Browsing Category

ମହାନଗର

ବିଜୁ ପଟ୍ଟନାୟକ ପୁରସ୍କାର-୨୦୨୨ରେ ପୁରସ୍କୃତ ହେଲେ ପ୍ରକୃତିବନ୍ଧୁ ବିକି, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

 ଭୁବନେଶ୍ୱ:  ଜୟଦେବ ଭବନ ଠାରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଶିଷକେଲା ଗାଁ’ର ପ୍ରକୃତିକବନ୍ଧୁ ବିକି ଜି ନାଗଙ୍କୁ ବିଜୁପଟ୍ଟନାୟକ ପୁରସ୍କାର-୨୦୨୨ ପ୍ରଦାନ କରାଯାଇଛି। ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଜିଲ୍ଲା ବନ ବିଭାଗର ସହଯୋଗରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ…

ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା ପ୍ରକାଶ , ଅରୁଣ ଫେରିଲେ , ବାଦ ପଡିଲେ ସମୀର ।

ବିଜେଡିର ନୂତନ ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା ପ୍ରକାଶ ପାଇଛି । ପୂର୍ବରୁ ଜିଲ୍ଲା ପର୍ଯ୍ୟବେକ୍ଷକ ଥିବା ମନ୍ତ୍ରୀ ସମୀର ଦାଶ, ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ଚନ୍ଦ୍ରସାରଥୀ ବେହେରା, କଟକ ମେୟର ସୁବାସ ସିଂହ ଏବଂ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ନୂଆ ତାଲିକାରୁ ବାଦ୍…

ଭୁବନେଶ୍ବରରେ ଦଶହରା ଅସରରେ ବିଭିନ୍ନ ସ୍ଥାନରେ ରାବଣପୋଡ଼ି

ଭୁବନେଶ୍ବର: ‘ଅସତ୍ୟ ଉ‌ପର ସତ୍ୟର ଜୟ’ ହୋଇଛି। ଧର୍ମ ଆଗରେ ଅଧର୍ମ ବଳି ପଡ଼ିଛି। ଧର୍ମର ଜୟ ହୋଇଛି। ୫ଦିନ ଧରି ପୂଜାମଣ୍ଡପ ଗୁଡ଼ିକରେ ଭକ୍ତମାନଙ୍କ ପ୍ରବଳ ଉତ୍ସାହ ଦେଖାଯାଇଥିବା ବେଳେ ଆଜି ଭୁବନେଶ୍ବରରେ ଦଶହରା ଅସରରେ ବିଭିନ୍ନ ସ୍ଥାନରେ ରାବଣପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଧାମନଗର ଉପନିର୍ବାଚନ ନିମନ୍ତେ କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ୱର :  ତା ୪.୧୦- ଧାମନଗର ଉପନିର୍ବାଚନ ନିମନ୍ତେ କଂଗ୍ରେସ ପକ୍ଷରୁ ପ୍ରାର୍ଥି ଚୟନ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ପୂର୍ବତନ ପିସିସି ସଭାପତି ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା,…

ଦେଶର ଏହି ସହରମାନଙ୍କରେ ୫ଜି ସେବା ଆସନ୍ତାକାଲି (ବୁଧବାର) ଆରମ୍ଭ

 ଭୁବନେଶ୍ୱର: ଜିଓ ବ୍ୟବହାରକାରୀମାନଙ୍କ ପାଇଁ ଖୁସି ଖବର । ରିଲାଏନ୍ସ ଜିଓର ଟ୍ରୁ-୫ଜି ସେବାର ବିଟା ପରୀକ୍ଷଣ ଦଶହରାରୁ ଆରମ୍ଭ ହେଉଛି । ଏହି ସେବା ଦେଶର ଚାରି ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀରେ ଆରମ୍ଭ କରାଯିବ । ଏହି ସେବା ଏବେ କେବଳ ନିମନ୍ତ୍ରଣ ଆଧାରରେ ପ୍ରଦାନ କରାଯିବ,…

