Browsing Category

ଖେଳ

କୋହଲି-ରୋହିତଙ୍କ ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଭାରତ ରବିବାର ହାଇଦ୍ରାବାଦରେ ତୃତୀୟ ତଥା ଶେ‌ଷ ଟ୍ବେଣ୍ଟି-୨୦ରେ ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ହରାଇ ଶୃଙ୍ଖଳା ୨-୧ରେ କବ୍‌ଜା କରିଥିଲା। ଶୃଙ୍ଖଳାର ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ଭାରତ ସମ୍ମୁଖରେ ୧୮୭ ରନ୍‌ର ବିଜୟ ଲକ୍ଷ୍ୟ ଥିଲା। ଡାନିଏଲ୍‌ ସାମ୍ସଙ୍କୁ ପାଣ୍ଡ୍ୟା ଚୌକା ମାରି…

ପଶ୍ଚିମାଞ୍ଚଳ ଜିତିଲା ଦଲିପ ଟ୍ରଫି: ଦକ୍ଷିଣାଞ୍ଚଳକୁ ୨୯୪ ରନ୍‌ରେ ହରାଇଲା

କୋଏମ୍ବାଟୁର: ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ପଶ୍ଚିମାଞ୍ଚଳ ଦଳ ଚଳିତ ବର୍ଷର ଦଲିପ ଟ୍ରଫି ବିଜେତା ହୋଇଛି। ଫାଇନାଲ୍‌ର ପଞ୍ଚମ ତଥା ଅନ୍ତିମ ଦିବସରେ ଏହି ଦଳ ଦକ୍ଷିଣାଞ୍ଚଳକୁ ୨୯୪ ରନ୍‌ରେ ପରାସ୍ତ କରି ଟ୍ରଫି ଜିତିନେଇଛି। ୫୨୯ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣାଞ୍ଚଳର…

ଭାରତର କଙ୍ଗାରୁ ଶିକାର: ଅଷ୍ଟ୍ରେଲିଆ ୬ ୱିକେଟ୍‌‌ରେ ପରାସ୍ତ, ଭାରତ ୨-୧ରେ ବିଜୟୀ

ହାଇଦ୍ରାବାଦ : ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୨-୧ରେ ଜିତି ବିଶ୍ବକପ୍‌ ପୂର୍ବରୁ ଆତ୍ମବିଶ୍ବାସ ଅର୍ଜନ କରିଛି। ରବିବାର ତୃତୀୟ ମ୍ୟାଚ୍‌ରେ ଅକ୍ଷର ପଟେଲଙ୍କ ଚମତ୍କାର ବୋଲିଂ (୩/୩୩) ପରେ ବିରାଟ କୋହଲି (୬୩), ସୂର୍ଯ୍ୟକୁମାର ଯାଦବ (୬୯)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ…

IPLକୁ ଅଲବିଦା କହିବେ ମାହି! ଆସନ୍ତାକାଲି କରିବେ ବଡ଼ ଘୋଷଣା

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୫ରେ ପୂର୍ବତନ ଭାରତୀୟ ବିଶ୍ୱବିଜୟୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏକ ବଡ଼ ଘୋଷଣା କରିବାକୁ ଯାଉଛନ୍ତି । ଏନେଇ ମାହି ନିଜ ଫୋସବୁକରେ ଏକ ପୋଷ୍ଟ କରିଛନ୍ତି । ତେବେ ଏହି ପୋଷ୍ଟକୁ ନେଇ ଏବେ କ୍ରୀଡ଼ାପ୍ରେମୀ ଓ ମାହିଙ୍କ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସୁକତା…

‘ଝଲକ ଦିଖ୍‌ଲା ଯା-୧୦’ ମଞ୍ଚରେ ନିଜ ଜୀବନର ହିରୋଇନ୍‌ଙ୍କ ବିଷୟରେ କହିଲେ ଦୂତୀ ଚାନ୍ଦ୍

ମୁମ୍ବାଇ: ‘ଝଲକ ଦିଖ୍‌ଲା ଯା-୧୦’ ମଞ୍ଚରେ ନିଜ ବାନ୍ଧବୀଙ୍କ ସଂପର୍କରେ ଖୋଲାଖୋଲି ଭାବେ କହିଛନ୍ତି ଦୌଡ଼ ରାଣୀ ଦୂତୀ ଚାନ୍ଦ୍‌। ସବୁ ଝିଅଙ୍କ ଜୀବନରେ ଜଣେ ହିରୋ ଥାଆନ୍ତି ବୋଲି ସୋ’ର ଆଙ୍କର୍‌ କହୁଥିବା ବେଳେ ‘ମୋ ଜୀବନରେ ହିରୋ ନୁହେଁ, ହିରୋଇନ୍‌ ଅଛି’ ବୋଲି ଖୋଲାଖୋଲି ଭାବେ…

