Browsing Category

ମହାନଗର

କଲେଜରେ ପଢ଼ାଯିବ ସେୟାର ମାର୍କେଟ୍ ପାଠ

ଭୁବନେଶ୍ୱର :ସେୟାର ମାର୍କେଟର ଟିକିନିଖି ହାଲଚାଲ ବୁଝିବା ଏଣିକି ହେବ ସହଜ। ବେଶୀ କଷ୍ଟ ନୁହେଁ, ସିଧା କଲେଜରେ ମିଳିବ ନଲେଜ୍। ସରକାରୀ ପିଜି ଏବଂ ଯୁକ୍ତ ତିନି କଲେଜଗୁଡ଼ିିକରେ ଏହାକୁ ଆରମ୍ଭ କରିବାକୁ ଯାଉଛି ଉଚ୍ଚଶିକ୍ଷା ବିଭାଗ। ସେୟାର ମାର୍କେଟର ଖବର, ମ୍ୟୁଚାଲ ଫଣ୍ଡରେ ଇନଭେଷ୍ଟ, ଫାଇଦା…

ମୋହନା ରେ ଇ-ବାଇକ ସୋରୁମ ଉଦଘାଟନ..

ମୋହନା :ଇ-ବାଇକ ସୋରୁମ ସଂସ୍ଥା ମାଲିକ ସଇଦ ଅଲଟାଫ ସ୍ଥାନୀୟ ଅଫିସର, ସଂସ୍ଥା ର କର୍ମଚାରୀ ଏବଂଗ୍ରାହକ ମାନଙ୍କ ଉପସ୍ଥିତିରେ କଲେଜ ଛକ ଠାରେ ଅନୁଷ୍ଠାନିକ ଭାବେ ରିବନ କାଟି ଉଦଘାଟନ କରିଛନ୍ତି। ଏହି ଉଦଘାଟନ ଉତ୍ସବରେ ସ୍ଥାନୀୟ ଥାନା ଅଧିକାରୀ ଓମ ନାରାୟଣ ପାତ୍ର ଙ୍କ ସମେତ ବହୁ ବିଶିଷ୍ଟ…

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ଆଧାରିତ ପୁସ୍ତକ ଓଡ଼ିଆ ଓ ହିନ୍ଦୀ ଭାଷାରେ ଉନ୍ମୋଚିତ

ଭୁବନେଶ୍ୱର: ପୂଜ୍ୟ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦର୍ଶାଯାଇଥିବା ମାର୍ଗ ଓ ସେବାକାର୍ଯ୍ୟକୁ ଅନୁସରଣ କରିବା ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ସ୍ୱାମୀଜୀ ଯେଉଁ ମୂଲ୍ୟବୋଧ, ସମାଜସେବା ଓ ରାଷ୍ଟ୍ରରକ୍ଷା ପାଇଁ ନିଜ ଜୀବନକୁ ଆହୁତି ଦେଇଥିଲେ, ତାଙ୍କର ସେହି…

୧୯୮ ଅଧିକାରୀଙ୍କ ବଦଳି ପହିଲା ସୁଦ୍ଧା ଯୋଗ ନ ଦେଲେ ଦରମା ବନ୍ଦ

ଭୁବନେଶ୍ବର: ଓଡ଼ିଶା ଟିକସ ଓ ଆକାଉଣ୍ଟ ସେବା (ଓଟିଆଣ୍ଡଏଏସ୍‌) କ୍ୟାଡର୍‌ରେ ୧୯୮ ଅଧିକାରୀଙ୍କ ବଦଳି କରାଯାଇଛି। ଏନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅଧିକାରୀମାନେ ବିଭିନ୍ନ ଜିଲାରେ ବ୍ଲକ୍ ଫାଇନାନ୍ସ ଅଫିସର୍‌, ସିଟି ଆଣ୍ଡ ଜିଏସ୍‌ଟି ଅଫିସର୍‌, ସବ୍‌-ଟ୍ରେଜେରୀ…