୧୭ରେ ହାଇଦ୍ରାବାଦରେ ‘ଇନଭେଷ୍ଟର୍ସ ମିଟ୍’: ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର : ଦୁବାଇ, ଦିଲ୍ଲୀ ଓ ବେଙ୍ଗାଲୁର ପରେ ଏବେ ହାଇଦ୍ରାବାଦରେ ଆସନ୍ତା ୧୭ ତାରିଖରେ ‘ଇନ୍ଭେଷ୍ଟର୍ସ ମିଟ୍’ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ପୁଞ୍ଜିନିବେଶକାରୀଙ୍କ ସହ ଆଲୋଚନା କରିବା ସହିତ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ସେମାନଙ୍କୁ ଆହ୍ୱାନ…

ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳ ବର୍ଷିବ

ଭୁବନେଶ୍ବର : ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ଦିନ ଏକ ଲଘୁଚାପ କ୍ଷେତ୍ର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୫.୮ କିମି…

ଭୁଶୁଡ଼ିଲା ଟ୍ରାଫିକ୍‌ ବ୍ୟବସ୍ଥା, ରୁନ୍ଧି ହୋଇଗଲା ରାଜଧାନୀ

ଭୁବନେଶ୍ବର: ରାଜଧାନୀରେ ମେଢ଼ ଦେଖିବେ, ପୂଜା ବଜାର ବୁଲିବେ; ଏହି ଆଶାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ଲୋକ ପିଲା, ଛୁଆ ଧରି ଦୁର୍ଗାପୂଜା ଛୁଟି କଟାଇବା ପାଇଁ ଭୁବନେଶ୍ବରକୁ ଆସିଛନ୍ତି। କିନ୍ତୁ ମହାଷଷ୍ଠୀଠାରୁ ଏଠାକାର ଟ୍ରାଫିକ୍‌ ସମସ୍ୟା ଦେଖି ସେମାନଙ୍କ ମନ ଘର ଧରିଗଲାଣି। ପୂଜା…

ଓଡ଼ିଶା ହୋମ୍ ଆଣ୍ଡ କମର୍ସିଆଲ ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡା ଗିରଫ

ଭୁବନେଶ୍ବର: ଓଡ଼ିଶା ହୋମ୍ ଆଣ୍ଡ କମର୍ସିଆଲ ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡାଙ୍କୁ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଶାଖା ଗତକାଲି ଗିରଫ କରିଛି। ତାଙ୍କୁ ଆନ୍ଧ୍ର ପ୍ରଦେଶ ପୁଲିସର ସହାୟତାରେ କାକିନାଡ଼ା ଅଞ୍ଚଳରୁ ଗିରଫ କରାଯାଇଛି। ଏ ନେଇ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଗଣମାଧ୍ୟମକୁ ବିଧିବଦ୍ଧ…

ଜିଲ୍ଲା ପରିଷଦ ସଦସ୍ୟଙ୍କ ମୃତ୍ୟୁ ଘଟଣା: ଡିସିପି ଅଫିସରେ ହାଜର ହେଲେ ସାମ୍ବାଦିକ

ଭୁବନେଶ୍ୱର: ପୁରୀ ଜିଲ୍ଲା ଗୋପ ବ୍ଲକ୍ ୧୧ ନଂ ଜିଲ୍ଲା ପରିଷଦ ଜୋନ୍ ସଭ୍ୟ ତଥା ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ଭୁବନେଶ୍ୱର ଡିସିପି ଅଫିସରେ ହାଜର ହୋଇଛନ୍ତି ସାମ୍ବାଦିକ ଅକ୍ଷୟ ନାୟକ। ଭାଇରାଲ ଅଡିଓକୁ ନେଇ ଅକ୍ଷୟଙ୍କୁ ପୁଲିସ ପଚରାଉଚରା କରିଥିବା ଜଣାଯାଇଛି। ଏହାପରେ…