ସର୍ବ ଭାରତୀୟ ଜେଲ ମିଟ୍ କ୍ରୀଡା ପ୍ରତିଯୋଗିତା , ଶୁଭଲିପ୍ସାଙ୍କୁ ଡବଲ ସ୍ଵର୍ଣ

ଗୁଜୁରାଟର ଅହମ୍ମଦାବାଦସ୍ଥିତ ଏକ୍ ଏରେନା ଷ୍ଟାଡିୟମରେ ଚାଲିଥିବା ସର୍ଵ ଭାରତୀୟ ଜେଲ ଆଥଲେଟ ମିଟ୍ ରେ ଓଡ଼ିଶାରୁ ପ୍ରତିନିଧିତ୍ଵ କରୁଥିବା ଶୁଭଲିପ୍ସା ମହାନ୍ତି ଉଭୟ ୧୦୦ ମିଟର ଦୌଡ଼ ଓ ଲଙ୍ଗଜମ୍ପ ସ୍ଵର୍ଣପଦକ ଜିତିଛନ୍ତି । ଶୁଭଲିପ୍ସାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କ ପ୍ରତି…

ସ୍ଵିଜରଲାଣ୍ଡର ଜାତୀୟ ରଗବୀ ଦଳରେ ଚୟନ ହେଲେ ଓଡିଆ ପୁଅ,

ଭୁବନେଶ୍ଵର: ରାଜ୍ୟ ପାଇଁ ଗୌରବ ଆଣିଲେ ଓଡିଆ ପୁଅ କବୀର ଦାସ। ସ୍ଵିଜରଲାଣ୍ଡ ରଗବୀ ଜାତୀୟ ଦଳ ପାଇଁ କବୀର ଚୟନ ହୋଇଛନ୍ତି। ସ୍ଵିଜରଲାଣ୍ଡ ଜାତୀୟ ଦଳରେ କବୀର ଏକ ମାତ୍ର ଭାରତୀୟ ଏବଂ ଓଡିଆ ଖେଳାଳି। କବୀର ସ୍ଵିଜରଲାଣ୍ଡର ବାସେଲ କ୍ୟାଣ୍ଟନ ଦଳରୁ ରଗବୀ ଖେଳିବା ଆରମ୍ଭ କରିଥିଲେ। ନିଜର…

ହାର୍ଦିକଙ୍କ ବିକଳ୍ପ ରାଜ ବାୱା ଭାରତ-ଏ ଦଳରେ ସାମିଲ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ-ଏ ବିପକ୍ଷ ୩ ମ୍ୟାଚ୍‌ ବିଶି‌ଷ୍ଟ ଦିନିକିଆ ଶୃଙ୍ଖଳା ଲାଗି ସଞ୍ଜୁ ସାମସନ୍‌ଙ୍କ ନେତୃତ୍ବରେ ଭାରତୀୟ ‘ଏ’ ଦଳ ଘୋଷିତ ହୋଇଛି। ଏହି ଦଳରେ ହାର୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ଭାବେ ଉଭା ହେଉଥିବା ଯୁବ ଅଲ୍‌ରାଉଣ୍ଡର ରାଜ ଅଙ୍ଗଦ ବାୱାଙ୍କୁ ସ୍ଥାନ ମିଳିଛି। ଶୃଙ୍ଖଳାର…

ନମିତା ଟପ୍ପୋଙ୍କ ଅବସର: ଅତୁଳନୀୟ ଅବଦାନ ଲାଗି କୃତଜ୍ଞତା ଜଣାଇଲା ହକି ଇଣ୍ଡିଆ

ଭୁବନେଶ୍ବର/ରାଉରକେଲା: ଓଡ଼ିଆ ତାରକା ନମିତା ଟପ୍ପୋ ଗୁରୁବାର ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି। ଲିଲିମା ମିଞ୍ଜ ଓ ଦୀପଗ୍ରେସ୍ ଏକ୍କାଙ୍କ ସହ ମିଶି ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ପର୍ଯ୍ୟନ୍ତ ଭାରତୀୟ ହକି ଦଳର ମଧ୍ୟ ଓ ରକ୍ଷଣ ଭାଗକୁ ଦୃଢ଼ତାର ସହ ସମ୍ଭାଳିଥିବା ନମିତାଙ୍କ ଅବସର…

ଫେଡେରର୍‌ ଯୁଗର ଅବସାନ: ସେନା ପାଇଁ ଅଯୋଗ୍ୟ, ଟେନିସ୍ କୋର୍ଟରେ ଅସାଧାରଣ

ବାସେଲ: ସ୍ବିଜରଲାଣ୍ଡର ମହାନ ଟେନିସ ତାରକା ରୋଜର ଫେଡେରର୍‌ ଗୁରୁବାର ଅବସର ଘୋଷଣା କରିଛନ୍ତି। ଆସନ୍ତା ସପ୍ତାହରେ ଆୟୋଜିତ ହେବାକୁ ଥିବା ଲାଭର କପ୍‌ ପରେ ପେସାଗତ ଟେନିସରୁ ଏହି ପୂର୍ବତନ ଏକ ନମ୍ବର ଖେଳାଳି ବିଦାୟ ନେବେ। ଏଥି ସହିତ ଗୋଟିଏ ଯୁଗଳ ଅବସାନ ଘଟିବ। ଲାଭର କପ୍ ମୋର ଶେଷ…