Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ତାଣ୍ଡବ ରଚିଲେ ହାତୀପଲ, କ୍ଷେତକୁ ଯାଇଥିବା ବେଳେ ଯୁବକଙ୍କୁ ଦଳିଦେଲେ
ଖୋର୍ଦ୍ଧା: ଆଜି ଅପରାହ୍ଣରେ ଖୋର୍ଦ୍ଧା ସହର ଉପକଣ୍ଠ ଛତିପୁର ଗାଁରେ ହାତୀପଲ ପୁଣି ଗଡ଼ାଇଛନ୍ତି ମୁଣ୍ଡ। ଗ୍ରାମର ନବକିଶୋର ପଶ୍ଚିମକବାଟଙ୍କ ପୁଅ ବିଧାନ ପଶ୍ଚିମକବାଟ(୨୨)ଙ୍କୁ ହାତୀପଲ ଦଳି ଚକଟି ମାରି ଦେଇଛନ୍ତି। ୨୦ଦିନ ତଳେ ହାତୀପଲ ଦୁଇଟି ମୁଣ୍ଡ ନେଇଥିବା ବେଳେ ଆଜିର ତୃତୀୟ ଘଟଣା…
ଜିଲା ଦାବି ; ତେଜୁଛି ଅସନ୍ତୋଷ, ୨୭ରୁ ଧାରଣା
ଟିଟିଲାଗଡ଼ : ରାଜ୍ୟରେ ନୂତନ ଜିଲା ଗଠନ ପ୍ରକ୍ରିୟା ଆରମ୍ଭ ତଥା ଏନେଇ ଉଚ୍ଚ ନ୍ୟାୟାଳୟର ହସ୍ତକ୍ଷେପ ନେଇ ଟିଟିଲାଗଡ଼ ଜିଲା ସଂଗ୍ରାମୀଙ୍କ ମଧ୍ୟରେ ନାନା ଆଶଙ୍କା ପ୍ରକାଶ ପାଇଛି। ଗତ ୩୧ ବର୍ଷ ଧରି ଟିଟିଲାଗଡ଼ ଉପଖଣ୍ଡକୁ ଜିଲା ମାନ୍ୟତା ପ୍ରଦାନ ପାଇଁ ଆନ୍ଦୋଳନ ହୋଇଆସୁଛି। ମୁଖ୍ୟମନ୍ତ୍ରୀ…
ଅଧିକରୁ ଅଧିକ ଲୋକଙ୍କୁ ମିଳୁ କେନ୍ଦ୍ରୀୟ ଯୋଜନାର ଲାଭ – କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା
କେନ୍ଦୁଝର : ଜନସାଧାରଣ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ବୁଝିବା ସହ ଏହାର ଲାଭ ଉଠାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି। ଆଜି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ରଙ୍ଗାମାଟିଆ ଏବଂ ଚନ୍ଦ୍ରଶେଖରପୁର ଗ୍ରାମପଞ୍ଚାୟତ ଠାରେ ବିକଶିତ…
କରୋନାପେ କେରଳରେ ୩୦୦ ସଂକ୍ରମିତ; ୩ ମୃତ
ତିରୁଅନନ୍ତ ପୁରମ୍ :କେରଳରେ ଗୁରୁବାର ୩୦୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪ଘଣ୍ଟାରେ ସମଗ୍ର ଦେଶରେ ୩୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେବଳ କେରଳରୁ ୩୦୦ ଆକ୍ରାନ୍ତ…
ରାଜ୍ୟପାଳଙ୍କ ରାୟଗଡା ଗସ୍ତ, ବିଭିନ୍ନ ସ୍ଥାନ ବୁଲି ଲୋକଙ୍କ ସମସ୍ୟା ବୁଝିଲେ
ରାୟଗଡ଼ା: ରାଜ୍ୟପାଳ ରଘୁବର ଦାସ ରାୟଗଡ଼ା ଗସ୍ତ କରିଛନ୍ତି। ଗୁମ୍ମା ଠାରେ ପହଞ୍ଚି ସେଠାରେ ଥିବା ମା’ ତାରିଣୀ, ମା’ ମଝିଘରିଆଣି ଓ ମା’ ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ପାଖାପାଖି ୨୫୦ରୁ ଊର୍ଦ୍ଧ୍ବ ମହିଳାଙ୍କ ସହ ସିଧା କଥା ହୋଇଥିଲେ। ମହିଳାଙ୍କ ଠାରୁ ସମସ୍ତ ବିଷୟ ପଚାରି ବୁଝିବା ପରେ…
କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନୂତନ କାର୍ଯ୍ୟାଳୟ ଉଦଘାଟିତ
କଳାହାଣ୍ଡି: କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ପୂର୍ବତନ ମନ୍ତ୍ରୀ…
କମିବ ଶୀତ; ବଢ଼ିବ କୁହୁଡ଼ି
ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରବଳ ଜାଡ଼ ଅନୁଭୂତ ହେଉଥିବାବେଳେ ଆସନ୍ତା ୨୪ ଘଣ୍ଟା ପାଇଁ ଏଥିରୁ ନିସ୍ତାର ମିଳିବ ନାହିଁ। ଏହାପରେ ରାତି ତାପମାତ୍ରା ୨-୩ ଡିଗ୍ରୀ ବଢ଼ିବ। ଅନ୍ୟପକ୍ଷରେ ଘନକୁହୁଡ଼ି ଜନଜୀବନ ପ୍ରଭାବିତ କରିପାରେ। ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ବିଭିନ୍ନ ଜିଲାରେ…
ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ଉପରେ ପ୍ରଶିକ୍ଷଣ
ଭୁବନେଶ୍ୱର:ଆଜି ସ୍ଥାନୀୟ ରେଡକ୍ରସ ଭବନ ସଭାକକ୍ଷରେ ଆକ୍ସନଏଡ ଓ ସିସିଡବ୍ଲୁଡିର ମିଳିତ ଆନୁକୁଲ୍ୟରେ ମାନବିକ ଅଧିକାର କର୍ମୀମାନଙ୍କୁ ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ଉପର ପ୍ରଶିକ୍ଷିତ କରାଯାଇଅଛି। ବିଶେଷ କରି ଶିଶୁ ଅଧିକାରକୁ ସୁନିଶ୍ଚିତ କରିବା, ବାଲ୍ୟ ବିବାହକୁ ପ୍ରତିରୋଧ କରିବା ଓ ଶିଶୁ…
ପିପିଳିଆରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ
ପାଟଣା :ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ସ୍ଥିତ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଲକ୍ଷ୍ମୀ ନାରାୟଣ ଡିଗ୍ରୀ ମହା ବିଦ୍ୟାଳୟ ରେ ଚାଲିଥିବା ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ର ଆଜିର ଅନ୍ତିମ ଦିବସ ରେ ରଙ୍ଗା ରଙ୍ଗ ପରିବେଶରେ ଉଦଯାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…
ଦେବର୍ଷି ନାରଦଙ୍କ ଗଣିତ
ଦେବର୍ଷି ନାରଦଙ୍କ ଗଣିତ
==============
ଶ୍ରୀମଦ୍ ଭାଗବତ ମହାପୁରାଣର ଦଶମସ୍କନ୍ଧ ଗୋପ ଲୀଳାରୁ ଏକ ରୋଚକ କାହାଣୀ l ଦେବୀ ଦେବକୀ ବସୁଦେବଙ୍କ ବିବାହପରେ, ନାନା ମଙ୍ଗଳ ବେଭାର ସହ ଦେବକୀଙ୍କ ବିଦାୟୀ ଉତ୍ସବ ଅନୁଷ୍ଠିତ ହେଲା l ବସୁଦେବ ବିଦାୟପାଇଁ ରଥରେ ବସିଲେ l ଏଥିରେ କଂସ ଅତି ଆନନ୍ଦ…