ବେଆଇନ ବିଜ୍ଞାପନ ଅର୍ଥ ଦାବି ଓ ମିଥ୍ୟା ଅପପ୍ରଚାର: କଠୋର ଆଇନଗତ ପଦକ୍ଷେପ ନେଲା ଉତ୍କଳ ବିଶ୍ୱବିଦ୍ୟାଳୟ; ଥାନାରେ…

ଭୁବନେଶ୍ୱର, ୨୯/୭(କୃଷ୍ଣ କୁମାର ମହାନ୍ତି) : ଉତ୍କଳ ବିଶ୍ୱବିଦ୍ୟାଳୟର ସୁନାମ ଓ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ ହେଉଥିବା ଏକ ହୀନ ଉଦ୍ୟମ ବିରୋଧରେ ପ୍ରଶାସନ ପକ୍ଷରୁ ନ୍ୟାୟିକ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶ୍ୱବିଦ୍ୟାଳୟ ଠାରୁ ବେଆଇନ ଭାବେ ବିଜ୍ଞାପନ ବାବଦକୁ ଅର୍ଥ ଦାବି କରିବା…

ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର : ସମଗ୍ର ଦେଶରେ ଓଡ଼ିଶାର ନାମ ରୋଶନ କରିଥିବା ଚଳିତ ବର୍ଷର ‘ଇଣ୍ଡିଆନ୍ ଆଇଡଲ୍- ସିଜିନ୍ ୧୬’ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜଣାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଜ ସରକାରୀ ବାସଭବନରେ କଣ୍ଠଶିଳ୍ପୀ…

ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଥିବା ପ୍ରଭାବିତ ଜିଲ୍ଲାର ସ୍ୱାସ୍ଥ୍ୟ ପରିସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ…

ଭୁବନେଶ୍ୱର: ରାଜ୍ୟରେ ଅତ୍ୟଧିକ ବର୍ଷା ପ୍ରଭାବିତ ଜିଲ୍ଲା ଗୁଡିକରେ ଜଳସ୍ତର ବୃଦ୍ଧି ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ପ୍ରସ୍ତୁତି ସମୀକ୍ଷା କରାଯାଇଛି | ବିଭାଗର କମିଶନର-ତଥା-ଶାସନ ସଚିବ ଅସ୍ବତୀ ଏସ. ଆଜି ପ୍ରଭାବିତ ଜିଲ୍ଲାଗୁଡ଼ିକର ପ୍ରସ୍ତୁତି…

ଗତ ୫ ବର୍ଷରେ ଓଡ଼ିଶାର ୯୬୬୦ କଳାକାରଙ୍କୁ ୭୫.୪୩ କୋଟିର ସହାୟତା

ଭୁବନେଶ୍ଵର : କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ‘କଳା ସଂସ୍କୃତି ବିକାଶ ଯୋଜନା (କେଏସଭିଓ୍ବାଇ)’ ଅଧୀନରେ ଲୋକକଳା, ଲୋକସଙ୍ଗୀତ, ଲୋକନୃତ୍ୟ, ପାରମ୍ପରିକ ନାଟ୍ୟକଳା ସମେତ ବିଭିନ୍ନ କଳାର ପ୍ରୋତ୍ସାହନ ପାଇଁ ଯୋଗ୍ୟ କଳାକାର ଏବଂ ସାଂସ୍କୃତିକ ସଂଗଠନମାନଙ୍କୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ…

ONGC ର ପ୍ରଥମ ଡିପ୍ୱାଟର ଏକ୍ସପ୍ଲୋରେଟରୀ ଡ୍ରିଲିଂ ଶୁଭାରମ୍ଭ

ଭୁବନେଶ୍ୱର: ମହାନଦୀ ସମୁଦ୍ର ବେସିନ୍ ରେ ONGC ର ପ୍ରଥମ ଡିପ୍ୱାଟର ଏକ୍ସପ୍ଲୋରେଟରୀ ଡ୍ରିଲିଂ ଶୁଭାରମ୍ଭ ହୋଇଛି। ଏହାକୁ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସାମାଜିକ ଗଣମାଧ୍ୟମରେ ସେ କହିଛନ୍ତି, ଭାରତର ଶକ୍ତି ସୁରକ୍ଷା ଓ ଆତ୍ମନିର୍ଭରଶୀଳତା ଅଭିଯାନରେ…