩୭୧୪ ଟିଜିଟି (ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ) ଏବଂ ୪୫୨ ପିଇଟି (ଶାରୀରିକ ଶିକ୍ଷା ଶିକ୍ଷକ)ଙ୍କୁ  ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ହେବାକୁ ଥିବା ପ୍ରଶିକ୍ଷଣ ଶିବିରକୁ ଉଦଘାଟନ…

ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ସାମାଜିକ ସଚେତନତା

କାଣ୍ଟାବାଞ୍ଜି : ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ଅନ୍ତର୍ଗତ ସାମାଜିକ କାର୍ଯ୍ୟକ୍ରମକୁ କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ସର୍ଗିଗୁଡା ଗ୍ରାମରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ଅନ୍ତର୍ଗତ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ…